Daily Archives

August 10, 2022

ଆସିଲା ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା: ଜ୍ୟୋତିରାଦିତ୍ୟ ସନ୍ଧିଆ ସବୁଠାରୁ ଧନୀ…

କନକ ବ୍ୟୁରୋ: ପ୍ରଧାମମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକଙ୍କ ପାଖରେ କେତେ ସମ୍ପତ ରହିଛି, ତାହା ଜାଣିବା ପାଇଁ ସମସ୍ତେ ଇଚ୍ଛା କରନ୍ତି । ଏବଂ ଏହାରି ଭିତରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ନିଜ ସମ୍ପତିର ତାଲିକା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜର ସମ୍ପତି…

ଦକ୍ଷିଣ ଓଡିଶାରେ ବର୍ଷା ବିତ୍ପାତ: ଭୁଶୁଡିଲା ବ୍ରିଜ, ଯୋଗାଯୋଗ ଠପ୍ 

କନକ ବ୍ୟୁରୋ: ଲଗାଣ ବର୍ଷା ଆଣିଛି ଦୁର୍ଦ୍ଦଶା । ଆଉ ବର୍ଷା ପ୍ରଭାବରେ ଭୁସୁଡ଼ିଲା ବ୍ରିଜ୍ । ନୂଆପଡ଼ା ସଦର ବ୍ଲକ ସାରବଂଗ ନିକଟରେ ଥିବା ଏକ ବ୍ରିଜ୍ ଭୁସୁଡ଼ିପଡ଼ିଛି । ଫଳରେ ପଡ଼ୋଶୀ ଛତିଶଗଡ଼ ସହ ତିନିଟି ପଂଚାୟତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହା ସହ ସ୍କୁଲ, କଲେଜ, ମେଡ଼ିକାଲ ଯିବାକୁ ଲୋକେ…

ଲଗାଣ ବର୍ଷାରେ ବେହାଲ ଅଧା ଓଡିଶା: ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି

କନକ ବ୍ୟୁରୋ: ତିନି ଦିନର ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତଳିଆ ଅଂଚଳରେ ବର୍ଷା ପାଣି ଜମି ରହିଛି । ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ବିଶେଷକରି ଇନ୍ଦ୍ରାବତୀ, ବଂଶଧାରା, ଭାସ୍କେଲ ଭଳି ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି…

ଜାମିନରେ ମୁକୁଳିବା ପରେ ସାମନାକୁ ଆସିଲେ ପ୍ରଶାନ୍ତ ଜଗଦେବ: କହିଲେ, ଭୁଲରେ ଏକ୍ସିଲେଟରରେ ପଡ଼ିଯାଇଥିଲା ଗୋଡ଼

କନକ ବ୍ୟୁରୋ: ୬ ମାସ ତଳେ ଲୋକଙ୍କ ଉପରେ ମାଡିଯାଇଥିଲା ପ୍ରଶାନ୍ତ ଜଗଦ୍ଦେବଙ୍କ କାର । ଏହି କାରରେ ଥିଲେ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ନିଜେ ଡ୍ରାଇଭିଂ ସିଟରେ ବସିଥିଲେ । ଆଉ କାରଟି ଲୋକଙ୍କ ଉପରେ ମାଡି ଯାଇଥିଲା । ଏହି ଲୋମଟାଙ୍କୁରା ଦୃଶ୍ୟ ସାରା ରାଜ୍ୟରେ ହଇଚଇ…

ମନ୍ତ୍ରୀମାନଙ୍କୁ ଆଇନ ଭାଙ୍ଗିବାର ଅଧିକାର ଅଛି, ନୀତିନ ଗଡକରୀଙ୍କ ବୟାନକୁ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ମନ୍ତ୍ରୀମାନଙ୍କୁ ଆଇନ ଭାଙ୍ଗିବାର ଅଧିକାର ଅଛି । ସେମାନେ ଆଇନ ଭାଙ୍ଗିପାରିବେ । ଅଫିସରମାନେ କେବଳ ହଁ , ଆଜ୍ଞା ତଥା ୟେସ ସାର କହିବା ଉଚିତ । ଏପରି କିଛି ବୟାନ ଦେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କଡ଼ରୀ । ଆମ ମନ ଅନୁଯାୟୀ ଚାଲିବ ସରକାର…