Daily Archives

September 26, 2022

ତପନ ଚାନ୍ଦଙ୍କୁ ଓଡିଶା ବିସନେସ ଲିଡରସିପ ଆୱାର୍ଡ

କନକ ବ୍ୟୁରୋ: ପ୍ରତ୍ୟେକ ରାଜ୍ୟର ବିକାଶରେ କିଛି ବ୍ୟବସାୟୀଙ୍କ ହାତ ରହିଥାଏ । ଯେଉଁମାନେ ନିଜ ବ୍ୟକ୍ତିଗତ ସଫଳତାଠାରୁ ସମାଜକଲ୍ୟାଣ କାମରେ ନିଜକୁ ଅଧିକ ନିୟୋଜିତ କରିଥାନ୍ତି । ସେମିତି ବ୍ୟକ୍ତିତ୍ୟଙ୍କ କାମକୁ ଚିହ୍ନି ତାଙ୍କୁ ସମ୍ମାନୀତ କରିବାକୁ ନ୍ୟୁଜ ୧୮ ଓଡିଆ ଏକ ବଡ ପ୍ଲାଟଫର୍ମ…

ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା: ବିଶ୍ରାମ ନେଇପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା ଲାଗିଛି । ପିଟିଆଇ ସୂଚନା ଅନୁସାରେ ଆହତ ଯୋଗୁଁ ଦିପକ ହୁଡ୍ଡା ଓ ମହମ୍ମଦ ସାମି ସିରିଜରୁ ବାଦ ପଡିଛନ୍ତି । ଏହାସହ ଏବେ ଏହି ସିରିଜରୁ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି ।…

ସେୟାର ମାର୍କେଟରେ ରେଡର୍କ ହ୍ରାସ: ୯୫୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ

କନକ ବ୍ୟୁରୋ: ବିଶ୍ୱ ବଜାରରେ ମାନ୍ଦାବସ୍ଥା ଲାଗିରହିଥିବା ବେଳେ ସୋମବାର ଭାରତ ତଥା ଏସିଆ ଏବଂ ୟୁରୋପିଆନ୍ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଯାହା ଫଳରେ ସୋମବାର ସେୟାର ମାର୍କେଟରେ ହଠାତ୍ ମୂଲ୍ୟ ହ୍ରାସ ଘଟଛି । ଭାରତରେ ସେନସେକ୍ସ ୯୫୦ ପଏଂଟ ତଳକୁ ଖସିଥିବା ବେଳେ ନିଫ୍ଟି…

ଆସୁଛି ଆଉ ଏକ ଭିନ୍ନ ଧରଣର ନୂଆ ମେଗା ଧାରାବାହିକ । ଅକ୍ଟୋବର ୩ରୁ ଜୀ ସାର୍ଥକରେ ମେଗା ସିରିଏଲ ‘ସାଥୀରେ’

କନକ ବ୍ୟୁରୋ: ଓଡିଆ ଦର୍ଶକଙ୍କ ପାଇଁ ଜୀ ସାର୍ଥକରେ ଆସୁଛି ଆଉ ଏକ ଭିନ୍ନ ଧରଣର ନୂଆ ମେଗା ଧାରାବାହିକ । ଯାହାର ନାଁ ରହିଛି ‘ସାଥୀରେ’ । ଭୁବନେଶ୍ୱରର ଏକ ତାରକା ହୋଟେଲ ପରିସରରେ ‘ସାଥୀରେ’ ଲଞ୍ଚ ହୋଇଛି । ଆସନ୍ତା ଅକ୍ଟୋବର ୩ ତାରିଖ ଠାରୁ ସୋମବାରରୁ ଶନିବାର ରାତି ୮ଟାରେ ଏହି ମେଗା…

କଂଗ୍ରେସ ସଭାପତି ନିର୍ବାଚନ ରେସରୁ ହଟିପାରନ୍ତି ଗେହଲଟ । ବିବାଦ ବଢୁଥିବାରୁ ଆଉ କାହାକୁ ପ୍ରାର୍ଥୀ କରିବାକୁ ଯୋଜନା

କନକ ବ୍ୟୁରୋ: ଅଶୋକ ଗେହଲଟ ଯଦି କଂଗ୍ରେସ ସଭାପତି ହୁଏନ୍ତି ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ଅସ୍ଥିତାର ସମାଧାନ ନେଇ ଚିନ୍ତାରେ ପଡିଯାଇଛି କଂଗ୍ରେସ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମଲିକାର୍ଜୁନ ଖଡଗେ ଏବଂ ଅଜୟ ମାକନଙ୍କ ସହ ଆଲୋଚନା…

୫୯ ବର୍ଷ ପରେ ପୃଥିବୀର ନିକଟତର ହେବ ବୃହସ୍ପତି: ବାଇନୋକୁଲାରରେ ଦେଖିପାରିବେ ମନଲୋଭା ଦୃଶ୍ୟ

କନକ ବ୍ୟୁରୋ: ଦୀର୍ଘ ୬ ଦଶନ୍ଧୀ ପରେ ସୋମବାର ପ୍ରଥମ ଥର ପାଇଁ ପୃଥିବୀର ଅତି ନକଟତର ହେବ ସୌର ଜଗତର ସବୁଠୁ ବଡ଼ ଗ୍ରହ ବୃହସ୍ପତି । ସୋମବାର ରାତି ସାରା ଏହି ବଡ ଗ୍ରହର ମନୋଲଭା ଦୃଶ୍ୟ ଦେଖିପାରିବେ ପୃଥିବୀବାସୀ । ପୃଥିବୀ ଠାରୁ ୬୦ କୋଟି କୋଷ ଦୂରରେ ଥିବା ବୃହସ୍ପତିର ଏହି ଦୃଶ୍ୟ ଆପଣ ଘରେ…