Daily Archives

August 2, 2022

ଟଙ୍କା ପାଇଁ ମାନବିକତା ଭୁଲିଗଲେ ରାଜସ୍ୱ ନିରୀକ୍ଷକ। ଛୁଆର ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ ନେଇ ଧରାପଡିଲେ ଆର.ଆଇ।

କନକ ବ୍ୟୁରୋ: ମାନବିକତା ହରାଇଲେ ରାଜସ୍ୱ ନୀରିକ୍ଷକ । ସାଢେ ତିନି ବର୍ଷ ଶିଶୁର ମୃତ୍ୟୁ ପ୍ରମାଣପତ୍ର ଦେବାକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ । ବାଲେଶ୍ୱର ସଦର ବ୍ଲକ ବଇଁଚା ଆରଆଇ ସର୍କଲର ରାଜସ୍ୱ ନିରୀକ୍ଷକ ଡଲି ସେଠି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ତାଇୱାନ ଗସ୍ତରେ ନାନ୍ସି ପେଲୋସି। ଆମେରିକା-ଚାଇନା ମୁହାଁମୁହିଁ ।

କନକ ବ୍ୟୁରୋ: ଆମେରିକାର ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତରେ ପହଞ୍ଚିଛନ୍ତି । ହ୍ୱାଇଟହାଉସ କହିଛି, ତାଇୱାନ ଗସ୍ତ କରିବା ଅଧିକାର ପେଲୋସିଙ୍କ ରହିଛି । ଏହାକୁ ନେଇ ଚୀନ-ଆମେରିକା ମୁହାଁମୁହିଁ ହୋଇଛନ୍ତି । ଚୀନ କହିଛି, ଆମେରିକା ଭୁଲ ରାସ୍ତାରେ ଗଲେ ଏହାର କଡା ଜବାବ ଦିଆଯିବ…

ଲାଂଚ ପାଇଁ ଡିଇଓଙ୍କ ରାକେଟ: ତଳିଆ କର୍ମଚାରୀଙ୍କୁ ସଜାଇଥିଲେ ମାଧ୍ୟମ

କନକ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଳା ଶିକ୍ଷାଧିକାରୀ ସଞ୍ଜିବ ସିଂ ଲାଂଚ ନେଉଥିବା ଧରାପଡିବା ପରେ ଏବେ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଗୁମର । ବାବୁ ଜଣଙ୍କ ଲାଂଚ ନେବାକୁ ତୃତୀୟ ଓ ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କୁ ଆଣି ଏକ ର୍ୟାକେଟ ସୃଷ୍ଟି କରିଥିଲେ । ଆଉ ସେମାନଙ୍କ ଦ୍ୱାରା…

ଶାରଳା ସୂତାକଳର ପୁନରୁଦ୍ଧାର ପାଇଁ ପଦଯାତ୍ରା: ସୂତାକଳ ସମ୍ମୁଖରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଯାଏଁ…

କନକ ବ୍ୟୁରୋ: ଜଗତସିଂହପୁର ତିର୍ତୋଲଠାରେ ବନ୍ଦ ହୋଇ ପଡିଥିବା ସାରଳା ସୂତାକଳର ପୁନରୁଦ୍ଧାର ପାଇଁ ପଦଯାତ୍ରା । ସୂତାକଳ ସମ୍ମୁଖରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଯାଏଁ ପଦଯାତ୍ରା କରିଛି କଂଗ୍ରେସ । କଂଗ୍ରେସ ନେତା ଓ କର୍ମୀଙ୍କ ସମେତ ସାଧାରଣ ଲୋକ ମଧ୍ୟ ଏହି ପଦଯାତ୍ରାରେ ସାମିଲ…

ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତ୍ତୋଳନରେ ବିକାଶ ଠାକୁରଙ୍କୁ ରୌପ୍ୟ । 

କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଭାରତ୍ତୋଳନେର ଆଉ ଗୋଟିଏ ସଫଳତା ପାଇଛି । ୯୬ କିଲୋ ଭାରତ୍ତୋଳନରେ ବିକାଶ ଠାକୁରଙ୍କୁ ରୌପ୍ୟ ପଦକ ମିଳିଛି । ୩୪୬ କେଜି ଭାର ଉଠାଇ ସେ ଦେଶ ପାଇଁ ପଦକ ହାସଲ କରିଛନ୍ତି । ସ୍ନାଚରେ ସେ ୧୫୫ କିଲୋ ଭାର ଉଠାଇଥିବା ବେଳେ କ୍ଲିନ ଆଣ୍ଡ ଜର୍କରେ ୧୯୧…

ହାତୀ କଙ୍କାଳ ପରୀକ୍ଷଣ ପାଇଁ ଆସିଲା କିଟ୍: ହାଡରୁ ଡିଏନଏ ଚିହ୍ନିବ ଆମେରିକା କିଟ୍

କନକ ବ୍ୟୁରୋ: କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଦନ୍ତା ଶିକାର ବଢିଛି । କେଉଁଠି ମାଟି ତଳୁ ହାତୀର କଙ୍କାଳ ହେଲାଣି, ପୁଣି କେଉଁ ବନଖଣ୍ଡରୁ ଅଧାପୋଡା ହାତୀ କଙ୍କାଳ ମିଳିଛି । ବନବିଭାଗ ଜବତ କରିଥିବା ହାତୀର କଙ୍କାଳକୁ ଓୟୁଏଟିରେ ଆଣି ଯାଂଚ କରି ମୃତ୍ୟୁର କାରଣ…