Daily Archives

September 14, 2022

ଭିକମାଗି ଚଳୁଛନ୍ତି ଜାତୀୟସ୍ତରରର ସନ୍ତରଣକାରୀ। ସ୍ୱାମୀ ଛାଡି ଚାଲିଯିବାର ୧୨ବର୍ଷ ପରେ ମାଗୁଛନ୍ତି ଭିକ।

କନକ ବ୍ୟୁରୋ: ମମତା ଭୋଇ । ୯୦ଦଶକ ଓ ପରବର୍ତ୍ତୀ ସମୟରେ ସନ୍ତରଣରେ ସାରାଦେଶରେ ନାଁ କମାଇଥିଲେ । ରାଜ୍ୟସ୍ତରୀୟ ପ୍ରତିଯୋଗିତାଠାରୁ ଆରମ୍ଭ କରି ଜାତୀୟସ୍ତରର ଅନେକ ପ୍ରତିଯୋଗିତାରେ ଭାଗ ନେଇ ମମତା ରାଜ୍ୟ ପାଇଁ ମେଡଲା ପରେ ମେଡାଲ ଆଣିଥିଲେ । ଗୋଆ, ମୁମ୍ବାଇ, ବେଙ୍ଗାଲୁର, କଲିକତା ଭଳି…

କଳାହାଣ୍ଡିରେ ଚର୍ଚ୍ଚିତ କିନ୍ନର ବାହାଘର ନେଇ ମୁହଁ ଖୋଲିଲେ ସ୍ତ୍ରୀ। କହିଲେ, ବିବାହର ଏକ ବର୍ଷ ପୂର୍ବରୁ ପରିବାର ସହ…

କନକ ବ୍ୟୁରୋ:  କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଧୁରୁକୁଟି ଗାଁର ଫକୀର ନିହାଲଙ୍କ ବାହାଘରକୁ ନେଇ ଚାରିଆଡେ ଚର୍ଚ୍ଚା । ବିବାହିତ ଫକୀର ଜଣେ କିନ୍ନର ସଙ୍ଗୀତାଙ୍କୁ ବିବାହ କରିଥିବା ବେଳେ ତାଙ୍କ ସ୍ତ୍ରୀ କୁନିଆ ନିହାଲ ବିବାହ କାର୍ଯ୍ୟରେ ସାମିଲ ହୋଇ ସବୁ ବୁଝାବୁଝି କରିବା ଘଟଣାକୁ ନେଇ ଅଧିକ…

ସିକନ୍ଦରାବାଦରୁ ଫେରିଲା ହୋଟେଲ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦମ୍ପତିଙ୍କ ମୃତଦେହ। କଟକ ମହାନ୍ତିପଡ଼ାରେ ଶୋକାକୁଳ…

କନକ ବ୍ୟୁରୋ: କାନ୍ଦବୋବାଳିରେ ଫାଟି ପଡୁଛି କଟକର ମହାନ୍ତିପଡା । ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । ସାହି ପଡିଶା ଲୋକ ବି ଝୁରୁଛନ୍ତି । ସିକନ୍ଦରାବାଦ ହୋଟେଲ ଅଗ୍ନିକାଣ୍ଡ ଘଟଣାରେ ମୃତ ଦମ୍ପତି ଚନ୍ଦନ ସେଠୀ ଓ ମିତାଲିଙ୍କ ମୃତଦେହ କଟକ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ମାହୋଲ ।…

ଲମ୍ପି ଭାଇରସକୁ ନେଇ ବଢ଼ିଲା ଭୟ। ୧୪ଟି ଜିଲ୍ଲାକୁ ସତର୍କ କଲା ପ୍ରାଣୀ ସମ୍ପଦ ବିଭାଗ। 

କନକ ବ୍ୟୁରୋ:  ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟରେ ଲମ୍ପି ସ୍କିନ୍ ଡିଜିଜ୍ ଆତଙ୍କ ସୃଷ୍ଟି ହେବା ପରେ ସତର୍କ ହୋଇଛି ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ । ଏନେଇ ରାଜ୍ୟର ୧୪ଟି ଜିଲ୍ଲାକୁ ସତର୍କ କରିଛନ୍ତି ପ୍ରାଣୀ ସମ୍ପଦ ବିଭାଗର ସଚିବ ଅରବିନ୍ଦ ପାଢୀ । ବାଲେଶ୍ୱର,…