ଦିଲ୍ଲୀରେ ଆୟୋଜିତ ହେଲା ଇନଭେଷ୍ଟର୍ସ ମିଟ୍। ଓଡିଶାରେ ନିବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ।
କନକ ବ୍ୟୁରୋ: ଦିଲ୍ଲୀରେ ଓଡ଼ିଶା ଆୟୋଜନ କରିଛି ଇନଭେଷ୍ଟର୍ସ ମିଟ୍ । ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଳେଭକୁ ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଆୟୋଜନ କରାଯାଇଛି । ୩୦ରୁ ଅଧିକ ଦେଶର ରାଷ୍ଟ୍ରଦୂତ ଏବଂ ବିଭିନ୍ନ ଶିଳ୍ପସଂସ୍ଥାର ୫୦୦ରୁ ଅଧିକ ପ୍ରତିନିଧି ଏହି ଇଭେଷ୍ଟର୍ସ ମିଟ୍ରେ…