Daily Archives

August 29, 2022

ଥାନାରେ ହାଜର ହେଲେ ଅଭିନେତା ରଣବୀର ସିଂ। ମୁମ୍ବାଇ ପୋଲିସ ନିକଟରେ ନିଜ କଲେ ବୟାନ୍ ରେକର୍ଡ।

କନକ ବ୍ୟୁରୋ: ଥାନାରେ ହାଜର ହେଲେ ଅଭିନେତା ରଣବୀର ସିଂ । ନ୍ୟୁଡ୍ ଫଟୋ ସୁଟ୍ ମାମଲାରେ ଛନ୍ଦି ହୋଇପଡିଥିବା ବଲିଉଡ୍ ଅଭିନେତା ରଣବୀର ସିଂ ଆଜି ମୁମ୍ବାଇ ପୋଲିସ ନିକଟରେ ନିଜ ବୟାନ୍ ରେକର୍ଡ କରିଛନ୍ତି । ସୋମବାର ସକାଳ ୭ଟାରେ ଚେମ୍ବୁର ପୋଲିସ ଷ୍ଟେସନ ପହଞ୍ଚି ବୟାନ୍ ରଖିଛନ୍ତି ରଣବୀର । ଯଦି…

ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା। ହଜାରରୁ ଉର୍ଦ୍ଧ ଲୋକଙ୍କ ପ୍ରାଣହାନୀ।

କନକ ବ୍ୟୁରୋ: ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା ଗମ୍ଭୀର ରୂପ ଧାରଣ କରିଛି । ଗତ କିଛି ଦିନ ଲଗାଣ ବର୍ଷା ଫଳରେ ଦେଶର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ରାସ୍ତାଘାଟ ଘର ଦ୍ୱାରା ସବୁଆଡେ ପାଣି ବୁଡି ରହିଛି । ଲୋକେ ଅଣ୍ଟାଏ ଉଚ୍ଚର ପାଣିରେ ପଶି ଯା-ଆସ କରୁଥିବା ବେଳେ…

ରାଜଧାନୀରେ ମରିଗଲା ମାନବିକତା: ସତ୍କାର ପାଇଁ ଝିଅର ଶବ ନେଇ ଯାଉଥିଲା ବାପା, ପିଲା ଚୋର କହି ପ୍ରବଳ ପିଟିଲେ ଲୋକେ

କନକ ବ୍ୟୁରୋ: ମଣିଷ କେତେ ହୃଦୟହୀନ ହୋଇପାରେ, ନିଜ ସୀମାକୁ ଟପି ଯାଇପାରେ ତାହା ଦେଖିବାକୁ ମିଳିଛି ଖଣ୍ଡଗିରି ଥାନା ଅଂଚଳରେ । ନିଜ ଝିଅର ମୃତ୍ୟୁ ହୋଇଯିବା ପରେ ଅସହାୟ ବାପା ଜଣଙ୍କ ଯେତେବେଳେ କୌଣସି ଉପାୟ ନପାଇ ତାକୁ ଏକ ବ୍ୟାଗରେ ପୂରାଇ ପୋତିବାକୁ ନେଉଛି, ସେତିକିବେଳେ ଲୋକମାନେ ପିଲା…

ଆମ ଆଦମୀ ପାର୍ଟି ବନାମ ବିଜେପି। ବିଧାନସଭାରେ ଫ୍ଲୋର ଟେଷ୍ଟ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

କନକ ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ଅଭିଯୋଗ ଘେରରେ ରହିଛି ଆମ ଆଦମୀ ପାର୍ଟି । ସିବିଆଇ ସ୍କାନରରେ ଆପର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମେତ ଆପର ଅନେକ ନେତା ମଧ୍ୟ ରହିଛନ୍ତି । ଏହି ଘଟଣାକ୍ରମରେ ଏବେ ମୁହାଁମୁହିଁ ହେଉଛନ୍ତି ଆପ ଓ ବିଜେପି । ବିଜେପି କହୁଛି ଦିଲ୍ଲୀ ସରକାର…

ପୁଣି ମୁହଁ ଖୋଲିଲେ ଗୁଲାମ ନବୀ ଆଜାଦ। କହିଲେ ରାହୁଲ ଜଣେ ଭଲ ବ୍ୟକ୍ତି କିନ୍ତୁ ରାଜନୀତି ନାହିଁ ସ୍ୱଭାବଗତ ଦକ୍ଷତା।

କନକ ବ୍ୟୁରୋ: ଦୀର୍ଘବର୍ଷ ଧରି କଂଗ୍ରେସର ଜଣେ ସଚ୍ଛୋଟ ନେତା ଭାବେ ରହି ଆସିଥିଲେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । କିଛି ଦିନ ପୂର୍ବରୁ ବିଭିନ୍ନ କାରଣ ନେଇ ସେ ହାତକୁ ଛାଡିଛନ୍ତି । ଏବେ ଦଳ ବିଷୟରେ ଏଭଳି କିଛି ବୟାନ ଦେଇ ପୁଣି ଚର୍ଚ୍ଚାରେ କଂଗ୍ରେସର ଏହି ପୂର୍ବତନ ନେତା । ଗଣମାଧ୍ୟମକୁ…