Monthly Archives

August 2022

ଜାତି ନୁହେଁ ଧର୍ମ ଆଧାରରେ ମିଳିବ କି ସଂରକ୍ଷଣ ? କେନ୍ଦ୍ର ଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ ।

କନକ ବ୍ୟୁରୋ: ଦଳିତ ଖ୍ରୀଷ୍ଟିଆନ ମାନଙ୍କୁ ଅନୁସୂଚିତ ଜାତି କ୍ୟାଟେଗୋରିରେ ଅନ୍ତର୍ଭୁକ୍ତ କରାଯିବ କି ନାହିଁ, ଏନେଇ ମୋଦୀ ସରକାରଙ୍କ ଠାରୁ ଉତ୍ତର ମାଗିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୩ ସପ୍ତାହ ମଧ୍ୟରେ ଜବାବ ରଖିବେ କେନ୍ଦ୍ର ସରକାର । ସିପିଆଇଏଲ ନାମକ ଏକ ଏନଜିଓ ୨୦୦୪ରେ ପ୍ରଥମେ ଏହି…

ସାରା ଦେଶରେ ଧୁମଧାମରେ ପାଳନ କରାଯାଉଛି ବିଘ୍ନବିନାଶକ ଗଣେଷଙ୍କ ପୂଜା । ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି…

କନକ ବ୍ୟୁରୋ :  ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ଆରାଧନା । ଏଥିପାଇଁ ସାରା ଦେଶରେ ଦେଖିବାକୁ ମିଳିଛି ଉତ୍ସାହ । ଦୁଇବର୍ଷ ପରେ ମହାଆଡମ୍ବରରେ ପାଳନ ହେଉଛି ଗଣେଶ ପୂଜା । ସିଦ୍ଧି ଓ ବୁଦ୍ଧିର ଦେବତାଙ୍କ ଆବାହନ ପାଇଁ ସାରା ଦେଶ ଚଳଚଂଚଳ । ପ୍ରତିଟି ଗଳିକନ୍ଦିରେ ପାର୍ବତୀନନ୍ଦନଙ୍କୁ ଅପେକ୍ଷା…

ଅଡୁଆରେ ବିଜେପି ନେତ୍ରୀ । ସହାୟିକାଙ୍କୁ ଦେଉଥିଲେ ନିର୍ଯ୍ୟାତନା, ଦଳରୁ ନିଲମ୍ବନ ପରେ ହେଲେ ଗିରଫ

କନକ ବ୍ୟୁରୋ : ଇଏ ହେଉଛନ୍ତି ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଦୀପକ ପ୍ର୍ରକାଶଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ସୀମା ପାତ୍ର । ବର୍ତମାନ ୟାଙ୍କୁ ନେଇ ଉଠୁଛି ପଡୁଛି ଝାଡ଼ଖଣ୍ଡ ପ୍ରଦେଶ ବିଜେପି । କିଛି ଭଲ କାମ ପାଇଁ ନୁହେଁ ବରଂ ଶଦ୍ଧରେ ପ୍ରକାଶ କରି ହେଉନଥିବା ଅମାନୀବୀୟ କାଣ୍ଡ ପାଇଁ…

ନବରଙ୍ଗପୁରରେ ଭୂତ ନାଁରେ ଉଠିଛି ଭତ୍ତା ଟଙ୍କା! ଚଞ୍ଚକତା କରି ବିଭାଗୀୟ ଅଧିକାରୀ ସରକାରୀ ଅର୍ଥ ଡହପ କରୁଥିବା ଅଭିଯୋଗ।

କନକ ବ୍ୟୁରୋ: ଚାଉଳ ଓ ଭତା ବଣ୍ଟନରେ ବ୍ୟାପକ ଦୁର୍ନୀତି । ମୃତ ବ୍ୟକ୍ତିଙ୍କ ନାଁରେ ମାସ ମାସ ଧରି ଉଠିଛି ପିଡିଏସ ସାମଗ୍ରୀ ଓ ଭତ୍ତା ଟଙ୍କା । ବର୍ଷ ବର୍ଷ ଧରି ମୃତକ ମାନଙ୍କ ନାଁରେ ଉଠାଯାଉଛି ପେନସନ ଓ ଚାଉଳ । ନବରଙ୍ଗପୁର ଜିଲ୍ଲାରେ ଭୁତ ହିତାଧିକାରୀଙ୍କ  ତାଲିକା ଲମ୍ବି ଚାଲିଛି ।…

ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା । ୧୧ ଶହରୁ ଉର୍ଦ୍ଧ ଲୋକଙ୍କ ପ୍ରାଣହାନୀ

କନକ ବ୍ୟୁରୋ :  ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା ଗମ୍ଭୀର ରୂପ ଧାରଣ କରିଛି । ଗତ କିଛି ଦିନ ଲଗାଣ ବର୍ଷା ଫଳରେ ଦେଶର ବିଭିନ୍ନ ଅଂଚଳରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ରାସ୍ତା ଘାଟ ଘର ଦ୍ୱାର ସବୁଆଡେ ପାଣି ବୁଡି ରହିଛି । ଲୋକେ ଅଂଟାଏ ଉଚ୍ଚର ପାଣିରେ ପଶି ଯା-ଆସ କରୁଥିବା ବେଳେ…

ଦୁର୍ଘଟଣା ପରେ ବଦଳି ଯାଇଛି ମେଧାବୀ ଛାତ୍ରଙ୍କ ଜୀବନ। ବିଛଣାରେ ପଡିପଡି ମଉଳି ଗଲାଣି ବାଲେଶ୍ୱରର ବିଜୟ କୁମାରଙ୍କ…

କନକ ବ୍ୟୁରୋ: ଜୀବନ ଏକ ସଂଗ୍ରାମ । ଆଉ ଯେତେବେଳେ ଏହି ସଂଗ୍ରାମରେ ଜଣେ ଛାତ୍ର ଅସହାୟ ହୋଇପଡନ୍ତି, ଲଢେଇ କରିବାର ଶକ୍ତି ହରାଇବସନ୍ତି ସେତେବେଳେ ସେ ନିଜ ଜୀବନ ହାରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ମାଗନ୍ତି । ସେମିତି…