Daily Archives

September 25, 2022

ରାଜସ୍ଥାନ ରାଜନୀତିରେ ହାଇଡ୍ରାମା: ପାଇଲଟଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ବିରୋଧ କରି ଗେହଲଟ କ୍ୟାମ୍ପର ୯୨…

କନକ ବ୍ୟୁରୋ: ରାଜସ୍ଥାନ ରାଜନୀତିରେ ହାଇଡ୍ରାମା । ସଚିନ୍ ପାଇଲଟଙ୍କୁ ପରବର୍ତି ମୁଖ୍ୟମନ୍ତ୍ରୀ କରାଯିବା ପ୍ରସ୍ତାବକୁ ବିରୋଧ କରି ୯୨ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ବିଧାୟକମାନେ ଦଳର ନିଷ୍ପତିକୁ ବିରୋଧ କରି ସେମାନଙ୍କ ଇସ୍ତଫା ପତ୍ର ବାଚସ୍ପତି ସିପି ଜୋଶୀଙ୍କୁ…

ମନମୋହୁଛି ମାଟି କାରିଗରଙ୍କ ନିଖୁଣ କଳାକୃତି: ୨୦ ବର୍ଷ ହେଲା ଏହି ବୃତିକୁ ଅପଣାଇଛନ୍ତି ପିପିଲିର କାଶୀନାଥଙ୍କ ପରିବାର

କନକ ବ୍ୟୁରୋ: ମାଟି କାରିଗରଙ୍କ ନିଖୁଣ କଳାକୃତି । ସୁନ୍ଦର ସୁନ୍ଦର କଳାକୃତି ସହ ତିଆରି କରୁଛନ୍ତି ମାଟିର ଅଳଙ୍କାର । ପିପିଲି ନିଜିଗଡ଼ କୁରିଖୀ ଗାଁର କାଶୀନାଥଙ୍କ ପରିବାର ଦୀର୍ଘ ୨୦ ବର୍ଷ ହେଲା ଏହି ବ୍ୟବସାୟ କରିଆସୁଛନ୍ତି । ମାଟିରେ ହାତୀ, ଘୋଡ଼ା, ସିଂହ, କଣ୍ଢେଇ, ମୁଖା, ଦେବାଦେବୀଙ୍କ…

କୃଷ୍ଣପ୍ରସାଦ ଅଂଚଳର ତାଳପତ୍ର ଶିଳ୍ପୀଙ୍କ ନିଆରା କଳାକୃତି: ତାଳପତ୍ରରେ ତିଆରି କରୁଛନ୍ତି ଫୁଲତୋଡ଼ା, ଜୁଏଲାରୀ ବକ୍ସ ଓ…

କନକ ବ୍ୟୁରୋ: ତାଳପତ୍ରରେ ତିଆରି ହେଉଛି ଭଳିକି ଭଳି ଘରକରଣା ସାମଗ୍ରୀ । ଫୁଲତୋଡ଼ା, ଜୁଏଲାରୀ ବକ୍ସ, ଆସନ, ଫୁଲଦାନୀ ଭଳି ୨୦ ପ୍ରକାରର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି କୃଷ୍ଣପ୍ରସାଦ ଅଂଚଳର ତାଳପତ୍ରଶିଳ୍ପୀ ବାହୁଡ଼ା ପଲେଇ । ଆଉ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କ ସ୍ତ୍ରୀ କାଂଚନ ପଲେଇ ।…

ବୁଡ଼ି ଯିବ କି ପଥର କାରିଗରଙ୍କ କୂଳ ବେଉସା? କଞ୍ଚା ମାଲ ଅଭାବରୁ ନିଜର ବୃତ୍ତିଠାରୁ ଦୂରେଇ ଗଲେଣି ମୂର୍ତି କାରିଗର

କନକ ବ୍ୟୁରୋ: ପଥର କାରିଗରଙ୍କ ଗାଁ ଭାବେ ପୋଲସରା ମଥୁରା ଗାଁର ରହିଛି ସ୍ୱତନ୍ତ୍ର ପରିଚୟ । କାହିଁ କେଉଁ କାଳରୁ ଗାଁର ମାହାରଣା ପରିବାର ଏହି ବୃତିକୁ ଆପଣାଇଛନ୍ତି । ପଥରରେ ଖୋଦେଇ କରି ବିଭିନ୍ନ ପ୍ରକାରର ମୂର୍ତି ତିଆରି ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ନିକଟସ୍ଥ ପାହାଡ଼ରୁ…

ଲାଭ ଦେଉଛି ଧଳା ଘୁଷୁରୀ ଚାଷ: ବାର୍ଷିକ ରୋଜଗାର ହେଉଛି ଲକ୍ଷାଧିକ ଟଙ୍କା

କନକ ବ୍ୟୁରୋ: ଧଳା ଘୁଷୁରୀ ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି କଟକ ମାହାଙ୍ଗା ବ୍ଲକ ଉମର ଗାଁର ପ୍ରବୀର ମହାପାତ୍ର । ୨ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଫାର୍ମରେ ପାଖାପାଖି ୮୦୦ରୁ ଉଦ୍ଧ୍ୱର୍ ଛୋଟ ବଡ଼ ଘୁଷୁରୀ ଅଛନ୍ତି । ମାତ୍ର ୧୦୦ ଟି ଘୁଷୁରୀକୁ ନେଇ ଫାର୍ମ ଆରମ୍ଭ…

ଦିନେ ପେଟପାଟଣା ପାଇଁ ବାହାର ରାଜ୍ୟରେ ଖଟୁଥିଲେ ଦାଦନ: ଆଉ ଆଜି ଜଣେ ସଫଳ ଚାଷୀ

କନକ ବ୍ୟୁରୋ: ଦାଦନ ଶ୍ରମିକରୁ ସଫଳ ଚାଷୀ । ଦିନେ ପେଟପାଟଣା ପାଇଁ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିଲେ । ଆଉ ଏବେ ଲୋକଙ୍କୁ ଯୋଗାଇଛନ୍ତି କର୍ମନିଯୁକ୍ତି । କଳାହାଣ୍ଡି ଗୋଲାମୁଣ୍ଡା ସାନଚେର ଗାଁର ବିଶ୍ୱନାଥ ନାଗ ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଅନ୍ନଦାତା । ପାଖାପାଖି ୯ ଏକର…