Daily Archives

September 27, 2022

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପ୍ରସଙ୍ଗ: ବିଜେପି ନେତ୍ରୀଙ୍କ ସାଙ୍ଘାତିକ ଅଭିଯୋଗ, ପ୍ରଭାତୀ ପରିଡା ପ୍ରେସମିଟରେ ଜାରିକଲେ…

କନକ ବ୍ୟୁରୋ: ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିଜେପି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ରହିଛି ବୋଲି ଅଭିଯୋଗ ଆଣିଛି । ଦଳ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି । ପ୍ରମାଣ ସ୍ୱରୂପ ଏକ ଅଡିଓ ମଧ୍ୟ ରହିଛି । ଅଡିଓରେ ଧର୍ମେନ୍ଦ୍ର ଅକ୍ଷୟ ନାମକ ଜଣେ…

ଦିଲ୍ଲୀରେ ପହଞ୍ଚିଲା ରାଜସ୍ଥାନ ରାଜନୀତି। ଗେହଲଟଙ୍କ ଉପରେ କଂଗ୍ରେସ ହାଇକମାଣ୍ଡ ଖପ୍ପା।

କନକ ବ୍ୟୁରୋ: ରାଜସ୍ଥାନର କଂଗ୍ରେସ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ସଚିନ ପାଇଲଟଙ୍କ ମୁଖ୍ୟମନ୍ତ୍ରୀ ପଦକୁ ବିରୋଧ କରି ଅଶୋକ ଗେହଲଟ କ୍ୟାମ୍ପର ୯୦ ବିଧାୟକ ଇସ୍ତଫା ଦେବା ପରେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି । କଂଗ୍ରେସ କନ୍ଦଳ ଦିଲ୍ଲୀ ଦରବାରରେ ପହଞ୍ଚିିଛି । କୁହାଯାଉଛି,…

ବଢୁଛି ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ରହସ୍ୟ। ଘଣ୍ଟା ଜରିଆରେ କରୁଥିଲେ ଘରର ସିସିଟିଭି ଅପରେଟ।

କନକ ବ୍ୟୁରୋ: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟାର କାରଣକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । କେଉଁ କାରଣକୁ ନେଇ ଧର୍ମେନ୍ଦ୍ର ଏଭଳି ନିଷ୍ପତି ନେଲେ ସେ ନେଇ ଅନୁସନ୍ଧାନ କରୁଛି ପୁଲିସ । ଧର୍ମେନ୍ଦ୍ରଙ୍କ ହାତଘଣ୍ଟା ସହ ମୋବାଇଲ ଓ ସିସିଟିଭିର ରହିଥିଲା ଲିଙ୍କ…

ଗୋଟିଏ ଦିନରେ ଦୁଇଟି ସଭା। ୨୯ରେ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବେ ବିଜେଡି, ବିଜେପି। 

କନକ ବ୍ୟୁରୋ:  ନଡ୍ଡା ବନାମ ନବୀନ । ବିଜେଡି-ବିଜେପିର ପାୱାର ଶୋ । ବରମୁଣ୍ଡାରେ ବିଜେଡି, ଜନତା ମୈଦାନରେ ବିଜେପି । ଆସନ୍ତା ୨୯ ତାରିଖରେ ଦୁଲୁକିବ ଭୁବନେଶ୍ୱର । ଶକ୍ତି ପ୍ରଦର୍ଶନ କରିବେ ବିଜେଡି ଆଉ ବିଜେପି । ବିଜେପିର ଜାତୀୟ ସଭାପତି ଜେ.ପି.ନଡ୍ଡା ଓଡିଶା ଆସି ରାଜ୍ୟ ନେତୃବନ୍ଦଙ୍କ ସହ…