Daily Archives

September 12, 2022

କେନ୍ଦୁଝରରେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା: ଲୁଟ ଉଦ୍ୟମ ବେଳେ ଫୁଟିଲା ଗୁଳି

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲାରେ ପୁଣି ଫୁଟିଲା ଗୁଳି । ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଅଭିଯୋଗ । କେନ୍ଦୁଝର ଜିଲ୍ଲା ବାରିଆ ଥାନା ଚଢ଼େଇପୁର ନିକଟରେ ଗୁଳିକାଣ୍ଡ ଘଟିଛି । ଆଜି ସଂଧ୍ୟାରେ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି । ଝାଡ଼ଖଣ୍ଡ ଛେନିପଦା ଅଂଚଳର ମୃତ୍ୟୁଞ୍ଜୟ ବେହେରା ନାମକ…

ଜାତୀୟ ପତାକା ପ୍ରସ୍ତୁତି ଦାୟିତ୍ୱ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ୪ ଜିଲ୍ଲାର ମିଶନ ଶକ୍ତି ମହିଳା 

କନକ ବ୍ୟୁରୋ: ଆଜି ସଂଧ୍ୟାରେ ନବୀନ ନିବାସଠାରେ ଢେଙ୍କାନାଳ, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା…

ଆଗାମୀ ୪ ଦିନ ରାଜ୍ୟରେ ଜାରି ରହିବ ବର୍ଷା । ଜାଣନ୍ତୁ, ସତର୍କ ରହିବେ କେଉଁ କେଉଁ ଜିଲ୍ଲା…

କନକ ବ୍ୟୁରୋ: ଅବପାତ ଦୁର୍ବଳ ହୋଇଚାଲିଥିବା ବେଳେ ଏହା ଏବେ ମଧ୍ୟପ୍ରଦେଶର ଦକ୍ଷିଣରେ ରହିଛି । ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଜାଗାରେ ବର୍ଷା ଜାରି ରହିଛି । ଆଗାମୀ ୪ ଦିନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୩ ସେପ୍ଟେମ୍ବରର…

ଗରିବ ପିଲାଙ୍କ ଡାକ୍ତରୀ ପଢିବା ସ୍ୱପ୍ନକୁ ପୂରଣ କରୁଛି ଜିନ୍ଦଗୀ ଫାଉଣ୍ଡେସନ୍ । ବିନା ଖର୍ଚ୍ଚରେ ମେଡିକାଲ ପ୍ରବେଶିକା…

କନକ ବ୍ୟୁରୋ: ଜୀବନର ଦୋଛକିରେ ଯେତେବେଳେ ସବୁଆଡେ ଅନ୍ଧାର ଦିଶୁଥିଲା । ଟଙ୍କା  ଅଭାବରୁ ପାଠ ପଢାରେ ଲାଗିଯାଇଥିଲା ଡୋରି, ସ୍ୱପ୍ନ ଗୁଡିକ ଭାଙ୍ଗି ଚୁରମାର ହେଇଯାଉଥିଲା  ।  ଠିକ ସେତିକିବେଳେ ଆଗକୁ ବଢିବା ପାଇଁ ଆଶା ବାଡି ସାଜିଲା ଜିନ୍ଦଗୀ ଫାଉଣ୍ଡେସନ ।  ଦିନ ମଜୁରିଆ ତଥା ଭୂମିହୀନ…

ସୋନାଲି ଫୋଗଟ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ: ଗୋଆ ସରକାରଙ୍କ ଅନୁରୋଧକୁ ମାନିଲା ଗୃହମନ୍ତ୍ରାଳୟ

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ସୋନାଲି ଫୋଗଟ ମୃତ୍ୟୁ ମାମଲାର ହେବ ସିବିଆଇ ତଦନ୍ତ । ଗୋଆ ସରକାରଙ୍କ ଗୃହମନ୍ତ୍ରାଳୟକୁ ସିବିଆଇ ତଦନ୍ତ ପାଇଁ ଚିଠି ଲେଖି ଅନୁରୋଧ କରିବା ପରେ ଏବେ ଗ୍ରୀନ ସିଗନାଲ ମିଳିଛି । ଅଭିନେତ୍ରୀ ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ରହସ୍ୟଜନକ ମୃତ୍ୟୁ ନେଇ ଚର୍ଚ୍ଚା…