Daily Archives

August 28, 2022

ଭାରତ-ପାକିସ୍ତାନ ରୋମାଞ୍ଚକର ମ୍ୟାଚ: ହୃଦୟ ଜିତିଲେ ହାର୍ଦ୍ଦିକ, ଶେଷ ଓଭରରେ ଛକା ମାରି ଜିତାଇଲେ ମ୍ୟାଚ

କନକ ବ୍ୟୁରୋ: ଆଜି ଭାରତ-ପାକିସ୍ତାନ ଭିତରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ଏହି ମ୍ୟାଚ ଶେଷ ଓଭର ଯାଏଁ ଜବରଦସ୍ତ ଖେଳ ଦେଖିବାକୁ ମିଳିଥିଲା । ଶେଷ ଓଭରରେ ୬ ରନ ଆବଶ୍ୟକତା ଥିବା ବେଳେ ଛକା ମାରି ମ୍ୟାଚ ଜିତାଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୫…

ପାକ୍ ଉପରେ ଭାରି ପଡିଲେ ଭୁବନେଶ୍ୱର: ୧୪୭ ରନରେ ପାକିସ୍ତାନ ଅଲଆଉଟ, ଭାରତ ଆଗରେ ୧୪୮ ରନ ଟାର୍ଗେଟ 

କନକ ବ୍ୟୁରୋ: ଆଜି ଏସିଆକପରେ ଦମଦାର ପ୍ରଦର୍ଶନ କରିଛି ଭାରତ । ପାକିସ୍ତାନ ଉପରେ ଭାରି ପଡିଛନ୍ତି ଭାରତୀୟ ବୋଲର । ଭୁବନେଶ୍ୱର କୁମାରଙ୍କ ଦମଦାର ବୋଲିଂ ବଳରେ ପାକିସ୍ତାନ ମାତ୍ର ୧୪୭ ରନରେ ଅଲଆଉଟ ହୋଇଯାଇଛି । କେବଳ ଭୁବନେଶ୍ୱର ନୁହେଁ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଘାତକ ବୋଲିଂ କରି…

ଗଣେଶ ମୂର୍ତ୍ତି କାରିଗରର ଗାଁ ମହାକାଳପଡା । ୪୦ ପରିବାରକୁ ରୋଜଗାର ଦେଇଛି ମୂର୍ତ୍ତି ନିର୍ମାଣ

କନକ ବ୍ୟୁରୋ : ଆଉ ମାତ୍ର ଦିନ କେଇଟା ପରେ ଗଣେଶ ପୂଜା । ଏଥିପାଇଁ ସବୁଆଡ଼େ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ମୂର୍ତ୍ତି ଗୁଡ଼ିକକୁ ବିଭିନ୍ନ ରଙ୍ଗ ଦେବା ସହ ସାଜସଜା କରିବାରେ ଲାଗିପଡ଼ିଛନ୍ତି ମୂର୍ତ୍ତି କାରିଗର । ତେବେ ପାର୍ବଣ ରୁତୁ ଆସିଲେ ଚଳଚଂଚଳ ହୋଇପଡ଼େ କଟକ ଜିଲ୍ଲାର ମାହାକାଳପଡ଼ା ଗାଁ ।…

ରୋଚକ ହେଉଛି ଝାଡ଼ଖଣ୍ଡ ରାଜନୀତି: ରାଜ୍ୟପାଳଙ୍କ ନିଷ୍ପତି ଉପରେ ନଜର

କନକ ବ୍ୟୁରୋ: ଗମ୍ଭୀର ରାଜନୈତିକ ସଙ୍କଟ ସମୟରେ ଏହି ଅବସର ବିନୋଦନର ଦୃଶ୍ୟକୁ ନେଇ ଚାରି ଆଡେ ଚର୍ଚ୍ଚା । ରାଜ୍ୟରେ ରାଜନୈତିକ ଛକାପନଝା ଭିତରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଓ କଂଗ୍ରେସର ସମସ୍ତ ବିଧାୟକ ଶନିବାର ତିନୋଟି ବସରେ ଖୁଂଟି ଜିଲ୍ଲାର ଲାତ୍ରାତୁ ଡ୍ୟାମରେ ପହଂଚିଥିଲେ । ଲତୁରାମ…

ଛତୁ ମଞ୍ଜି ଉତ୍ପାଦନ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଅନ୍ନଦାତା । ଜାଣନ୍ତୁ…

କନକ ବ୍ୟୁରୋ : ଛତୁ ଚାଷ ଏକ ଲାଭଜନକ ଚାଷ । ଏହି ଚାଷରୁ କମ୍ ସମୟରେ ଅଧିକ ଅମଳ ସହ ଭଲ ରୋଜଗାର ମିଳିଥାଏ । ଯାହାକୁ ଅପଣାଇ ଗାଁ ଗହଳିର ଅଧିକାଂଶ ଚାଷୀ ଲାଭବାନ ହେଉଛନ୍ତି । ଏହା ଏକ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ହୋଇଥିବା ବେଳେ ସବୁବେଳେ ବଜାରରେ ଏହାର ଚାହିଦା ମଧ୍ୟ ରହିଛି । ଏହି ବ୍ୟବସାୟକୁ…