Daily Archives

September 15, 2022

୧୨ ଜାତିଙ୍କୁ ମିଳିବ ଆଦିବାସୀ ମାନ୍ୟତା। ଓଡି଼ଶାର ‘ଦୁରୁଆ’ ଓ ‘ଝୋଡ଼ିଆ’ଙ୍କୁ ଅଣଦେଖା!

କନକ ବ୍ୟୁରୋ: କେନ୍ଦ୍ର କ୍ୟାବିନେଟର ନିଷ୍ପତି ଅନୁସାରେ ୧୨ଟି ଜାତିଙ୍କୁ ମିଳିବ ଜନଜାତି ମାନ୍ୟତା । ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନୁସୂଚିତ ଜନଜାତିକୁ ନେଇ ଏହି ବଡ ନିଷ୍ପତି କରାଯାଇଛି । ଏଥିରେ ଛତିଶଗଡ ସମେତ ହିମାଚଳପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶର କେତେକ…

କିଶୋର ଭାଇନାଙ୍କ ପୁଣି ଜମିଲା ବେପାର। ଚଢାଉର ଦିନକ ପରେ ଖୋଲିଲା ହୋଟେଲ।

କନକ ବ୍ୟୁରୋ: କାଲି ଚଢାଉ ଆଜି ପୁଣି ବେପାର । ଏହିଭଳି ଦୃଶ୍ୟ ଭୁବନେଶ୍ୱରର କିଶୋର ଭାଇନାଙ୍କ ହୋଟେଲରୁ ସାମ୍ନାକୁ ଆସିଛି । ଅନ୍ୟଦିନ ଭଳି ଆଜି ବି କୁଇଂଟାଲ କୁଇଂଟାଲ ମଟନ ରୋଷେଇ ହୋଇଛି । ଗ୍ରାହକ ବି ଖାଇବାରେ ବ୍ୟସ୍ତ । ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ ହେଉଥିବା ଦର୍ଶାଇ ବିଏମସିର ଫୁଡ…

ଏ କି ନ୍ୟାୟ, ପ୍ରଥମ ସ୍ତ୍ରୀ ଥାଉ ଥାଉ ସ୍ୱାମୀକୁ ଦ୍ୱିତୀୟ ବିବାହ କରାଇଲା ପୁଲିସ। କଳାହାଣ୍ଡି ବୋରଡା ଫାଣ୍ଡିରେ…

କନକ ବ୍ୟୁରୋ:  କଳାହାଣ୍ଡି ଜିଲ୍ଲା ବୋରଡା ଫାଣ୍ଡି ଭିତରର ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ବିବାହିତ ଯୁବକ ଓ ଆଉ ଜଣେ ଯୁବତୀଙ୍କୁ ଫାଣ୍ଡି ଭିତରେ ବିବାହ କରାଉଛନ୍ତି ଫାଣ୍ଡି ଅଧିକାରୀ । ଏପରିକି ସତ୍ୟପାଠ କରାଇଲା ଭଳି ଯୁବକଙ୍କୁ ସ୍ୱାମୀ ଭାବେ ଗ୍ରହଣ କରିବାକୁ ଯୁବତୀଙ୍କୁ ପୋଲିସ କହୁଥିବା…

ଆପୋଲୋ ହସପିଟାଲ କହିଲା ସଫଳ ପ୍ରତିରୋପଣ କାହାଣୀ। ୫ ବର୍ଷର ବ୍ରେନ ଡେଡ୍ କୁନିପିଲା ସୁଧାଂଶୁଙ୍କ ଦୁଇ କିଡନୀ ବଞ୍ଚାଇଛି…

କନକ ବ୍ୟୁରୋ: ପ୍ରୀତମ ସ୍ୱାଇଁ, ବୟସ ୨୯ । ଉର୍ମିଳା ପଣ୍ଡା, ବୟସ ୫୫ ବର୍ଷ । ଉଭୟଙ୍କ ମଧ୍ୟରେ ଏକ ମାନବୀୟ ସମ୍ପର୍କ ରହିଛି । କାରଣ ୫ ବର୍ଷର ବାଳକ ସୁଧାଂଶୁ ଲେଙ୍କା ଏ ଦୁହିଁଙ୍କୁ ଦେଇଛି ନୂଆ ଜୀବନ । ଉଭୟଙ୍କ ଠାରେ ଲାଗିଛି ମୃତ ସୁଧାଂଶୁଙ୍କ ଗୋଟିଏ ଲେଖାଏଁ କିଡନୀ । ଆପୋଲୋ ହସ୍ପିଟାଲରେ…

ବିଜେପି ନେତାଙ୍କ ଦୃଢ଼ୋକ୍ତି, ୨୪ରେ ବିଜେପି ସରକାର। ବିଜେପିର ଟାର୍ଗେଟ ୫୦ପ୍ରତିଶତ ଭୋଟ୍।

କନକ ବ୍ୟୁରୋ: ବିଜେପି ପ୍ରଶିକ୍ଷଣ ଶିବିରରେ ଦଳ ୨୦୨୪ ପାଇଁ ନିର୍ବାଚନର ଅଙ୍କ କଷିବା ପରେ ସରକାର ଗଢ଼ିବା ନେଇ ଦମ୍ଭ ଦେଖାଇଛନ୍ତି ନେତା । ୨୦୦୯ ମସିହାଠାରୁ ରାଜ୍ୟ ରାଜନୀତିରେ ଶାସନର ସ୍ୱାଦ ଚାଖିନଥିବା ବିଜେପି ୨୦୨୪ରେ ସରକାର ଗଢ଼ିବ ବୋଲି ଦାବି କରିଛନ୍ତି । କହିଛନ୍ତି, ରାଜ୍ୟରେ ବିଜେପି…