Daily Archives

September 16, 2022

ଏସସିଓ ସମ୍ମିଳନୀରୁ ଆସିଲା ଭାରତ-ଚୀନ୍ ତିକ୍ତ ସମ୍ପର୍କର ଚିତ୍ର । ପାଖାପାଖି ଛିଡା ହେଲେ କିନ୍ତୁ ମୁହଁକୁ ଅନେଇଲେନି…

କନକ ବ୍ୟୁରୋ: ଉଜବେକିସ୍ତାନର ଏସସିଓ ମଞ୍ଚରୁ ଭାରତ-ଚୀନ୍ ତିକ୍ତ ସମ୍ପର୍କର ପ୍ରମାଣ ସାମ୍ନାକୁ ଆସିଛି । ସମ୍ମିଳନୀରେ ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ସାମିଲ ହୋଇଛନ୍ତି । ଯୋଗଦେଇଥିବା ସବୁ ନେତାମାନେ ଫଟୋସୁଟ ବେଳେ ପାଖାପାଖି ଛିଡ଼ା ହୋଇଥିଲେ ମୋଦୀ ଓ ଜିନପିଙ୍ଗ ।…

ଝାରସୁଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା । ୪ ଜଣ ମୃତ, ୨୦ରୁ ଅଧିକ ଯାତ୍ରୀ ଆହତ

କନକ ବ୍ୟୁରୋ: ଝାରସୁଗୁଡ଼ା ବାଇପାସ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବିଜୁ ଏକ୍ସପ୍ରେସ୍…

ଦମ୍ ଦେଖାଇଲା ବାୟୁସେନାର ସୂର୍ଯ୍ୟକିରଣ । ଚମକି ଉଠିଲା ରାଜଧାନୀର ଆକାଶ

କନକ ବ୍ୟୁରୋ: ରାଜଧାନୀର ଆକାଶରେ ଦମ୍ ଦେଖାଇଲା ସୂର୍ଯ୍ୟକିରଣ ଟିମ୍ । ଦୁଃସାହସିକ କଳା କୌଶଳ ପ୍ରଦର୍ଶନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି ବାୟୁସେନାର ଟିମ୍ । ଏହାକୁ ଦେଖିବାକୁ କୁଆଖାଇ ବାଲିଯାତ୍ରା ପଡ଼ିଆ ଓ ଆଖପାଖରେ ହଜାର ହଜାର ଲୋକ ଜମା ହୋଇଥିଲେ । ଦମ୍ ଦେଖାଇଲା ବାୟୁସେନାର…

ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ଅନୁଭବଙ୍କ ଟୁଇଟ୍ । ପଚାରିଲେ, ଅଡିଓ କ୍ଲିପର ସ୍ୱର କାହାର ସ୍ପଷ୍ଟ କର ।

କନକ ବ୍ୟୁରୋ: ପରିବାର ଅଦାଲତରେ ହାଜର ହେବାର ଦିନକ ପରେ ଏକ ଅଡିଓ କ୍ଲିପକୁ ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରଶ୍ନ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଟୁଇଟରରେ ଅଡିଓ ପୋଷ୍ଟ କରିବା ସହ ପ୍ରଶ୍ନ କରିଛନ୍ତି । ଆଉ ପଚାରିଛନ୍ତି, ଏହି ଅଡିଓ କ୍ଲିପରେ କଥା ହେଉଥିବା ଦୁଇ ଜଣ କିଏ? ଅଡିଓ…

ଅନ୍ଧାର ଭିତରକୁ ଚାଲିଗଲା ୟୁକ୍ରେନ ଫେରନ୍ତା ମେଡିକାଲ୍ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । କେନ୍ଦ୍ର କହିଲା ଭାରତରେ ପଢ଼ାଇବା…

କନକ ବ୍ୟୁରୋ: ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସମସ୍ୟା ବଢ଼ିଛି । ସେମାନଙ୍କୁ ଭାରତରେ ପଢ଼ିବାକୁ ମିଳିବନି ସୁଯୋଗ । ଏକଥା କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର କହିଛନ୍ତି, ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଙ୍କୁ…

କିଶୋର ଭାଇନା ମଟନ ଦୋକାନରେ ଚାଲିଲା ବୁଲଡୋଜର । ବିଏମସି କମିସନର କହିଲେ, ନିୟମ ଭାଙ୍ଗିଲେ ନିଆଯିବ ଆକ୍ସନ

କନକ ବ୍ୟୁରୋ: ବୁଲଡୋଜର ଚାଲିଲା ଆଉ ମାଟିରେ ମିଶିଲା ମଟନ ପାଇଁ ଚର୍ଚ୍ଚା ସାଉଁଟିଥିବା କିଶୋଇ ଭାଇନାଙ୍କ ହୋଟେଲ । ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି ନେଇ ବିଏମସିର କାର୍ଯ୍ୟାନୁଷ୍ଠାନ । ଜନସାଧାରଣଙ୍କ ଅଭିଯୋଗ ଆଧାରରେ ଉଚ୍ଛେଦ ନେଇ ଏପରି କାର୍ଯ୍ୟାନୁଷ୍ଠାନ କରାଯାଇଥିବା କହିଛନ୍ତି ବିଏମସି…