Daily Archives

August 9, 2022

ପିଲାଙ୍କ ବିନା ସ୍କୁଲରେ ପାଳନ ହେବ ସ୍ୱାଧୀନତା ଦିବସ: ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ସ୍କୁଲରେ ହେବ ପତାକା…

କନକ ବ୍ୟୁରୋ: ଏଥର ଛାତ୍ରଛାତ୍ରୀଙ୍କ ବିନା ସ୍କୁଲରେ ପାଳିତ ହେବ ସ୍ୱାଧିନତା ଦିବସ । କେବଳ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ସ୍କୁଲରେ ପତାକା ଉତ୍ତୋଳନ ହେବ । ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ସ୍ୱାଧୀନତା ଦିବସ ପାଳନ ହେବ। ସ୍କୁଲରେ ପତାକା ଉତ୍ତୋଳନ ହେବ। ଏନେଇ ସୂଚନା ଦେଲେ…

ଏକ ବର୍ଷ ମଧ୍ୟରେ ମୋଦୀଙ୍କ ସମ୍ପତି ୨୬ ଲକ୍ଷ ବଢି ହେଲା ୨.୨୩ କୋଟିରୁ ଅଧିକ: ପାଖରେ ନାହିଁ କୌଣସି ଜମି କିମ୍ବା ଘର

କନକ ବ୍ୟୁରୋ: ସବୁବେଳେ ଆପଣ ସବୁ ମନ୍ତ୍ରୀ ଓ ବଡ ବଡ ନେତାଙ୍କ ସମ୍ପତି ତାଲିକା କଥା ଶୁଣିଥିବେ । କିନ୍ତୁ ସବୁଦିନେ ମନରେ ଉକ୍ରଣ୍ଠା ରହୁଥିବ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପତିଙ୍କ ପରିମାଣ କେତେ ହୋଇଥିବ । ଆସନ୍ତୁ ଏବେ ଜାଣିବା ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତି କେତେ ।…

ସରକାରୀ ଅଧିକାରୀ ବନାମ ଜନପ୍ରତିନିଧି: ବୁକ ସର୍କୁଲାର-୪୭କୁ ମାନୁନାହାନ୍ତି ସରକାରୀ ବାବୁ

କନକ ବ୍ୟୁରୋ: ରାଜ୍ୟରେ ସରକାରୀ ଅଧିକାରୀମାନେ ବୁକ ସର୍କୁଲାର-୪୭ ନିୟମକୁ ପାଳନ କରୁନାହାନ୍ତି । ଯାହାକୁ ନେଇ ବାବୁ ଆଉ ଲୋକପ୍ରତିନିଧି ଅନେକ ସମୟରେ ମୁହାଁମୁହିଁ ହେଉଛନ୍ତି । ବିଧାନସଭାରେ ଏ ନେଇ ବିରୋଧୀ ସଦସ୍ୟଙ୍କ ସହ ଶାସକ ଦଳ ବିଧାୟକ ବି ଉଦବେଗ ପ୍ରକାଶ କରିଛନ୍ତି । ଏପରିକି ବିଧାନସଭାର…

ମହାରାଷ୍ଟ୍ରରେ ୫୦-୫୦ ଫର୍ମୁଲା, ୪୦ ଦିନ ପରେ ଗଠନହେଲା ମନ୍ତ୍ରିମଣ୍ଡଳ।

କନକ ବ୍ୟୁରୋ: ଶିବସେନାର ବିଦ୍ରୋହୀ ନେତା ଏକାନାଥ ସିନ୍ଦେଙ୍କ ଗୋଷ୍ଠୀ ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିବାର ୪୦ ଦିନ ପରେ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି । ସୁପ୍ରିମକୋର୍ଟର ଚାପ ସତ୍ୱେ ୨ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ୧୮ ମନ୍ତ୍ରୀ ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି ।…

କାହିଁକି ମେଣ୍ଟ ଭାଙ୍ଗିବାକୁ ଚାହିଁଲେ ନୀତିଶ? ଦଳକୁ ଦୁର୍ବଳ କରିବାକୁ ପ୍ରୟାସ କରୁଥିଲା କି ବିଜେପି ପଢନ୍ତୁ …

କନକ ବ୍ୟୁରୋ: ମାତ୍ର ୨୦ ମାସରେ ସରକାର ଭାଙ୍ଗିବାକୁ କାହିଁକି ନିଷ୍ପତ୍ତି ନେଲେ ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏବେ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା । ଗୋଟିଏ ପଟେ ଜେଡିୟୁର ଶୀର୍ଷ ନେତା କହୁଛନ୍ତି ବିଜେପି ମେଣ୍ଟ ସରକାରରେ ରହି ଜେଡିୟକୁ ଦୁର୍ବଳ କରିବାକୁ…

୨ ବର୍ଷରେ ଆରଜେଡି ସହ ମେଂଟ ଭାଙ୍ଗିଥିଲେ: କେତେ ଭରସାଯୋଗ୍ୟ ନୀତିଶଙ୍କ ମେଂଟ?

କନକ ବ୍ୟୁରୋ: ବିହାର ଜେଡିୟୁ ପାର୍ଟି ଅଫିସରେ ଲାଗିଥିବା ପୋଷ୍ଟରରେ ଲେଖା ହୋଇଛି ‘ନୀତିଶ ସବକେ ସାଥ ହେଁ’ । ଅର୍ଥାତ୍ ସମସ୍ତଙ୍କ ସହିତ ରହିଛନ୍ତି ନୀତିଶ । ଆରଜେଡି ସହ ସରକାର ଗଢିବାକୁ ଯାଉଛନ୍ତି ନୀତିଶ । ଏହାପରେ ପାର୍ଟି ଅଫିସ ବାହାରେ ଏଭଳି ଏକ ପୋଷ୍ଟର ଲାଗିଛି । ବିଜେପି ସହିତ ମେଣ୍ଟ…