Daily Archives

September 22, 2022

ଦିଲ୍ଲୀ ଆସିବେ ଗେହଲଟ! କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ?

କନକ ବ୍ୟୁରୋ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଦଳର ଅଧ୍ୟକ୍ଷ ଆସନରେ ରହିପାରିବେ ବୋଲି ବୟାନ ଦେବାର ଦିନକ ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଗୁରୁବାର ଏହା କହିଛନ୍ତି । ଗୋଟିଏ ବ୍ୟକ୍ତି, ଗୋଟିଏ ପଦ ନୀତି ଲାଗୁ ହେବ ବୋଲି ସେ କହିଛନ୍ତି । ଯାହା…

ଲୁଟେରାଙ୍କ ଟାର୍ଗେଟରେ ‘ମୋ ବସ’: ଭିଡରେ ପଶୁଛନ୍ତି, ଲୁଟି ନେଉଛନ୍ତି

କନକ ବ୍ୟୁରୋ: ମୋ ବସ ପାଲଟିଛି ଲୁଟ ଓ ଲୁଟେରାଙ୍କ ସ୍ଫେଟି ଜୋନ । ୭ ଦିନରେ ଆସିଲାଣି ୭ରୁ ଅଧିକ ମାମଲା । କେବଳ ଥାନାରେ ମାମଲା ସିନା ରୁଜୁ ହେଉଛି, କିନ୍ତୁ ଲୁଟେରାଙ୍କ ପାଖ ମାଡି ପାରୁନି ପୋଲିସ । କହିବାକୁ ଗଲେ ମୋ ବସରେ ହେଉଥିବା ଜବରଦସ୍ତ ଭିଡ ହିଁ ସୁଆଉଛି ଲୁଟେରାଙ୍କୁ । ମୋ ବସ ରେ…

ରାଜ୍ୟ କ୍ୟାବିନେଟ ବୈଠକରେ ୩୩ ପ୍ରସ୍ତାବକୁ ମୋହର: କେନ୍ଦୁଝରର ୧୪ ଓ ଯାଜପୁରର ୯ଟି ଉଠା ଜଳସେଚନ ପ୍ରକଳ୍ପକୁ ମଂଜୁରୀ

କନକ ବ୍ୟୁରୋ: ଜଳସେଚନ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଆନନ୍ଦପୁର ଲେଫ୍ଟ ମେନ୍ କେନାଲ, ବିଦ୍ୟାଧରପୁର ବ୍ୟାରେଜରୁ ପାଣି ନେଇ ୧୪ଟି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ରାଜ୍ୟ କ୍ୟାବିନେଟ୍ରେ ଏହାକୁ ମଂଜୁରି ମିଳିଛି । ଏହି ଉଠା ଜଳସେଚନ ଜରିଆରେ କେନ୍ଦୁଝର ଜିଲ୍ଲାର ୧୭…

ପେନସନ୍ ପାଇଁ କୋର୍ଟରେ ଦୀର୍ଘ ବର୍ଷର ଲଢେଇ: ସ୍ୱାମୀଙ୍କ ମୃତ୍ୟୁର ୫୨ ବର୍ଷ ପରେ ମିଳିଲା ପେନସନ୍ ଟଙ୍କା

କନକ ବ୍ୟୁରୋ: ସ୍ୱାମୀଙ୍କ ମୃତ୍ୟୁର ୫୨ ବର୍ଷ ପରେ ବୃଦ୍ଧାଙ୍କୁ ମିଳିଲା ପେନସନ । ମହିଳାଙ୍କ ନିକଟରେ ଦୁଃଖ ପ୍ରକାଶ କଲେ ହାଇକୋର୍ଟ । ସ୍ୱାମୀଙ୍କ ପେନସନ ପାଇବାକୁ ବୃଦ୍ଧାଙ୍କ ସଂଘର୍ଷର କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଲଳିତା ମହାନ୍ତି । ବୟସ - ୮୯ ବର୍ଷ । ଘର ବାଲେଶ୍ୱର…

ସଙ୍କଟରେ ଓଡିଆ ସିନେମା: ପ୍ରଯୋଜକଙ୍କ ଅଭିଯୋଗ, ଗୋଡ ଧରିଲେ ବି ମିଳୁନି ହଲ

କନକ ବ୍ୟୁରୋ: ଓଡିଆ ଫିଲ୍ମ ପ୍ରଯୋଜକଙ୍କ ଅନ୍ତରର କଥା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଫିଲ୍ମ କରୁଛନ୍ତି । କିନ୍ତୁ ରିଲିଜି ପାଇଁ ମିଳୁନି ସିନେମା ହଲ । ଓଡିଆ ସିନେମା ମୁକ୍ତି କରିବାକୁ ସଂଘର୍ଷ କରିବାକୁ ପଡୁଛି । ମୁକ୍ତିଲାଭ ପାଇଁ ତାରିଖ ଖୋଜା ଚାଲିଛି । କେବଳ ଜଣେ ନୁହେଁ ଅନେକ ସିନେ…

ବିଜେଡିର ନେତାଗିରି ଟ୍ରେନିଂ: ନୂଆ ଢଙ୍ଗରେ ହେଲା ପ୍ରଶିକ୍ଷଣ, ମୋଟିଭେସନାଲ ସ୍ପିକରଙ୍କ ଟିପ୍ସ

କନକ ବ୍ୟୁରୋ: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମଶାଳାର ଚିତ୍ର । ୨୦୨୪ ନିର୍ବାଚନ ପାଇଁ ଯୁବ, ଛାତ୍ର ଓ ଅନ୍ୟ ଛାମୁଆ ସଂଗଠନକୁ ଏକାଠି କରି ଭୋଟବ୍ୟାଙ୍କ ବଢାଇବାକୁ ରଣନୀତି ପ୍ରସ୍ତୁତ କରୁଛି ଦଳ । ଗାଁକୁ କେମିତି ଯିବେ ନେତା ଏବଂ କେମିତି ଭୋଟରଙ୍କ ନିକଟତର ହେବେ…