Daily Archives

September 10, 2022

ରାହୁଲଙ୍କୁ ଶାହାଙ୍କ ଟାର୍ଗେଟ: କେବେ କହୁଥିଲେ ଭାରତ ଦେଶ ନୁହେଁ, ଆଜି ବିଦେଶୀ ଟି-ସାର୍ଟ ପିନ୍ଧି ଦେଶ ଯୋଡିବାକୁ…

କନକ ବ୍ୟୁରୋ: ରାଜସ୍ଥାନ ଗସ୍ତରେ ରହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ଅବସରରେ ଶାହା କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି । ଏହାସହ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି । ଏହି ଭାଷଣରେ ସେ କଂଗ୍ରେସକୁ ୨୦୧୮ର ନିର୍ବାଚନ ଇସ୍ତାହାର କଥା ମନେ…

ପୁଣିଥରେ ମୈଦାନକୁ ଫେରିବେ ସୁରେଶ ରୈନା । ବ୍ରାଏନ ଲାରା କହିଲେ, ପ୍ଲିଜ ଆମ ବିପକ୍ଷରେ ଟିକିଏ ଆରାମରେ ଖେଳିବ ।

କନକ ବ୍ୟୁରୋ : କିଛି ଦିନ ପୂର୍ବେ ସବୁ ଫର୍ମାଟ କ୍ରିକେଟରୁ ଅବସର ନେଇଥିବା ସୁରେଶ ରୈନା ଏବେ ପୁଣିଥରେ କ୍ରିକେଟ ମୈଦାନକୁ ଫେରିବେ । ଆଗାମୀ ୱାର୍ଲ୍ଡ ରୋଡ ସେଫ୍ଟି ସିରିଜରେ ଇଣ୍ଡିଆ ଲିଜେଣ୍ଡସ ପକ୍ଷରୁ ସୁରେଶ ରୈନା ଖେଳୁଥିବାର ନଜର ଆସିବେ । ଆଉ ଏଥିପାଇଁ ପଡିଆରେ ଝାଳ ବୁହାଉଛନ୍ତି ରୈନା ।…

ନୀତିନ ଗଡକରୀଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ଟ୍ୱିଷ୍ଟ, କଂଗ୍ରେସରେ ମିଶିବା ନେଇ ନାନା କହିଲେ ଏଭଳି କଥା

କନକ ବ୍ୟୁରୋ : ନିଜର ସ୍ପଷ୍ଟ ବୟାନ ଓ ମତ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନୀତିନ ଗଡକରୀ । ତାଙ୍କର ସ୍ପଷ୍ଟ ମତ ପାଇଁ ଅନେକ ସମୟରେ ଲୋକମାନଙ୍କର ଧାରଣା ଥାଏ କି ଗଡକରୀ ନିଜ ଦଳ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି । ହେଲେ ଏବେ…

ଢେଙ୍କାନାଳରେ ରହିଛି ଅଭିନବ ଡାଳୁଅଙ୍କ ୨କୋଟିର ସମ୍ପତି: ୪ ଜିଲ୍ଲାରେ ଅଛି ମୋଟ ୧୪ଟି ପ୍ଲଟ୍

କନକ ବ୍ୟୁରୋ: ଅଭିନବଙ୍କ ଅମାପ ସମ୍ପତି । ପୁଲିସ ବାବୁଙ୍କ କୁବେର ସମ୍ପତି । ଢେଙ୍କାନାଳରେ ଡିଏସପି ଅଭିନବ ଡାଳୁଙ୍କ ଢେଙ୍କାନାଳରେ ରହିଛି ୨ କୋଟି ସମ୍ପତି । ଜଟଣୀ, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର, କେନ୍ଦୁଝରରେ ପୋଲିସ ବାବୁଙ୍କ ରହିଛି ମୋଟ ୧୪ଟି ପ୍ଲଟ୍ । ସ୍ତ୍ରୀ ଓ ଶଳାଙ୍କ ନାଁରେ ବି…

ବିଜେପିର ମିଶନ୍ ଓଡିଶା: କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଲେ, ୨୦୨୪ରେ ୮ ରୁ ୧୬ ସାଂସଦ ଜିତିବ ବିଜେପି

କନକ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା । ୨୦୨୪ ନିର୍ବାଚନ ପାଇଁ ଅଂଟା ଭିଡିଲାଣି ଦଳ । ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହା ପୂର୍ବରୁ ଦଳର ସାଂଗଠନିକ କାର୍ଯ୍ୟ ଜୋରଦାର ହୋଇଛି । ଶାସକ ଦଳକୁ ଚେକ୍ ଦେବା ପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ…

କରୋନା କାଳରେ ୮ ବଡ ଫିଲ୍ମର ରେକର୍ଡ ଭାଙ୍ଗିଲା ବ୍ରହ୍ମାସ୍ତ୍ର, ବିରୋଧ ପରେ ଚକିତ କରିଦେଲା ପ୍ରଥମଦିନ କଲେକସନ୍

କନକ ବ୍ୟୁରୋ : ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ର କରୋନା ସମୟରେ ଆସିଥିବା ୮ ଟି ବଡ ସିନେମାର ରେକର୍ଡ ଭାଙ୍ଗି ଦେଇଛି । ବ୍ରହ୍ମାସ୍ତ୍ରର ପ୍ରଥମ ଦିନ କଲେକସନ ଆପଣଙ୍କୁ ଚକିତ କରିଦେଇପାରେ । ଏହି ସିନେମାର ପ୍ରଥମ ଦିନ କଲେକସନ ଭାରତରେ ୩୬ କୋଟି ଟଙ୍କା ହୋଇଥିବା ବେଳେ ମୋଟ ୭୫…