Daily Archives

September 1, 2022

ପାକିସ୍ତାନରେ କମୁନି ବନ୍ୟାର ଦୁର୍ଦ୍ଦଶା: ୩୦ ଲକ୍ଷରୁ ଅଧିକ ଶିଶୁ ବିପଦରେ ଥିବା ନେଇ କହିଲା ୟୁନିସେଫ

କନକ ବ୍ୟୁରୋ: ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା ଦେଶବାସୀଙ୍କ ଚିନ୍ତା ବଢାଇଛି । ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଗତ ୧୦ ଦିନର ବର୍ଷା ୩୦ ବର୍ଷର ରେକର୍ଡ କାଟିଛି । ଫଳରେ ଦେଶର ବିଭିନ୍ନ ଅଂଚଳରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି ।…

ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ କେଜ୍ରିୱାଲ: କହିଲେ, ବିଜେପିର ‘ଅପରେସନ୍ ଲୋଟସ’ ଏବେ ‘ଅପରେସନ୍ କିଚଡ’ ହୋଇଯାଇଛି

କନକ ବ୍ୟୁରୋ: ବିଧାନସଭାରେ ହଙ୍ଗାମା ଭିତରେ ଆସ୍ଥା ଭୋଟ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍୍ରିୱାଲଙ୍କ ଆପ୍ ସପକ୍ଷରେ ୫୮ ଜଣ ବିଧାୟକ ଭୋଟ୍ ଦେଇଛନ୍ତି । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପର ୬୨ ଜଣ ବିଧାୟକ ଅଛନ୍ତି । ବିରୋଧୀ ବିଜେପି ପାଖରେ ୮ଜଣ ବିଧାୟକ…

କେମିତି ଥିଲା ସୋନିଆ ଗାନ୍ଧୀ ଓ ମା’ ପାଓଲା ମାଇନୋ ସମ୍ପର୍କ ? କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷାଙ୍କୁ ପ୍ରତିଟି…

କନକ ବ୍ୟୁରୋ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମାଇନୋଙ୍କର ଅଗଷ୍ଟ ୨୭ ତାରିଖରେ ଦେହାନ୍ତ ହୋଇଛି । ୯୮ ବର୍ଷରେ ପାଓଲାଙ୍କ ପରଲୋକ ହୋଇଛି । ମା’ଙ୍କ ପରଲୋକରେ ମର୍ମାହତ ହୋଇଛନ୍ତି ସୋନିଆ ଗାନ୍ଧୀ । ସୋନିଆ ପାଓଲା ଇଟାଲୀର ଓର୍ବାସାନୋରେ ରୁହନ୍ତି । ସୋନିଆ ଗାନ୍ଧୀ,…

୨୦୨୪ରେ କିଏ ଦେବ ମୋଦୀଙ୍କୁ ଟକ୍କର? ନୀତିଶ ହେବେ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ସାମ୍ବାଦିକଙ୍କ ପ୍ରଶ୍ନକୁ…

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦୀ ପୁଣିଥରେ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ । କିନ୍ତୁ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ତାହା ସବୁଠାରୁ ବଡ଼ ପ୍ରଶ୍ନ । ମୋଦୀଙ୍କୁ ଟକ୍କର ଦେବା ପାଇଁ ନୀତୀଶ କୁମାର ଦେଶର ପରବର୍ତ୍ତୀ…

ସଭାପତି ନିର୍ବାଚନ ପୂର୍ବରୁ କଂଗ୍ରେସ ବନାମ କଂଗ୍ରେସ । ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ୩…

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରଠୁ ଦଳରେ ନିର୍ବାଚନ ପ୍ରକ୍ରିୟାକୁ ନେଇ ସନ୍ଦେହ ଓ ମତଭେଦ ଦେଖିବାକୁ ମିଳିଛି । ଗତ ରବିବାର କଂଗ୍ରେସର ସିଡବ୍ଲୁସି ବୈଠକରେ ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା, ମତଦାତା ସୂଚୀ ସାର୍ବଜନୀନ କରିବାକୁ ଦାବି କରିଥିଲେ ।…