Daily Archives

September 17, 2022

ଓଡିଆ ଫିଲ୍ମ କରିବେ ସାଉଥ ପ୍ରଯୋଜକ: ଓଡିଆ ସଂସ୍କୃତିକୁ ନେଇ ଚଳଚ୍ଚିତ୍ର ଘୋଷଣା

କନକ ବ୍ୟୁରୋ: ଆସୁଛି ନୂଆ ସିନେମା। ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନାଁରେ ସିନେମାର ନାମକରଣ କରାଯାଇଥିବା ବେଳେ ଆଜି ଏହାର ଅଡିଓ ରେକର୍ଡିଂ କାମ ଆରମ୍ଭ ହୋଇଛି । ଏକ ବଳିଷ୍ଠ ପ୍ରେମ କାହାଣୀକୁ ନେଇ ସିନେମାଟି ଆସୁଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ସିନେମାର ନାଁ ରହିଛି…

ୟୁକ୍ରେନରେ ରୁଷିଆ ସେନାର ନରସଂହାର: ୟୁକ୍ରେନ ରାଷ୍ଟ୍ରପତିଙ୍କ ଦାବି, ଇଜିୟୁମ ସହରରେ ମିଳିଛି ୪୪୦ଜଣଙ୍କ କବର

କନକ ବ୍ୟୁରୋ: ୟୁକ୍ରେନରେ ରୁଷିଆ ସେନାର ନରସଂହାର । ଇଜିୟୁମ ସହରେ ପୁଣି ଦେଖିବାକୁ ମିଳିଛି ବୁଚା ଓ ମାରିୟୁପୋଲ ପରି ନରସଂହାର । ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ଦାବି କରିଛନ୍ତି ଯେ, ଇଜିୟୁମ ସହରରେ ୪୪୦ଜଣଙ୍କ କବର ମିଳିଛି । ଆଉ ଏହି ନରସଂହାର ଘଟାଇଛି ପୁଟିନ ବାହୀନି ।…

କୁନୋ ଜାତୀୟ ଉଦ୍ୟାନକୁ ଆସିଲା ଚିତା: ରାହୁଲଙ୍କ ଟାର୍ଗେଟ ୮ବର୍ଷରେ ୮ଟି ଚିତା ଆଣିଲ, ୮ ବର୍ଷରେ କାହିଁକି ଆସିଲାନି ୧୬…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ସାରା ଦେଶରେ ସେବା ଦିବସ ଭାବେ ପାଳନ କରୁଛି ବିଜେପି । ଏହାକୁ କାଉଂଟର କରି ଆଜି ଜାତୀୟ ବେରୋଜଗାର ଦିବସ ଭାବେ ପାଳନ କରିଛି କଂଗ୍ରେସ । ଦେଶରେ ବେକାରୀ ସମସ୍ୟା କିପରି ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି, ଦର୍ଶାଇଛି ଦଳ ।…

ଠକ ସୁକେଶଙ୍କୁ ବିବାହ କରିବାକୁ ଚାହୁଁଥିଲେ ଜ୍ୟାକଲିନ୍: ସାମ୍ନାକୁ ଆସୁଛି ଠକର ନୂଆ ନୂଆ ଗ୍ଲାମର ଲିଙ୍କ୍

କନକ ବ୍ୟୁରୋ: ସୁକେଶଙ୍କୁ ବିବାହ କରିବାକୁ ଚାହୁଁଥିଲେ ଜ୍ୟାକଲିନ୍ ପର୍ଣ୍ଣାଡିସ୍ । ଠକକୁ ମନର ରାଜକୁମାର ଭାବୁଥିଲେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ । ୨୧୫ କୋଟି ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖର ଓ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ପର୍ଣ୍ଣାଡିସ୍ଙ୍କୁ ନେଇ…

ସାମ୍ନାକୁ ଆସିଲା ଚୀନର ଆତଙ୍କବାଦ ପ୍ରୀତି: ସାଜିଦ ମୀରକୁ ବ୍ଲାକ ଲିଷ୍ଟ କରାଇବା ପ୍ରସ୍ତାବକୁ ଜାତିସଂଘରେ ଅଟକାଇଲା…

କନକ ବ୍ୟୁରୋ: ଆତଙ୍କବାଦୀ ସାଜିଦ ମୀରକୁ କଳାତାଲିକା ଭୁକ୍ତ କରିବାକୁ ଆମେରିକା ଜାତିସଂଘରେ ପ୍ରସ୍ତାବ ରଖିଥିଲା । ଆମେରିକା ସମେତ ଭାରତ ଓ ଏକାଧିକ ରାଷ୍ଟ୍ର ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ହେଲେ ଚାଇନା ଏହି ପ୍ରସ୍ତାବକୁ ବିରୋଧ କରିଛି । ଚାଇନା ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ…

ଆପ୍ ବିଧାୟକ ଆମନତୁଲ୍ଲାହ ଖାନଙ୍କ ସହଯୋଗୀ ଗିରଫ: ବିଧାୟକଙ୍କ ସମର୍ଥନରେ ବାହାରିଲା ଆପ୍

କନକ ବ୍ୟୁରୋ: ଘରେ ବେଆଇନ୍ ଅସ୍ତ୍ରଶସ୍ତ୍ର ଓ ନଗଦ ଟଙ୍କା ମିଳିବା ଘଟଣାରେ ଗିରଫ ହୋଇଛନ୍ତି ଦିଲ୍ଲୀ ଆମ୍ ଆଦମୀ ପାର୍ଟି ବିଧାୟକ ଆମନତୁଲ୍ଲାହ ଖାନ୍ । ଆଜି ତାଙ୍କ ଘନିଷ୍ଠ ସହଯୋଗୀ ତଥା ବିଜନେସ୍ ପାର୍ଟନର ହାମିଦଙ୍କୁ ମଧ୍ୟ ଗିରଫ କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସର ଦୁର୍ନୀତି ନିବାରଣ…