Daily Archives

August 7, 2022

ପୋଲସରା ମଥୁରା ଅଞ୍ଚଳର କଂସା ପିତଳ କାରିଗର। ବଞ୍ଚାଇ ରଖିଛନ୍ତି ନିଜ କୂଳ ବେଉସା।

କନକ ବ୍ୟୁରୋ: ମଣିଷ ଯେତେ ଆଧୁନିକ ହେଲେ ବି ପୁରୁଣା ଜିନିଷର ଆଦର ସବୁବେଳେ ରହିଛି । ପୁରୁଣା ଜିନିଷ ଭିତରେ କଂସା ଓ ପିତଳରେ ନିର୍ମିତ ସାମଗ୍ରୀର ଚାହିଦା ସବୁବେଳେ ରହିଛି । ଆଗରୁ ଲୋକମାନେ ଖାଇବା ପିଇବା ପାଇଁ କଂସା ଓ ପିତଳରେ ନିର୍ମିତ ବାସନକୁସନର ବହୁଳ ବ୍ୟବହାର କରୁଥିଲେ । ଏବେ ଏହାର…

ସ୍ୱାଧୀନତା ଦିବସ ପାଇଁ ଜାତୀୟ ପତାକା ତିଆରି କରୁଛନ୍ତି ମହିଳା। ୨୦ ହଜାର ତ୍ରିରଙ୍ଗା ତିଆରି କରିବାକୁ ଅଣ୍ଟା…

କନକ ବ୍ୟୁରୋ:  ରୋଜଗାରର ବାଟ ଦେଖାଇଛି ସିଲେଇ ମେସିନ । ସ୍ୱାବଲମ୍ବୀ କରିବା ସହ ଆର୍ଥିକ ସ୍ଥିତିକୁ ବଦଳାଇ ଦେଇଛି ସିଲେଇ କାମ । ଏବେ ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲା ମାଥିଲି ସଦର ବ୍ଲକର କାବେରୀ ଉତ୍ପାଦନ ଗୋଷ୍ଠୀ । ମହିଳା ମାନେ ଏବେ ଘରେ ହାତ ବାନ୍ଧି ନବସି ପରିବାର ଚଳାଇବାରେ ନେଉଛନ୍ତି…

ବି-ଟେକ୍ ପଢୁଆ ଯୁବକଙ୍କ ହାଇଟେକ୍ ଚାଷ। ବାର୍ଷିକ ରୋଜଗାର କରୁଛନ୍ତି ୭ରୁ ୮ ଲକ୍ଷ ଟଙ୍କା।

କନକ ବ୍ୟୁରୋ: ମାଲକାନଗିରି କାଲିମେଳା ବ୍ଲକ ଏମଭି-୭୯ ଗାଁର ସଂଗ୍ରାମ କେଶରୀ ମଲିକ । ଅଟୋମୋବାଇଲରେ ଡିପ୍ଲୋମା କରି ୨୦୦୭ ମସିହାରେ ମହାରାଷ୍ଟ୍ରର ପୁନେରେ ଏକ କମ୍ପାନୀରେ ଆସିଷ୍ଟାଣ୍ଡ ଇଞ୍ଜିନିୟର ଭାବରେ ଚାକିରୀ କରୁଥିଲେ । ଭଲ ଦି ପଇସା ରୋଜଗାର ବି କରୁଥିଲେ । ହେଲେ ସବୁକିଛି ବିଗାଡ଼ି ଦେଲା…

ଗଜପତି ଜିଲ୍ଲା ପ୍ରଶାସନ, ଓଡ଼ିଶା ଜୀବିକା ମିଶନର ନିଆରା ପ୍ରୟାସ। ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ…

କନକ ବ୍ୟୁରୋ: ଗଜପତି ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଅର୍ଣ୍ଣାମେଂଟାଲ ଫିସ ଫାର୍ମିଂ ଆରମ୍ଭ କରାଯାଇଛି । ଯାହାଦ୍ୱାରା ସ୍ଥାନୀୟ ଲୋକେ ରୋଜଗାରକ୍ଷମ ହୋଇପାରିବେ । ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରିବ । ସ୍ୱୟଂ ସହାୟକ ଗୋଷ୍ଠୀର…

ମହିଳାଙ୍କୁ ରୋଜଗାର ଦେଉଛି ହସ୍ତତନ୍ତ ଶିଳ୍ପ। ଡିଜାଇନ୍ ଶାଢି, ସାଲ, ବ୍ୟାଗ, ଷ୍ଟଲ ତିଆରି କରୁଛନ୍ତି ଉଦଳା ସୁନାପାଳ…

କନକ ବ୍ୟୁରୋ: ମହିଳାଙ୍କୁ ରୋଜଗାର ଦେଉଛି ହସ୍ତତନ୍ତ ଶିଳ୍ପ । କିଏ ତନ୍ତକୁ ରଙ୍ଗ ଦେବାରେ ବ୍ୟସ୍ତ ତ ପୁଣି କିଏ ଶାଢୀ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ମୟୁରଭଂଜ ଉଦଳା ବ୍ଲକ ସୁନାପାଳ ଠାରେ ଥିବା ହସ୍ତତନ୍ତ ପ୍ରଶିକ୍ଷଣ କେନ୍ଦ୍ରରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଏହି କେନ୍ଦ୍ରରେ…

ବଢୁଛି ବିଲଡର, ଜମି ମାଫିଆମାନଙ୍କ ଦୌରାତ୍ମ୍ୟ: ବିକ୍ରି ହେଉଛି ନଦୀ ପଠା, ପୋତି ହେଉଛି ନଦୀ

କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ବଢିବାରେ ଲାଗିଛି ବିଲଡରମାନଙ୍କ ଦୌରାତ୍ମ୍ୟ । ସେମାନଙ୍କ ସହ ମିଶିଛନ୍ତି କିଛି ଜମି ମାଫିଆ । ନଦୀ ପଠାକୁ ବିକ୍ରି କରିବାକୁ ମଧ୍ୟ ପଛାଉ ନାହାନ୍ତି ଏହି ଜମି ଦଲାଲ । ଯାହା ଫଳରେ ନଦୀ ଉପରେ ତ ବିପଦ ମାଡ଼ି ଆସୁଛି, ଚାଷ ମଧ୍ୟ ଉଜୁଡ଼ି…