Daily Archives

September 4, 2022

ଅଲଟିମେଟ୍ ଖୋ ଖୋ: ଓଡିଶା ଜଗରନଟସ୍ ଚାମ୍ପିୟନ, ତେଲୁଗୁ ଯୋଦ୍ଧାସ ୧ ପଏଣ୍ଟରେ ପରାସ୍ତ

କନକ ବ୍ୟୁରୋ: ଅଲଟିମେଟ୍ ଖୋ ଖୋରେ ଓଡିଶା ଜଗରନଟସ୍ ଚାମ୍ପିୟନ୍ ହୋଇଛି । କଡା ମୁକାବିଲାରେ ତେଲୁଗୁ ଯୋଦ୍ଧାସକୁ ପରାସ୍ତ କରିଛି ଓଡିଶା । ମାତ୍ର ଗୋଟିଏ ପଏଣ୍ଟରେ ବିଜୟ ହାସଲ କରିଛି ଦଳ । ପୁଣେର ଛତ୍ରପତି ଶିବାଜୀ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଅନୁଷ୍ଠିତ ଏହି ଫାଇନାଲରେ ଟ୍ରଫି ହାତେଇଛି ଓଡିଶା…

ପାକିସ୍ତାନକୁ ବିଜୟ ଲକ୍ଷ୍ୟ ୧୮୨ ରନ୍ । ପ୍ରଥମ ଇଂନିସରେ ଟିମ୍ ଇଣ୍ଡିଆ ୧୮୧/୭ । ବିରାଟ କୋହଲିଙ୍କ ଦମଦାର ୬୦ ରନ୍

କନକ ବ୍ୟୁରୋ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠରେ ଖେଳାଯାଉଥିବା ଏସିଆ କପ ସୁପର-୪ ମ୍ୟାଚରେ ପାକିସ୍ତାନ ଆଗରେ ୧୮୨ ରନର ବିଜୟ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି କ୍ରମାଗତ ୨ୟ ଅର୍ଦ୍ଧଶତକ ମାରି ଫର୍ମକୁ ଫେରିବାର ସଂକେତ ଦେଇଛନ୍ତି…

ଦୂରସଞ୍ଚାର କ୍ଷେତ୍ରରେ ଜିଓର ୬ ବର୍ଷ ପୂର୍ତ୍ତି । ପ୍ରତି ବ୍ୟକ୍ତିଙ୍କ ଡାଟା ବ୍ୟବହାର ୧୦୦ ଗୁଣ ଅଧିକ ବୃଦ୍ଧି । ଡାଟା…

କନକ ବ୍ୟୁରୋ: ଦୂରସଞ୍ଚାର କ୍ଷେତ୍ରରେ ସର୍ବାଗ୍ରେ ରହିଥିବା ରିଲାଏନ୍ସ ଜିଓ ୨୦୨୨ ସେପ୍ଟେମ୍ବର ୫ ତାରିଖରେ ଏହାର ବ୍ୟାବସାୟିକ ଶୁଭାରମ୍ଭର ଷଷ୍ଠ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ୬ବର୍ଷ ମଧ୍ୟରେ ଦୂରସଞ୍ଚାର ଶିଳ୍ପ ପ୍ରତିବ୍ୟକ୍ତି ହାରାହାରି ପ୍ରତି ମାସରେ ଡାଟା ବ୍ୟବହାର କ୍ଷେତ୍ରରେ ୧୦୦…

କୁଆଡ଼େ ଗଲେ ନନ୍ଦକିଶୋର? ଚନ୍ଦକା ଡମପଡ଼ା ଅଭୟାରଣ୍ୟରୁ କୁଆଡେ ହୋଇଗଲେ ନିଖୋଜ ।

କନକ ବ୍ୟୁରୋ: ଚନ୍ଦକା ଡମପଡ଼ା ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ଭିତରେ ପ୍ରତିଦିନ ପ୍ରାୟ ୫ ଖଣ୍ଡ ଗାଁ ବୁଲି ବେପାର କରନ୍ତି ନନ୍ଦକିଶୋର ବେହେରା । ୮ ଦିନ ତଳେ ଅର୍ଥାତ ଗତ ରବିବାର ଦିନ ମଧ୍ୟ ବେପାର ପାଇଁ ଯାଇଥିଲେ, କିନ୍ତୁ ଆଉ ଘରକୁ ଫେରିନାହାନ୍ତି । ଏହାପରେ ଘର ଲୋକ ଖୋଜାଖୋଜି କରି ବିଫଳ ହେବା…

୧୨୦ ଟଙ୍କାରେ ମିଳୁଛି ବ୍ରହ୍ମପୁର ଇଡିଲ ମଟନ୍ । ଖାଇବାକୁ ସୁଆଦିଆ, ଲାଗୁଛି ପ୍ରବଳ ଭିଡ

କନକ ବ୍ୟୁରୋ : ବ୍ରହ୍ମପୁର ସହରର ଇଡଲି ମଟନ୍ । ଖାଇବାକୁ ଖୁବ୍ ସୁଆଦିଆ ହୋଇଥିବା ବେଳେ ମାତ୍ର ୧୨୦ ଟଙ୍କାରେ ମିଳୁଥିବାରୁ ଏହାକୁ ଖାଇବାକୁ ସଂଧ୍ୟାରେ ଦୋକାନରେ ଜମୁଛି ଭିଡ଼ । ସିଟି ହାଇସ୍କୁଲ ପଡ଼ିଆ ସମ୍ମୁଖରେ ଥିବା ଏହି ହୋଟେଲରେ ମାଂସ ସହ ଇଡଲି, ଚିଙ୍ଗୁଡ଼ି, ଅଣ୍ଡା ଚକୁଳି ମଧ୍ୟ ମିଳୁଛି ।…

ମିଠା ମକାଚାଷ ଦେଉଛି ରୋଜଗାର । ୧୦ ହଜାର ଟଙ୍କା ବିନିଯୋଗ କରି ୬୦ ହଜାର ଟଙ୍କା ଲାଭ ପାଉଛନ୍ତି ଚାଷୀ

କନକ ବ୍ୟୁରୋ : ସୁଇଟକର୍ଣ୍ଣ ବା ମିଠା ମକା, ଆଜିକାଲିର ଯୁବପିଢ଼ୀଙ୍କ ଏକ ପ୍ରକାର ପସନ୍ଦ ପାଲଟିଯାଇଛି । ସକାଳ ହେଉ କି ସଂଧ୍ୟା ଛୋଟପିଲାଙ୍କ ଠାରୁ ଆରମ୍ଭ କରି ଯୁବପିଢ଼ୀ ଏହାକୁ ଖାଇବାକୁ ସମସ୍ତେ ପସନ୍ଦ କରୁଛନ୍ତି । ତେବେ ଏହି ସୁଇଟକର୍ଣ୍ଣ ବା ମିଠାମକା ଚାଷ କରି ଲାଭବାନ ହେଉଛନ୍ତି ଚାଷୀ ।…