Daily Archives

August 18, 2022

ଓଡିଶା କ୍ୟାଡର ଆଇଏଏସ ରାଜେଶ ବର୍ମା, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଚିବ ନିଯୁକ୍ତ ।

କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଚିବ ନିଯୁକ୍ତ ହେଲେ ରାଜେଶ ବର୍ମା । ୧୯୮୭ ବ୍ୟାଚ ଆଇଏଏସ ହେଉଛନ୍ତି ରାଜେଶ ବର୍ମା । କ୍ୟାବିନେଟ ନିଯୁକ୍ତି କମିଟି ରାଜେଶଙ୍କ ନିଯୁକ୍ତିଙ୍କୁ ମଞ୍ଜୁରୀ ଦେଇଛନ୍ତି । ବର୍ତ୍ତମାନ ରାଜେଶ ବର୍ମା କେନ୍ଦ୍ର କର୍ପୋରେଟ ବ୍ୟାପର ବିଭାଗର ସଚିବ…

ପାଣି ଖସୁଛି ହେଲେ ବଢୁଛି ଦୁର୍ଦ୍ଦଶା। ପରିବା କ୍ଷେତରେ ବେକ ଉଚ୍ଚର ବନ୍ୟା ପାଣି। 

କନକ ବ୍ୟୁରୋ: କମୁଛି ପାଣି ବଡୁଛି ଚାଷୀ ଙ୍କ ଦୁର୍ଦ୍ଦଶା, ଚାଷୀ ହତାଶ,  ପନିପରିବା  କିଆରିରେ ଆଣ୍ଠୁଏ ପାଣି  ।  ପାଟକୁରା, ବାଙ୍କୀ, ଆଠଗଡ, କେନ୍ଦ୍ରାପଡାର ପରିବା କ୍ଷେତରେ ବେକ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଛି । ଆଉ ଚାଷୀ ପାଣିରେ ବୁଡି ପଚିଯାଇଥିବା ପରିବାକୁ ଦେଖାଉଛି । ଆଉ ଚାଷୀ…

ରାଜଧାନୀରେ ଚାଞ୍ଚଲ୍ୟ। ମଧୂସୁଧନନଗର ଅଞ୍ଚଳରେ ୫୨ ବର୍ଷୀୟ ମହିଳାଙ୍କୁ କିରୋସିନ ଢାଳି ହତ୍ୟା ସନ୍ଦେହ।

କନକ ବ୍ୟୁରୋ: ଭୁବନେଶ୍ୱର ଖାରବେଳନଗର ଥାନା ଅନ୍ତର୍ଗତ ମଧୂସୂଦନ ନଗର ଅଞ୍ଚଳରେ ମହିଳାଙ୍କ ଅର୍ଧଦଗ୍ଧ ମୃତଦେହ ମିଳିବା ଅନେକ ସନ୍ଦେହ ସୃଷ୍ଟି କରିଛି । ପ୍ରାଣ ହରାଇଥିବା ମହିଳା ୫୨ ବର୍ଷିୟା ମିନୁଶ୍ରୀ ପ୍ରହରାଜ ବୋଲି ଜଣାପଡିଛି । ତେବେ କେଉଁ ପରିସ୍ଥିତି ଓ କାରଣ ପାଇଁ ରାତି ଅଧରେ ଏଭଳି…

ପାଠପଢ଼ା ହେଉଛି ମହଙ୍ଗା, ସର୍ଭେରୁ ଆସିଲା ସାଂଘାତିକ ଚିତ୍ର। ଯୁକ୍ତଦୁଇ ପାସ କରିବାକୁ ଖର୍ଚ୍ଚ ୩୦ ଲକ୍ଷ ଟଙ୍କା। 

କନକ ବ୍ୟୁରୋ: ପିଲାଙ୍କ ପାଠପଢ଼ା ନେଇ ଇକୋନୋମିକ୍ସ ଟାଇମ୍ସର ସର୍ଭେରୁ ଯେଉଁ ତଥ୍ୟ ଆସିଛି ତାହା ଚିନ୍ତା ବଢ଼ାଇ ଦେଇଛି । ଦେଶର ବଡ ବଡ ସହରରେ ଥିବା ବେସରକାରୀ ସ୍କୁଲଗୁଡିକରେ ପାଠପଢ଼ା ପାଇଁ ଯେଉଁ ଖର୍ଚ୍ଚ ହେଉଛି, ତାହା ମଧ୍ୟବିତ୍ତଙ୍କୁ ନୟାନ୍ତ କରୁଛି । ନଜର ପକାନ୍ତୁ - ସର୍ଭେ ରିପୋର୍ଟ…

୨୦୨୪ ପାଇଁ ପାଗଭିଡା ଆରମ୍ଭ, ବିଜେଡି ନେତାଙ୍କୁ ୨୧ରେ ଗୁରୁମନ୍ତ୍ର ଦେବେ ନବୀନ। ପୁରୀରେ ତିନି ଦିନ ବିଜେପିର ତାଲିମ…

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ଏବେଠୁ ଆରମ୍ଭ ହୋଇଗଲାଣି ରଣନୀତି । ନିର୍ବାଚନକୁ ଆଖି ଆଖରେ ରଖି ଗୋଟିଚାଳନା ଆରମ୍ଭ କରି ଦେଇଛନ୍ତି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି । ୨୧ ତାରିଖରେ ଭୁବନେଶ୍ୱରରେ ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କୁ ନେଇ ଏକ ବଡଧରଣର ବୈଠକ…