Daily Archives

September 11, 2022

ମେରାଇନ ଡ୍ରାଇଭରେ କୂଳ ଲଙ୍ଘୁଛି ସମୁଦ୍ର। ବିପଦରେ ସମୁଦ୍ର କୂଳିଆ ରାସ୍ତା ।

କନକ ବ୍ୟୁରୋ: ସୀମା ଲଙ୍ଘୁଛି ସମୁଦ୍ର । ଭାଙ୍ଗିଲା ମେରାଇନ ଡ୍ରାଇଭ୍ ରାସ୍ତା । ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତାର ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ସମୁଦ୍ର କୂଳେ କୂଳେ ଥିବା ଏହି ରାସ୍ତା ଏବେ ବିପଦରେ । କାରଣ ସମୁଦ୍ର ଜୁଆର ମାଡ଼ି ଆସିଛି ଏକାଧିକ ସ୍ଥାନରେ କୂଳ ଖାଇବା ଆରମ୍ଭ…

ଶିଳ୍ପୀଙ୍କ ନିଖୁଣ କାମରେ ଜୀବନ୍ତ ହୋଇଛି କଳାକୃତି । ଅନେକ ବେକାର ଯୁବକଙ୍କୁ ଦେଇଛନ୍ତି ରୋଜଗାରର ସୁଯୋଗ

କନକ ବ୍ୟୁରୋ : ଶିଳ୍ପୀଙ୍କ ନିଖୁଣ କାମରେ ଜୀବନ୍ତ ହୋଇଛି କଳାକୃତି । ଦେଖିବାକୁ ଯେତିକି ମନୋଲୋଭା ଗ୍ରାହକଙ୍କୁ ମଧ୍ୟ ସେତିକି ଆକୃଷ୍ଟ କରୁଛି । ପୁରୀ ନିମାପଡ଼ା ଅଂଚଳର ନିରଞ୍ଜନ ମହାରଣା । ଏବେ କାଠ କାମ କରି ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ଦେଖାଇଛନ୍ତି ରୋଜଗାରର ରାସ୍ତା । ମାତ୍ର…

ବେରୋଜଗାର ମହିଳାଙ୍କ ପାଇଁ ଏବେ ରୋଜଗାରର ସୁଯୋଗ, ଘରେ ବସି କରୁଛନ୍ତି ଫୁଡ ପ୍ରୋସେସିଂ ୟୁନିଟ୍

କନକ ବ୍ୟୁରୋ : ଏଣିକି ଆଉ ଘରେ ଖାଲି ହାତରେ ବସିବେନି ମହିଳା । ମହିଳାଙ୍କୁ ସଶକ୍ତିକରଣ କରାଇବା ପାଇଁ ସରକାର ଅନେକ ଯୋଜନା ଖୋଲିଛନ୍ତି । ଯେଉଁଥିରେ ସାମିଲ ହୋଇ ବିଭିନ୍ନ ଗ୍ରୁପ ମାଧ୍ୟମରେ ଲାଭବାନ ହେଉଛନ୍ତି ମହିଳା । ସମ୍ବଲପୁର ଜିଲ୍ଲା କୁଚିଣ୍ଡାର କୁସୁମୀ ଠାରେ ଏବେ ଓଡିଶା ଜୀବିକା ମିଶନ…

ପାରମ୍ପାରିକ ମକା ଚାଷ ଛାଡି ଯୁବକ କରୁଛନ୍ତି ଲେମନ ଗ୍ରାସ , ଜାଣନ୍ତୁ ଏକର ପ୍ରତି କେତେ ଟଙ୍କା ହେଉଛି ଲାଭ

କନକ ବ୍ୟୁରୋ : ବର୍ଷ ବର୍ଷ ଧରି ପାରମ୍ପାରିକ ମକା ଚାଷ କରୁଥିବା ଗଜପତି ଜିଲ୍ଲାର ଚାଷୀ ଏବେ ଲେମନ ଗ୍ରାସ ଚାଷ କରି ବେଶ ସଫଳ ହେଉଛନ୍ତି । ଚାଷୀଙ୍କ ଜମିରେ ଲହଡ଼ି ଭାଙ୍ଗୁଛି ଲେମନ ଗ୍ରାସ । କମ୍ ସମୟରେ ଅଧିକ ରୋଜଗାର ହେଉଥିବାରୁ ଏହି ଚାଷକୁ ଆପଣାଇଛନ୍ତି ଚାଷୀ । ଗଜପତି ମୋହନା ବ୍ଲକ…

ରେଶମୀ ବୁଣାକାରଙ୍କ ପାଇଁ ବାଧକ ସାଜିଛି କଞ୍ଚାମାଲ , ଚାହିଦା ମୁତାବକ ମିଳୁନି ପାରିଶ୍ରମିକ

କନକ ବ୍ୟୁରୋ : ସମସ୍ୟା ଘେରରେ ଯାଜପୁର ଜିଲ୍ଳା ରସୁଲପୁର ବ୍ଲକ ଚକଗୋପାଳପୁର ଗାଁର ରେଶମୀ ମଣିଷ । ପୁରୁଷାନୁକ୍ରମେ ଏହି ଗାଁର କାରିଗର ମାନେ ତନ୍ତରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଦେଶ ଓ ଦେଶ ବାହାରେ ସୁନାମ ଅର୍ଜନ କରିଥିଲେ । ଆଉ ଏବେ କଂଚାମାଲ ଅଭାବ ସହିତ ଚାହିଦା ଅନୁଯାୟୀ…