Daily Archives

September 8, 2022

ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ। ୯୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ। 

କନକ ବ୍ୟୁରୋ: ବ୍ରିଟେନ ରାଣୀଙ୍କ ପରଲୋକ । ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ନେଇ ବକିଂହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି । ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ ୯୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆସନ୍ତାକାଲି ତାଙ୍କ ପାର୍ଥିବ ଶରୀରକୁ ଲଣ୍ଡନ ଆଣଯିବ ।…

ଜାତିସଂଘ ପକ୍ଷରୁ କିସକୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର। ଉତ୍ସବ ମନାଇଲେ ୩୦ ହଜାର ଛାତ୍ରଛାତ୍ରୀ 

କନକ ବ୍ୟୁରୋ:  ସାରା ବିଶ୍ୱରେ ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ସାକ୍ଷରତା ଦିବସ । ତେବେ କିସରେ ମଧ୍ୟ ଏହି ଦିବସ ପାଳିତ ହୋଇଛି । ଖୁସିରେ ବିଷୟ ଯେ ଆଜିର ଦିନରେ କିସକୁ ମଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ ସକାଶେ ମିଳିଛି…

ନ୍ୟୁ ଇଣ୍ଡିଆର ନୂଆ ଚିତ୍ର। ରାଜପଥ ଏବେ କର୍ତ୍ତବ୍ୟପଥ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀ ପରାଧୀନତାର ସବୁ ପ୍ରତୀକକୁ ହଟାଇବା ପାଇଁ କହିଥିଲେ । ଆଉ ତାଙ୍କ ପରିକଳ୍ପନାର ଏକ ଅଂଶ ଏବେ ଦିଲ୍ଲୀ ଇଣ୍ଡିଆ ଗେଟ୍ ପାଖରେ ସ୍ଥାନିତ ହୋଇଛି । ପୂର୍ବରୁ ଏହି ସ୍ଥାନ ରାଜପଥ ଭାବରେ ପରିଚିତ ଥିଲା । ଏବେ କିନ୍ତୁ କର୍ତବ୍ୟପଥ ବୋଲି ନାମକରଣ କରିଛନ୍ତି…

ଦେବଦୂତ ସାଜିଲେ ଡାକ୍ତର। ଚଳନ୍ତା ଟ୍ରେନରେ ମହିଳାଙ୍କ କଲେ ପ୍ରସବ। 

କନକ ବ୍ୟୁରୋ: ରୋଗୀଙ୍କ ପାଇଁ ଡାକ୍ତର ହେଉଛନ୍ତି ସାକ୍ଷାତ ଭଗବାନ । ଆଉ ଚଳନ୍ତା ଟ୍ରେନରେ ମହିଳାଙ୍କ ପ୍ରସବ କରାଇ ଚର୍ଚ୍ଚାରେ ଅଛନ୍ତି ଓଡିଆ ଡାକ୍ତର ମେଜର ବିଶ୍ୱକେଶରୀ ମହାନ୍ତି ।ଟ୍ରେନରେ  ଭୁବନେଶ୍ୱର ଆସୁଥିଲେ ବିପ୍ଲବ ବିଶ୍ୱକେଶରୀ ମହାନ୍ତି । ହଠାତ ରାତିରେ ଟ୍ରେନ ଭିତରେ ଜଣେ ଗର୍ଭବତୀ…

ସ୍ୱଦେଶୀ ଜ୍ଞାନକୈାଶଳରେ କ୍ୱିକ୍ ରିଆକ୍ସନ୍ ସରଫେସ ଟୁ ଏୟାର ମିଜାଇଲର ସଫଳ ପରୀକ୍ଷଣ । ଅସ୍ତ୍ରଶସ୍ତ୍ର ବ୍ୟବସ୍ଥାକୁ ଠାବ…

କନକ ବ୍ୟୁରୋ : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ବା ଡିଆରଡିଓ ସ୍ୱଦେଶୀ ଜ୍ଞାନକୌଶଳରେ କ୍ୱିକ୍ ରିଆକ୍ସନ୍ ସରଫେସ ଟୁ ଏୟାର ମିଜାଇଲର ସଫଳ ପରୀକ୍ଷଣ ହୋଇଛି । ଡିଆରଡିଓ ଓ ଭାରତୀୟ ସେନା ପକ୍ଷରୁ ମିଳିତ ଭାବେ ଏହି ପରୀକ୍ଷଣ କରାଯାଇଛି । ଓଡ଼ିଶା ଉପକୂଳସ୍ଥିତ ଚାନ୍ଦିପୁରର ଇଂଟିଗ୍ରେଟେଡ…

ଟେଲମା-୪୦ ଓ ଟେଲମା-ଏମଏମ ଖାଉଥିଲେ ସାବଧାନ। ଦାମୀ ବ୍ରାଣ୍ଡର ଖୋଳ ଭିତରେ ଥାଇପାରେ ନକଲି ଔଷଧ!

କନକ ବ୍ୟୁରୋ: ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ଓ ଟେଲମା ଏମଏମକୁ ନେଇ ଔଷଧ ବଜାରରେ ହଇଚଇ । ଏହି ଦୁଇଟି ଔଷଧର ଠିକ୍ ଅବିକଳ ଦେଖାଯାଉଥିବା ନକଲି ଔଷଧ ବଜାରରେ ବିକ୍ରି ହେଉଥିବା ଅଭିଯୋଗ ଆସିବା ପରେ ତତ୍ପର ହୋଇଛି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ । ରାଜ୍ୟର ୭ଟି ଜିଲ୍ଲାର ବିଭିନ୍ନ ଔଷଧ ଦୋକାନରେ…