Daily Archives

August 23, 2022

ଚିନ୍ତା ବଢାଇଲାଣି ଆଉ ଏକ ଘୂର୍ଣ୍ଣିବଳୟ। ଆସନ୍ତାକାଲି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବନୁମାନ।

କନକ ବ୍ୟୁରୋ: ଭୟ ବଢାଇଲାଣି ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତାକାଲି ପାଇଁ ୪ ଜିଲ୍ଲାରେ ପୁଣି ଲଗାଣ ବର୍ଷା ନେଇ ସତର୍କ କରାଇ ଦେଇଛି ପାଣିପାଗ ବିଭାଗ । ଏନେଇ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟାରେ ଏହି ୪…

୬ରାଜ୍ୟରେ ଲଗାଣବର୍ଷା ସାଙ୍ଗକୁ ବନ୍ୟା ବିତ୍ପାତ। ମଧ୍ୟପ୍ରଦେଶ, ଗୁଜରାଟ ଓ ରାଜସ୍ଥାନରେ ସ୍ଥିତି ସଙ୍ଗୀନ। 

କନକ ବ୍ୟୁରୋ: ୮ରାଜ୍ୟରେ ତାଣ୍ଡବ କରୁଛି ବନ୍ୟା । ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ସମେତ ୮ ରାଜ୍ୟରେ ଲଗାଣବର୍ଷା ପରେ ଏବେ ବନ୍ୟାବିଭିଷୀକା ଦେଖିବାକୁ ମିଳିଛି । ଏଠାକାର ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଗାଁଗଣ୍ଡାଠୁ ନେଇ ସହରରେ ଏବେ ବନ୍ୟା ଘେର ଭିତରେ ରହିଛି । ମଧ୍ୟପ୍ରଦେଶର ୨୭…

ରାମଦେବଙ୍କୁ ପ୍ରଧାନ ବିଚାରପତିଙ୍କ ପ୍ରଶ୍ନ: କ’ଣ ଗ୍ୟାରେଣ୍ଟି ଆପଣଙ୍କ ଚିକିତ୍ସା ଠିକ୍?

କନକ ବ୍ୟୁରୋ: ଏଲୋପାଥି ଚିକିତ୍ସାଠୁ ଭଲ ଆର୍ୟେବଦ ଚିକିତ୍ସା । କରୋନା ହେଉ ଅବା ଅନ୍ୟ ସମୟରେ ଏଲୋପାଥି ଚିକିତ୍ସାକୁ ନେଇ ମନ୍ତବ୍ୟ ଦେଇଥାନ୍ତି ଯୋଗଗୁରୁ ରାମଦେବ । ଏବେ କୋର୍ଟରେ ଏହି ମାମଲା ପହଂଚିବା ପରେ ସୁପ୍ରିମକୋର୍ଟ ତାଙ୍କୁ କଡା ସମାଲୋଚନା କରିଛନ୍ତି । ଏଲୋପାଥି ଚିକିତ୍ସା ଅପେକ୍ଷା…

ରୁଷ ଯିବେ ଭାରତର ଏନଆଇଏ ଓ ଆଇବି ଟିମ। ରୁଷରୁ ଗିରଫ ଇସଲାମିକ ଷ୍ଟେଟ ଆତଙ୍କବାଦୀଙ୍କୁ କରାଯିବ ଜେରା।

କନକ ବ୍ୟୁରୋ: ଭାରତରେ ଆତ୍ମଘାତୀ ଆକ୍ରମଣ କରିବାକୁ ଯୋଜନା କରି ରୁଷରେ ଆଇଏସ ଆତଙ୍କୀ ଧରାପଡିବା ପରେ ହଇଚଇ ସୃଷ୍ଟି ହୋଇଛି । ଏହି ଗିରଫ ଆଇଏସ ଆତଙ୍କୀର ଭାରତ ଲିଙ୍କ ବିଷୟରେ ଅଧିକ ଖୋଲତାଡ କରିବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ, ଡୋମେଷ୍ଟିକ ଇଣ୍ଟରନ୍ୟାସନାଲ ସିକ୍ୟୁରିଟି ଓ ଆଇବିର ଟିମ…

‘ଆପ’ ଟାର୍ଗେଟରେ ବୈଜୟନ୍ତ ପଣ୍ଡା: ବିଜେପିକୁ ଗଲେ ନେତାଙ୍କ କେସ ଡାଏରୀ ବନ୍ଦ !

କନକ ବ୍ୟୁରୋ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ । ଆଉ ଏହାପରେ ଆରମ୍ଭ ହୋଇଯାଇଛି ଆପ୍ ଓ ବିଜେପି ମଧ୍ୟରେ ବିବାଦ । ବିଜେପି କିଭଳି ବିରୋଧୀଙ୍କ ମୁହଁ ଚୁପ୍ କରୁଛିି ତାର ଉଦାହରଣ ଦେବାକୁ ଯାଇ ଆମ୍ ଆଦମୀ ପାର୍ଟି ଅନେକ ଗୁମର ଖୋଲିଛି । ଯେଉଁଥିରେ ଦିଲ୍ଲୀ…