Daily Archives

September 7, 2022

ଚିନ୍ତାରେ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ର: ମେଡିକାଲ କମିଶନ ନୋଟିସ ବଢାଇଲା ଦ୍ୱନ୍ଦ

କନକ ବ୍ୟୁରୋ: ଅନିଶ୍ଚିତତାରେ ପଡିଯାଇଛି ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ନିଜର ଭବିଷ୍ୟତ ପାଇଁ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ଏପରିକି ସୁପ୍ରିମକୋର୍ଟ ଯାଏଁ ବି ଯାଇଛି ମାମଲା । ଦେଶରେ ମେଡିକାଲ କଲେଜରେ ପାଠ ପଢିବାର ସୁଯୋଗ ଦେବାକୁ ଗୁହାରୀ…

ଏକାଠି ହେଉଛନ୍ତି ବିଜେପି ବିରୋଧୀ: ସସପେନ୍ସରେ ନବୀନଙ୍କ ଆଭିମୁଖ୍ୟ

କନକ ବ୍ୟୁରୋ: ବିହାରରେ ବିଜେପିଠାରୁ ମୁହଁ ମୋଡିବା ପରେ ଏବେ ବିଜେପି ବିରୋଧୀ ଦଳର ନେତାଙ୍କୁ ଭେଟୁଛନ୍ତି ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ପାଟନାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଭେଟିବା ପରେ ଦିଲ୍ଲୀ ଯାଇ ଶରଦ ପାୱାର, ରାହୁଲ ଗାନ୍ଧୀ, ଅରବିନ୍ଦ…

ଆଜି ପବିତ୍ର ସୁନିଆଁ ଉତ୍ସବ: ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ୬୫ ଅଙ୍କ ଆରମ୍ଭ

କନକ ବ୍ୟୁରୋ: ଆଜି ହେଉଛି ପବିତ୍ର ସୁନିଆଁ ଉତ୍ସବ । ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ୬୫ ଅଙ୍କ ଆରମ୍ଭ ହୋଇଛି । ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଛି ସୁନିଆଁ ଉତ୍ସବ । ସୁନିଆଁ ଅବସରରେ ଶ୍ରୀନଅରରେ ଥିବା କନକ ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରିଛନ୍ତି ଗଜପତି ।…

ସାମାଜିକ ସ୍ୱୀକୃତି ପାଇଁ ଲଢେଇ: ଶାଶୂଘର ଦୁଆର ମୁହଁରେ ସ୍ତ୍ରୀର ଧାରଣା

କନକ ବ୍ୟୁରୋ: ସ୍ତ୍ରୀର ମାନ୍ୟତା ପାଇବା ପାଇଁ ଲଢେଇ । ସାମାଜିକ ସ୍ୱୀକୃତି ଦାବିରେ ଶାଶୂଘର ଦୁଆର ମୁହଁରେ ବସିଛନ୍ତି ତିନିତିନି ଜଣ ମହିଳା । ଭୋକଉପାସରେ ଘର ସାମନାରେ ନ୍ୟାୟ ଦାବିରେ ବସି ରହିଛନ୍ତି । ବ୍ରହ୍ମପୁର ବଡ ବଜାର ସାହିରେ କେ. ଦୀପିକା ନିଜ ଅଧିକାର ପାଇଁ ଲଢେଇ କରୁଛନ୍ତି । ସେପଟେ…

ଦିଗପହଣ୍ଡି ରାଜନୀତିରେ ବଡ ହଲଚଲ: କିଏ ଧରିବ ବିଜେଡିର ମଙ୍ଗ?

କନକ ବ୍ୟୁରୋ: ଗଂଜାମରେ ବିଜେଡିର ଗଡ ଦିଗପହଣ୍ଡି ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ଦୀର୍ଘ ୩ ଦଶନ୍ଧି ଧରି ଜିଲ୍ଲା ରାଜନୀତିରେ ପ୍ରଭାବ ରଖିଥିବା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ଗଡ କିଏ ସମ୍ଭାଳିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବିଧାୟକ ତଥା ପୂର୍ବତନ…

ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମକୁ ସମ୍ବୋଧିତ କଲେ ମୋଦୀ। ଭର୍ଚ୍ଚୁଆଲ ମାଧ୍ୟମରେ ହେଲେ ସାମିଲ। 

କନକ ବ୍ୟୁରୋ: ବୁଧବାର ପ୍ରଧାନମନ୍ତ୍ରୀ ମୋଦି ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମକୁ ସମ୍ବୋଧିତ କରିଛନ୍ତି । ରୁଷର ବ୍ଲୋଦବୋସ୍ତକରେ ଆୟୋଜିତ କାର୍ଯ୍ୟକ୍ରମକୁ ଭର୍ଚୁଆଲ କାର୍ଯ୍ୟକ୍ରମକୁ ମୋଦି ସମ୍ବୋଧିତ କରିଛନ୍ତି । ଏହି ସମୟରେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ମଧ୍ୟ ବୟାନ ରଖିଛନ୍ତି ପ୍ରଧାନମନ୍ତ୍ରୀ ।…