Daily Archives

September 23, 2022

ଧାମରା ବନ୍ଦର ଓ ଆରଡି ପୀଠର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ। ବିଭିନ୍ନ ଉନ୍ନୟନ ମୂଳକ କାମର କଲେ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ ଆଜି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ଏବଂ ଆରଡ଼ିଧାମ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା …

ନାମାଙ୍କନ ପୂର୍ବରୁ ଟିକା ଟିପ୍ପଣୀ ମନା। ଦଳୀୟ ନେତାଙ୍କୁ କଂଗ୍ରେସର ଚରମବାଣୀ।

କନକ ବ୍ୟୁରୋ: ଦୀର୍ଘ ୨୨ ବର୍ଷ ପରେ ହେବାକୁ ଯାଉଛି କଂଗ୍ରେସରେ ସଭାପତି ପଦ ପାଇଁ ନିର୍ବାଚନ । ଶନିବାରଠୁ ଆରମ୍ଭ ହେଉଛି ନାମାଙ୍କନ ପ୍ରକ୍ରିୟା । ହେଲେ ଏହା ପୂର୍ବରୁ ଆଶାୟୀ ପ୍ରାର୍ଥୀ ଶଶୀ ଥରୁରଙ୍କୁ ନେଇ ମୁଖପାତ୍ର ଗୌରବ ବଲ୍ଲଭ ଏକ କଡା ମନ୍ତବ୍ୟ ଦେଇଥିଲେ । ଏପରି ଆକ୍ଷେପ ପ୍ରତିଆକ୍ଷେପ…

ରାଜ୍ୟର କ୍ଷମତାଶାଳୀ କ୍ଲବରେ କିଏ ହେବ ସଭାପତି? ଅଫିସର ବନାମ ଅଫିସର ଲଢେଇ ।

କନକ ବ୍ୟୁରୋ: ରାଜ୍ୟର ସବୁଠାରୁ ସମ୍ଭାନ୍ତ କ୍ଲବ ଭୁବନେଶ୍ୱରରେ କ୍ଲବରେ ଶନିବାର ପଡିବ ଭୋଟ । ଗୋଟିଏ ପଟେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଓ ତାଙ୍କ ଟିମ୍ ଲଢୁଥିବାବେଳେ ତାଙ୍କ ବିପକ୍ଷରେ ଅଛନ୍ତି ପୂର୍ବତନ ଆଇଏଏସ…

ପବିତ୍ର ମଦିନା ନଗରୀରେ ବିପୁଳ ପରିମାଣର ସୁନା ଓ ତମ୍ବା ଖଣିର ସନ୍ଧାନ ମିଳିଥିବା ସାଉଦି ଆରବର ଘୋଷଣା

କନକ ବ୍ୟୁରୋ : ପବିତ୍ର ମଦିନା ନଗରୀରେ ବିପୁଳ ପରିମାଣର ସୁନା ଓ ତମ୍ବା ଖଣିର ସନ୍ଧାନ ମିଳିଥିବା ସାଉଦି ଆରବ ଘୋଷଣା କରିଛି । ଟୁଇଟ କରି ସାଉଦି ଜିଓଲୋଜିକାଲ ସର୍ଭେ ଏହି ସୂଚନା ଦେଇଛି । ମଦିନା ଅଂଚଳର ଆବା-ଅଲ-ରାହା ସୀମାରେ ସୁନା ଓ ତମ୍ବା ପଥରର ବଡ ଖଣି ଥିବା ଜଣାପଡିଛି । ସେହିପରି…

ଡରାଉଛି ଡେଙ୍ଗୁ! ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ସଙ୍ଗୀନ।  

କନକ ବ୍ୟୁରୋ: କରୋନା ସଂକ୍ରମଣ ଯେପରି ମାଡ଼ି ଚାଲିଥିଲା, ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ବଢିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଭୁବନେଶ୍ୱରରେ ଅଗଷ୍ଟ ମାସରେ ୭୬୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବରରେ ବର୍ତ୍ତମାନ ସୁଦ୍ଧା ୧…