Daily Archives

August 21, 2022

ସନ୍ଦେହରେ ସଫ୍ଟୱେର ଇଞ୍ଜିନିୟରଙ୍କ ଆତ୍ମହତ୍ୟା: ପ୍ରାଥମିକ ତଦନ୍ତରୁ ପ୍ରେମଜନିତ କାରଣ ସନ୍ଦେହ, ଡାଏରୀ ଜବତ କଲା ପୁଲିସ

କନକ ବ୍ୟୁରୋ: ଆତ୍ମହତ୍ୟାର ଅନେକ ଖବର ଏବେ ଆପଣ ଓଡିଶାରେ ଦେଖୁଥିବେ । ମହିଳାଙ୍କ କ୍ଷେତ୍ରରେ ଏହି ଆତ୍ମହତ୍ୟା ବଢି ବଢି ଚାଲିଛି । ରଶ୍ମିରେଖାଙ୍କ ଆତ୍ମହତ୍ୟାର ଘଟଣା ମଧ୍ୟ ଖବରର ଶିରୋନାମା ପାଲଟିଥିଲା, ଏହି ସମୟରେ ରାଜଧାନୀରେ ଆଉ ଜଣେ ମହିଳା ଇଂଜିନିୟରଙ୍କ ଆତ୍ମହତ୍ୟା ଚାଂଚଲ୍ୟ ସୃଷ୍ଟି…

ମହାନଦୀରେ ବଡ଼ ବନ୍ୟା ଆସିବା ପରେ ପ୍ରଭାବିତ ଚାଷୀକୂଳ: ପରିବା ଦର ଆକାଶ ଛୁଆଁ, ୫୦୦ ଟଙ୍କାରେ ପୁରୁନି ବ୍ୟାଗ

କନକ ବ୍ୟୁରୋ: ମହାନଦୀରେ ବଡ଼ ବନ୍ୟା ପରେ ପ୍ରଭାବିତ ହୋଇଛନ୍ତି ବାଙ୍କି ଅଂଚଳର ଚାଷୀ କୂଳ । ହଜାର ହଜାର ହେକ୍ଟର ଚାଷ ଜମିରେ ପ୍ରବାହିତ ହେଉଛି ବନ୍ୟାପାଣି । ଏହାର ସିଧାସଳଖ ପ୍ରଭାବ ପରିବା ବଜାର ଉପରେ ପଡ଼ିଛି । ୫୦ ଟଙ୍କା ଉପରେ ରହିଛି ସବୁ ପରିବାର ଦର । ପୋଟଳ, ଝୁଡ଼ଙ୍ଗ, କଲରା, ବାଇଗଣର…

ଆଗକୁ ଆସୁଛି ପାର୍ବଣର ଋତୁ: ଏବେଠୁ ମୂର୍ତି ଗଢିବାରେ ବ୍ୟସ୍ତ କାରିଗର

କନକ ବ୍ୟୁରୋ: ଆଗକୁ ଆସୁଛି ଗଣେଷ ପୂଜା । ଏଥିପାଇଁ ବିଘ୍ନରାଜ ଗଜାନନଙ୍କ ମୃଣୟୀ ମୂର୍ତି ପ୍ରସ୍ତୁତ କରୁଛନ୍ତି କାରିଗର । ତେବେ ନିମାପଡ଼ା ଅଂଚଳରେ ଜଣେ ଯୁବକ ଗ୍ରାଜୁଏସନ୍ ପାସ କରିବା ପରେ ମାଟି ମୂର୍ତି ବ୍ୟବସାୟ କରି ସ୍ୱାବଲମ୍ବୀ ହୋଇଛନ୍ତି । ନିମାପଡ଼ା ଅଂଚଳରେ ଥିବା ଝାମ୍ପୁଲାକୁଦ ଠାରେ…

ବନ୍ୟା ପାଣି ପଶିଯିବାରୁ ନଷ୍ଟ ହୋଇଗଲା ପାନ ବରଜ: ମୂଳ ପଚିଯିବାରୁ ଚାଷୀ ମୁଣ୍ଡରେ ଚଡକ

କନକ ବ୍ୟୁରୋ: ବର୍ତମାନ ସ୍ଥିତିରେ ଚାଷ କରିବାକୁ ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି । କମ୍ପାନୀ ଅଣ୍ଡରରେ କାମ କରିବା ଅପେକ୍ଷା ନିଜସ୍ୱ ଉଦ୍ୟମରେ କାମ କରୁଛନ୍ତି ଅଧିକାଂଶ ଲୋକ । କିନ୍ତୁ ପ୍ରାକୃତିକ ବିପର୍ଯୟ ବନ୍ୟା, ବାତ୍ୟା ଭଳି ଦୈବି ଦୁର୍ବିପାକ ଚାଷୀଙ୍କୁ ଅଧିକାଂଶ ସମୟରେ ଅସୁବିଧାରେ…

କଦଳୀ ଚାଷରୁ ଲକ୍ଷପତି: ଜୈବିକ ପଦ୍ଧତିରେ ଚାଷ କରି ଲାଭବାନ ହୋଇଛନ୍ତି ନିଆଳିର ନାରାୟଣ ସ୍ୱାଇଁ

କନକ ବ୍ୟୁରୋ: କଦଳୀ ଚାଷରୁ ଲକ୍ଷପତି । କଦଳୀ ଏକ ଅର୍ଥକାରୀ ଫସଲ ହୋଇଥିବା ବେଳେ ନିଆଳି ସଡ଼ାଂଶ ପଂଚାୟତ କଂଟିଶାଳ ଗାଁର ନାରାୟଣ ସ୍ୱାଇଁ ଏହି ଚାଷକୁ ଆପଣାଇଛନ୍ତି । ନିଜସ୍ୱ ଉଦ୍ୟମରେ ସମ୍ପୁର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ କରିଛନ୍ତି ନାରାୟଣ । ଏକ ଏକ ଜମିରେ କଦଳୀ ଚାଷ କରି ବାର୍ଷିକ ଲକ୍ଷାଧିକ…