Daily Archives

September 19, 2022

ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭଜନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା: ଜାଣନ୍ତୁ କେମିତି କରିବେ…

କନକ ବ୍ୟୁରୋ: ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ବୀର ଯବାନ ମାନଙ୍କ ସ୍ମୃତିରେ ଏକ ରାଜ୍ୟ ସ୍ତରୀୟ ଭଜନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି। ଇଛୁକ…

୨୫୦ଟି ଫିଲ୍ମରେ କାମ କରିଛନ୍ତି ଏହି ଅଭିନେତ୍ରୀ: ଏବେ ଚିକିତ୍ସା ପାଇଁ ପାଖରେ ନାହିଁ ଟଙ୍କା, ସରକାରୀ ହସ୍ପିଟାଲରେ…

କନକ ବ୍ୟୁରୋ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତ୍ରୀ ଜୟାକୁମାରୀଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । କୁହାଯାଉଛି କି ଜୟାକୁମାରୀ କିଡନୀ ରୋଗରେ ପିଡୀତ ହୋଇ ଚେନ୍ନାଇର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ୭୨ ବର୍ଷିୟ ଏହି ଅଭିନେତ୍ରୀଙ୍କ ପାଖରେ ଚିକିତ୍ସା ପାଇଁ ଅର୍ଥ…

ବିଶ୍ୱ ଦେଖିଲା ପ୍ରକୃତିର ତାଣ୍ଡବ, ଜାପାନରେ ମାଡ଼ ହେଲା ସୁପର ଟାଇଫୁନ୍ ‘ନାନମାଡୋଲ୍’

କନକ ବ୍ୟୁରୋ: ସୁପର ଟାଇଫୁନ୍ ନାନ୍ମାଡୋଲ୍ ଦକ୍ଷିଣ ଜାପାନରେ ମାଡ଼ ହେବା ପରେ ଛାତି ଥରାଇ ଦେଇଛି ଏହାର କରାଳ ରୂପ । ଉପକୂଳକୁ ମାଡ଼ି ଆସିଛି ସମୁଦ୍ର । ଜୁଆର ଏତେ ଉପରକୁ ଉଠିଛି, ସେହି ଚିତ୍ର ଭୟ ସୃଷ୍ଟି କରିଛି । ରାସ୍ତା ଡେଇଁ ସମୁଦ୍ର ପାଣି ସହର ଭିତରକୁ ପଶି ଯାଇଥିବା ବେଳେ ଘଣ୍ଟା ପ୍ରତି…

ପୁଣି କଂଗ୍ରେସ ମଙ୍ଗ ଧରିବେ ରାହୁଲ! ସଙ୍କଳ୍ପ ପାରିତ କଲେ ୩ ରାଜ୍ୟ କଂଗ୍ରେସ

କନକ ବ୍ୟୁରୋ: କଂଗ୍ରେସର ନୂଆ ସଭାପତି କିଏ ହେବ ତାକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ଦଳର ମୁଖିଆ ପଦବୀରେ ବସାଇବା ପାଇଁ ଦାବି ଜୋର ଧରିଛି । ରାଜସ୍ଥାନ ପରେ ଛତିଶଗଡ଼ ଏବଂ ଗୁଜରାଟ କଂଗ୍ରେସ ରାହୁଲଙ୍କୁ ପୁଣି ଥରେ କଂଗ୍ରେସର ମଙ୍ଗ ଧରିବାକୁ ସଙ୍କଳ୍ପ ପାରିତ…

କେନ୍ଦୁଝରରେ ଶିଶୁ ମୃତ୍ୟୁ ଘଟଣାର ତନାଘନା, ସ୍ଥିତି ପରଖିଲେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ।

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ୨୪ ଘଣ୍ଟାରେ ୪ ଶିଶୁଙ୍କ ମୃତ୍ୟୁକୁ ନେଇ ତନାଘନା ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟଚିକିତ୍ସାଳୟର ସ୍ପେଶାଲ ନ୍ୟୁବର୍ଣ୍ଣ କେୟାର ୟୁନିଟ ବା ଏସଏନସିୟୁରେ ୨୪ ଘଣ୍ଟାରେ ୪ ଶିଶୁଙ୍କ ମୃତ୍ୟୁକୁ ଗୁରୁତର ସହ ଗ୍ରହଣ କରିଛି…