Daily Archives

September 20, 2022

ଟି-୨୦ ବିଶ୍ୱକପ ପୂର୍ବରୁ ଆଇସିସିର ବଡ ନିଷ୍ପତ୍ତି: ଅକ୍ଟୋବର ମାସରୁ କ୍ରିକେଟରେ ବଦଳିବ ଏହି ସବୁ ନିୟମ

କନକ ବ୍ୟୁରୋ: କିଛି ଦିନ ପରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ । ଏବେଠୁ ପ୍ରସ୍ତୁତ ହେଲେଣି ସବୁ ଟିମ । ଆଉ ଏହାରି ଭିତରେ ଆଇସିସି ଏକ ବଡ ନିଷ୍ପତ୍ତି ନେଇଛି । କ୍ରିକେଟକୁ ନେଇ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ । ଅକ୍ଟୋବର ୧ ତାରିଖରୁ ଏହି ସବୁ ନିୟମରେ…

ବଦଳିଲା କ୍ୟାମ୍ପସ ରାଜନୀତିର ରୂପରେଖ। ନିର୍ବାଚନ ନୁହେଁ ଏଥର ‘କ୍ୟାମ୍ପସ କମିଟି’

କନକ ବ୍ୟୁରୋ: ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ କ୍ୟାମ୍ପସ କମିଟି ଗଠନ କରିବାକୁ ଘୋଷଣା କରିଛି ବିଜୁ ଛାତ୍ର ଜନତା ଦଳ । ସବୁ କ୍ୟାମ୍ପସରେ ରହିବେ ୨୬ ଜଣିଆ କମିଟି । ଏଥିରେ ବିଭିନ୍ନ ପଦରେ ଛାତ୍ରଛାତ୍ରୀଙ୍କୁ ରଖାଯାଉଛି । ଜଣେ ନିର୍ବାଚିତ ପ୍ରତିନିଧି ଯେଉଁ କାମ କରୁଥିଲେ,…

ଏବେ ବି ବ୍ରିଟିଶ ଅମଳର ନିୟମରେ ଚାଲିଛି ଓଡିଶା ପୋଲିସ। କାହିଁକି ବଦଳୁନି ୮୨ ବର୍ଷ ତଳର ପୋଲିସ ମାନୁଆଲ ଉଠିଲା ପ୍ରଶ୍ନ?

କନକ ବ୍ୟୁରୋ: ବଲିଉଡ ଚଳଚିତ୍ରର ଏହି ଦୃଶ୍ୟ ଦେଖିଲେ ଆମେ ଭାବୁ ଆମ ପୋଲିସ କାହିଁକି ଏମିତି ହେଉନି । ଚଳଚିତ୍ରର ପୁଲିସ ଅଫିସରଙ୍କ ଭଳି ନୂଆ ଢ଼ାଞ୍ଚାରେ କାହିଁକି କାମ କରୁନି। କିନ୍ତୁ ଆମ ରାଜ୍ୟରେ ଯେତେବେଳେ ୮୨ବର୍ଷ ତଳର କଲୋନିଆଲ ତଥା ଉପନିବେଶବାଦ ସମୟର ନିୟମ ରହିଛି ସେତେବେଳେ ଏମିତି ଆଶା…

ଶାରଦୀୟ ଦୁର୍ଗା ପୂଜାର ଅନନ୍ୟ ପରମ୍ପରା। ମା’ଙ୍କ ପୂଜା ପାଇଁ ଦେହଜୀବୀ ଦିଅନ୍ତି ମାଟି।

କନକ ବ୍ୟୁରୋ: ପାର୍ବଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗଢା ଚାଲିଛି ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା । ଗୋଟିଏ ପଟେ ମୂର୍ତି କାରିଗର ମୂର୍ତି ଗଢିବାରେ ବ୍ୟସ୍ତ, ଅନ୍ୟପଟେ ପ୍ରସ୍ତୁତ ହେଉଛି ପୂଜା ମଣ୍ଡପ । ଶାରଦୀୟ ଦୂର୍ଗାପୂଜାର ପରମ୍ପରା ଭିତରେ ବହୁବର୍ଷ ଧରି ଏକ ବିଧି…

ବିରୋଧୀ ନେତାଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା। କହିଲେ, ବିଲରେ ଚାଷ କାମରେ ଲାଗିଛୁ, ୨୦୨୪ରେ ଫସଲ ଅମଳ କରିବୁ

କନକ ବ୍ୟୁରୋ:  ଦିଲ୍ଲୀରୁ ଫେରିବା ପରେ ବିରୋଧୀ ଦଳ ନେତାଙ୍କ ି ବୟାନ ଏବେ ଚର୍ଚ୍ଚା ପାଇଁ ଖୋରାକ୍ ଯୋଗାଇଛି । ବିଜେପିର ଫାୟାର ବ୍ରିଗେଡ ନେତା କୁହାଯାଉଥିବା ଜୟନାରାୟଣ ମିଶ୍ର ଦମ୍ଭୋକ୍ତି କରିଛନ୍ତି ଓଡିଶାରେ ୨୦୨୪ରେ ପଦ୍ମ ଫୁଟିବ । ଆଉ ଦମ୍ଭୋକ୍ତି ପଛରେ ରହିଛି ଦିଲ୍ଲୀରେ ବିଜେପିର ଚାଣକ୍ୟ…