Monthly Archives

October 2022

ୟୁକ୍ରେନ ଉପରେ ପୁଣି ଘମାଘୋଟ ଆକ୍ରମଣ କରୁଛି ରୁଷ: ରାଜଧାନୀ କିଭ ସମେତ ବିଭିନ୍ନ ସ୍ଥାନରେ ମିସାଇଲ ସହ ବୋମାମାଡ

କନକ ବ୍ୟୁରୋ: ପୁଣି ଥରେ ୟୁକ୍ରେନ ଉପରେ ବୋମା ବର୍ଷଣ କରୁଛି ରୁଷ । ରାଜଧାନୀ କିଭ ସମେତ ବିଭିନ୍ନ ସହରରେ କ୍ରେମଲିନ ଘନ ଘନ ମିସାଇଲ ଓ ବୋମାରେ ଆକ୍ରମଣ କରୁଥିବା ଜଣାପଡିଛି । ୨୪ ଘଂଟା ଭିତରେ ୟୁକ୍ରେନ ଉପରେ ରୁଷ ୫୦ଟି ମିସାଇଲ ଆକ୍ରମଣ କରିବା ସହ ବିଭିନ୍ନ ସ୍ଥାନରେ ୧୦ଟି ବଡ ଧରଣର…

ଆରମ୍ଭ ହେଲା ଶୀତ ଋତୁ, ବଢିଲାଣି କରୋନା ସଂକ୍ରମଣ ଭୟ। ଏକ୍ସବିବି ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ।

କନକ ବ୍ୟୁରୋ: ପାର୍ବଣ ଓ ଶୀତ ଋତୁ ଭିତରେ ପୁଣି କ୍ରମଶଃ କାୟାବିସ୍ତାର କଲାଣି କରୋନା । ବିଭିନ୍ନ ରାଜ୍ୟରେ ଓମିକ୍ରନର ନୂଆ ଭୁତାଣୁ ମାଡିବା ଯୋଗୁଁ ଚିନ୍ତା ଭିତରେ ସାରା ଦେଶ । ବିଦେଶରେ ଓମିକ୍ରନର ଉପପ୍ରଜାତି ଏକ୍ସବିବି ତାଣ୍ଡବ ରଚିବା ପରେ ଏବେ ଦେଶରେ କ୍ରମଶଃ ବିସ୍ତାର କରୁଛି । ନୂଆ…

ମୋରବୀ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କଲେ ବିରୋଧୀ। ପୁରୁଣା ଭିଡିଓ ପୋଷ୍ଟ କରି ବିଜେପି ସରକାରଙ୍କୁ…

କନକ ବ୍ୟୁରୋ: ୨୦୧୬ ମସିହା ଏପ୍ରିଲ ମାସର ଘଟଣା । କୋଲକାତା ବିବେକାନନ୍ଦ ରୋଡରେ ଥିବା ବିଶାଳ ଫ୍ଲାଇଓଭର ବ୍ରିଜ ଭୁଶୁଡିପଡିଥିଲା । ଘଟଣାକୁ ନେଇ ଭିନ୍ନ ଅନ୍ଦାଜରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମମତା…

ଗୁଜରାଟ ଝୁଲା ପୋଲ ଅଘଟଣରେ ବଢ଼ୁଛି ମୃତକଙ୍କ ସଂଖ୍ୟା। ପୋଲ ମରାମତି କରିଥିବା କମ୍ପାନୀର ମ୍ୟାନେଜର ସମେତ ୯ ଗିରଫ। 

କନକ ବ୍ୟୁରୋ: ଅକ୍ଟୋବର ୩୦, ୨୦୨୨, ରବିବାର, ସମୟ ସନ୍ଧ୍ୟା ୬.୩୨ । ହଠାତ୍ ଭୁଶୁଡ଼ି ପଡ଼ିଲା ଝୁଲା ପୋଲ । ଚାହୁଁଚାହୁଁ ଚାଲିଗଲା ଶତାଧିକ ଜୀବନ । ରବିବାର ଥିଲା ଛଟ୍ ପୂଜାର ଶେଷ ଦିନ । ବିହାରୀଙ୍କ ସବୁଠାରୁ ବଡ଼ ପର୍ବ ଥିବାରୁ ଶ୍ରଦ୍ଧାଳୁ ଖୁସି ମନରେ ପୂଜା କରିବା ପାଇଁ ଯାଇଥିଲେ । କିନ୍ତୁ…

ଭୁବନେଶ୍ୱରରୁ ଜୟପୁର ଦେଢ଼ ଘଂଟାରେ ପହଁଚିବ ବିମାନ: ଶେଷ ହେଲା ପ୍ରଥମ ୧୦ ଦିନର ଟିକଟ

କନକ ବ୍ୟୁରୋ: ଆସିଲା ସେହି ପ୍ରତୀକ୍ଷିତ ମୁହୂର୍ତ, ଭୁବନେଶ୍ୱରରୁ ଜୟପୁରକୁ ଉଡିଲା ବମାନ । ଏହି ବିମାନ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରରୁ ଜୟପୁର ପହଁଚିବାକୁ ଲାଗିବ ମାତ୍ର ଦେଢ ଘଂଟା । ପ୍ରଥମ ୧୦ ଦିନ ପାଇଁ ମାତ୍ର ୯୯୯ ଟଙ୍କାରେ ଏହି ସେବା…

ଫାଣ୍ଡିରେ ବୃଦ୍ଧଙ୍କୁ ଥାର୍ଡ ଡିଗ୍ରୀ! ଘରୁ ଉଠାଇନେଇ ନିସ୍ତୁକ ମାଡ ଅଭିଯୋଗ

କନକ ବ୍ୟୁରୋ: ବଲାଙ୍ଗୀରରେ ପୁଲିସ ବିରୋଧରେ ପୁଣି ଏକ ସଙ୍ଗୀନ ଅଭିଯୋଗ ଆସିଛି । ସାଲେଭଟା ଫାଣ୍ଡିରେ ନୂଆଁପାଲି ଗାଁର ୭୦ ବର୍ଷିୟ ଅନିରୁଦ୍ଧ ସାହୁ ପୁଲିସ ମାଡରେ ଗୁରୁତର ହୋଇଛନ୍ତି । ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି । ଅଭିଯୋଗ ଅନୁସାରେ, ଜମିରେ ଧାନକଟାକୁ ନେଇ ଅନିରୁଦ୍ଧଙ୍କ ସହ ତାଙ୍କ…