Daily Archives

August 11, 2022

ଜାମତରା ଗ୍ୟାଙ୍ଗ ଷ୍ଟାଇଲରେ ଲୁଟ୍: ନୟାଗଡରେ ରହି ଚଳାଇଥିଲେ ନେଟୱାର୍କ

କନକ ବ୍ୟୁରୋ: ଜାମତରା ଲୁଟେରା ଗ୍ୟାଙ୍ଗ ମୋବାଇଲରେ ମେସେଜ କରି ଲୋକଙ୍କୁ ଚୁନା ଲଗାଉଥିବା ଖବର ଆପଣମାନେ ଶୁଣିଥିବେ । ହେଲେ ଲୁଟେରାମାନଙ୍କୁ କେବେ ଦେଖି ନଥିବେ । କିନ୍ତୁ ଆପଣ ଆଶ୍ଚର୍ଯ୍ୟ ହେବେ ନୟାଗଡରେ ରହି ସମାନ ଷ୍ଟାଇଲରେ ଲୋକଙ୍କୁ ଲୁଟ୍ କରୁଥିଲେ ଏକ ଲୁଟେରା ଗ୍ୟାଙ୍ଗ । ସେମାନଙ୍କୁ…

କେତେ ଦୂର ଗଲା ପୁଲିସର ତଦନ୍ତ? ପ୍ରଜ୍ଞାଙ୍କୁ କେବେ ମିଳିବ ନ୍ୟାୟ?

କନକ ବ୍ୟୁରୋ: ରାକ୍ଷୀପୂର୍ଣ୍ଣିମା ଭଳି ପବିତ୍ର ଦିନରେ ରାକ୍ଷୀ ବାନ୍ଧିନପାରି ସୋସିଆଲ ମିଡିଆରେ ଜଣେ ଭାଇଙ୍କ କୋହ । ଶାଶୁଘର ଲୋକଙ୍କ ନିର୍ଯାତନା ଏବଂ କ୍ୟାନସର ସନ୍ଦେହରେ ଘରୁ ତଡିଦେବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ପ୍ରଜ୍ଞା ପରମିତା । ଆଉ ବିବାହର ଅଳ୍ପଦିନ ପରେ ଆତ୍ମହତ୍ୟା…

୧୩ ତାରିଖରୁ ଲଘୁଚାପ! ଶୁକ୍ରବାରଠୁ ପ୍ରବଳ ବର୍ଷା ସମ୍ଭାବନା

କନକ ବ୍ୟୁରୋ: ଶ୍ରାବଣ ମାସରେ ଏକରକମ ବର୍ଷାର ପରିମାଣ କମ୍ ରହିଥିଲା । ଏପରି ସ୍ଥିତିରେ କିନ୍ତୁ  ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପୁଣି ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ସ୍ଥାନେ ସ୍ଥାନେ ବର୍ଷା ଆରମ୍ଭ ହୋଇଛି । ଶୁକ୍ରବାରଠୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର…

୯ରୁ ୧୩ ବର୍ଷର ଝିଅଙ୍କୁ ଦିଆଯିବ ପ୍ରତିଷେଧକ କ୍ୟାନସର ଟିକା: ଖୁବଶୀଘ୍ର ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲାରେ ମାଗଣା…

କନକ ବ୍ୟୁରୋ: ମହିଳାଙ୍କୁ ଯେତେ ପ୍ରକାର କ୍ୟାନସର ହୋଇଥାଏ, ଦ୍ୱିତୀୟ ସ୍ଥାନରେ ରହିଛି ସର୍ଭିକାଲ୍ କ୍ୟାନସର ବା ଜରାୟୁ କର୍କଟ । ସ୍ତନ କର୍କଟ ପରେ ଜରାୟୁ କର୍କଟର ସ୍ଥାନ ୧୫ ବର୍ଷରୁ ୪୪ ବର୍ଷ ବୟସ ବର୍ଗର ମହିଳାମାନେ ଅଧିକ ଆକ୍ରାନ୍ତ ହୋଇଥାନ୍ତି ଭାରତରେ ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ୨୩…

ଚୀନ-ତାଇୱାନ ବିବାଦକୁ ନେଇ ଉତ୍ତେଜନା, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡିଛି ମେକ୍ସିକୋ। 

କନକ ବ୍ୟୁରୋ: ଋଷ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଥିବା ବେଳେ ଚୀନ-ତାଇୱାନ ବିବାଦକୁ ନେଇ ଉତ୍ତେଜନା ଲାଗିରହିଛି । ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ମୁହାଁଉଥିବା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାକୁ ଅଣ୍ଟା ଭିଡିଛି ମେକ୍ସିକୋ । ମେକ୍ସିକୋ ରାଷ୍ଟ୍ରପତି ଆଡ୍ରେସ୍ ମାନୱେଲ ଲୋପେଜ୍ ଓବ୍ରାଡର…