Daily Archives

September 6, 2022

ମଉଳିଲା ଟିମ ଇଣ୍ଡିଆର ଏସିଆ କପ ଆଶା: ଭାରତକୁ ୬ ୱିକେଟରେ ହରାଇଲା ଶ୍ରୀଲଙ୍କା

କନକ ବ୍ୟୁରୋ: ଏସିଆ କପ ସୁପର ୪ ମ୍ୟାଚରେ ଆଜି ଲଗାତାର ଦ୍ୱିତୀୟଥର ପରାଜୟ ହୋଇଛି ଭାରତ । ଆଜି ଭାରତ ଶ୍ରୀଲଙ୍କାଠୁ ୬ ୱିକେଟରେ ପରାଜିତ ହୋଇଛି । ଫଳରେ ଭାରତର ଏସିଆକପ ଫାଇନାଲ ଖେଳିବା ଆଶା ମଉଳିଯାଇଛି । ପୂର୍ବରୁ ପାକିସ୍ତାନଠାରୁ ପରାଜିତ ହୋଇଥିବା ବେଳେ ଏବେ ଶ୍ରୀଲଙ୍କାଠାରୁ ପରାଜିତ ହୋଇ…

କୁଆଡେ ଗଲେ ନନ୍ଦ ମଉସା? ଅଜଗର ବାହାନାରେ ଲୁଚି ଯିବ କି ସତ?

କନକ ବ୍ୟୁରୋ: ଚନ୍ଦକା ଡମପଡା ଅଭୟାରଣ୍ୟରେ ନିଖୋଜ ଥିବା ନନ୍ଦ ବେହେରାଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଗତ ୨୮ ତାରିଖରୁ ଘରକୁ ଫେରି ନଥିବା ପରିବାର ଲୋକ ଅଭିଯୋଗ କରିଥିବା ବେଳେ ସେପଟେ ଅଭୟାରଣ୍ୟ ଭିତରେ ଅଜଗର ଗିଳିଦେଇଥିବା ନେଇ ଚର୍ଚ୍ଚା ବି ଜୋର ଧରିଛି । ତେବେ ନନ୍ଦ ବେହେରା ଗଲେ କୁଆଡେ…

ରୋହିତଙ୍କ ଦମଦାର ଅର୍ଦ୍ଧଶତକ: ୧୭୩ ରନ କଲା ଭାରତ, ଶ୍ରୀଲଙ୍କା ଆଗରେ ୧୭୪ ରନର ବିଜୟ ଲକ୍ଷ୍ୟ 

କନକ ବ୍ୟୁରୋ: ଆଜି ଏସିଆ କପ ସୁପର ୪ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚର ଆରମ୍ଭରୁ ଭାରତ ଚମତ୍କାର ବ୍ୟାଟିଂ କରିଥିଲା । ହେଲେ ଶେଷ ଆଡକୁ ବ୍ୟାଟିଂ ଧିମା ହୋଇଯାଇଥିଲା । ଫଳରେ ୨୦ ଓଭରରେ ଭାରତ ୮ ୱିକେଟ ହରାଇ ୧୭୩ ରନ କରିବାରେ ସଫଳ ହୋଇଥିଲା । ଏବେ ଶ୍ରୀଲଙ୍କା…

୨୦୨୪ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି: ହାରିଥିବା ଆସନ ପାଇଁ ହିସାବନିକାଶ କଲେ ନଡ୍ଡା ଓ ଶାହ, ପ୍ରସ୍ତୁତ ହେଉଛି…

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି । ଓଡିଶାରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଦଳୀୟ ନେତାଙ୍କୁ ଟିପ୍ସ ଦେଇଥିବାବେଳେ ଦିଲ୍ଲୀରେ ବି ବିଜେପି ବଡ ବୈଠକ କରିଛି । ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡା ଓ ବିଜେପିର ରଣନୀତିକାର ଅମିତ ଶାହ…

ଦକ୍ଷିଣ ଓଡି଼ଶାରେ ପ୍ରବଳ ବର୍ଷିବ: ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କନକ ବ୍ୟୁରୋ: ପୂର୍ବ କେନ୍ଦ୍ରିୟ ବଂଗୋପସାଗର ୭ତାରିଖରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଉ ଏହାର ପ୍ରଭାବରେ ପରବର୍ତି ୪୮ଘଂଟାରେ ପଶ୍ଚିମ-କେନ୍ଦ୍ରିୟ ବଂଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ମଧ୍ୟ ଆକଳନ କରିଛି । ଲଘୁଚାପ…

ପ୍ରେମ ପାଇଁ ମାରିଦେଲେ: ପ୍ରେମ ସମ୍ପର୍କକୁ ବିରୋଧ କରି ଯୁବକଙ୍କୁ ହତ୍ୟାକଲେ ଯୁବତୀଙ୍କ ପରିବାର ଲୋକେ

କନକ ବ୍ୟୁରୋ: ପ୍ରେମ କରିବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କରିଦେବାଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳରେ । ଘଟଣା ଘଟାଇ ମୃତଦେହକୁ ଫିଙ୍ଗିଦେଇଥିଲେ ଯୁବତୀଙ୍କ ପରିବାର । ଆଉ ମୃତଦେହ ୧୦ଦିନ ଧରି ଜଙ୍ଗଲରେ ପଡିଥିଲା । ବାଲିଗୁଡା ଥାନା ଅଂଚଳର ତଳିପଡା ଗାଁରେ ଶୁକଦେବ ରଣାକୁ ଅତି ନିର୍ମମ…