Daily Archives

August 25, 2022

କୋମାରୁ ଉଠିଲେ କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ। ଅମିତାଭଙ୍କ ଅଡିଓ ଶୁଣିବା ପରେ ସ୍ୱାସ୍ଥ୍ୟାବସ୍ଥାରେ ଆସିଲା ସୁଧାର।

କନକ ବ୍ୟୁରୋ: ରାଜୁ ଉଠ.. ବହୁତ ହେଲା.. ଏବେ ବହୁତ କାମ କରିବାର ଅଛି.. ଏବେ ଉଠି ଯାଅ, ଆମ ସଭିଁଙ୍କୁ ହସିବା ଶିଖାଉ ଥାଅ.. । ଅସୁସ୍ଥ ଥିବା ଲୋକପ୍ରିୟ କମେଡିଆନ ରାଜ ଶ୍ରୀବାସ୍ତବଙ୍କୁ ଏଭଳି ଭଏସ ମେସେଜ୍ ପଠାଇଥିଲେ ବିଗ୍ ବି । ରାଜୁ ଦୀର୍ଘ ଦିନ ଧରି କୋମାରେ ଥିବା ବେଳେ ରାଜୁଙ୍କ…

ଅକ୍ଟୋବର ସୁଦ୍ଧା ଦେଶରେ ଆରମ୍ଭ ହେବ ୫ଜି ସେବା । ଅଶ୍ୱିନୀ ବୈଷ୍ଣବ କହିଲେ, ୨-୩ ବର୍ଷରେ କୋଣଅନୁକୋଣରେ ପହଁଞ୍ଚିବ ସେବା…

କନକ ବ୍ୟୁରୋ: ଦେଶରେ ଅକ୍ଟୋବର ସୁଦ୍ଧା ୫-ଜି ସେବା ଆରମ୍ଭ ହେବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହି ଘୋଷଣା କରି କହିଛନ୍ତି, ଏହା ପରେ ଧିରେ ଧିରେ ଅନ୍ୟ ଛୋଟ ବଡ ସହରକୁ ଏହି ସେବା ବିସ୍ତାର କରାଯିବ । ଆସନ୍ତା ୨ରୁ ୩ ବର୍ଷ ଭିତରେ ଦେଶର କୋଣ ଅନୁକୋଣରେ ୫-ଜି ସେବା ଉପଲବ୍ଧ ହେବ…

ବଢ଼ିଲା ହେମନ୍ତ ସୋରେନଙ୍କ ଅଡ଼ୁଆ, ବିପଦରେ ମୁଖ୍ୟମନ୍ତ୍ରୀ ପଦ

କନକ ବ୍ୟୁରୋ: ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଜେଏମଏମ୍-କଂଗ୍ରେସ ମେଣ୍ଟ ସରକାର ଉପରେ ଦେଖାଦେଇଛି ସଙ୍କଟର ବାଦଲ । ବେଇଆନ୍ ଖଣି ଖନନ ମାମଲାରେ ଫସିଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭା ସଦସ୍ୟତା ବିପଦରେ ପଡ଼ିଛି । ନିର୍ବାଚନ କମିଶନ୍ ତାଙ୍କ ରାୟକୁ ରାଜଭବନ…

ନୂଆମୋଡରେ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲା। ମୃତ୍ୟୁ ପଛରେ ଷଡଯନ୍ତ୍ର ସନ୍ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିଜନ।

କନକ ବ୍ୟୁରୋ: ଘନଉଛି ଟିକ୍ଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲା । ଦିନ ଯେତିକି ଗଡୁଛି ସେତିକି ରହସ୍ୟଘେର ଭିତରକୁ ଠେଲି ହୋଇଯାଉଛି ମୃତ୍ୟୁ ମାମଲା । ସୋନାଲିଙ୍କ ମୃତ୍ୟୁ ଏକ ସ୍ୱ।।ସ୍ଥ୍ୟଗତ ସମସ୍ୟା ଅର୍ଥାତ ହୃଦଘାତ ଯୋଗୁଁ ହୋଇଥିବା କୁହାଯାଉଛି । ପ୍ରତ୍ୟେକ…

ବିଜେପି-ଆପର ଶୀତଳ ଯୁଦ୍ଧ। କେଜ୍ରିୱାଲଙ୍କ ବିଧାୟକ ଦଳ ବୈଠକ।

କନକ ବ୍ୟୁରୋ: ଦିଲ୍ଲୀ ରାଜନୀତିରେ ଜାରି ରହିଛି ଆରୋପ-ପ୍ରତ୍ୟାରୋପ । ଇଡି ଓ ସିବିଆଇକୁ ହାତ କରି ବିଜେପି, ଆପ୍ ସରକାରକୁ ଭାଙ୍ଗିବା ପାଇଁ ପ୍ରୟାସ କରୁଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ସେହିପରି ଆପ୍, ବିଜେପି ଉପରେ ଆଉ ଏକ ବଡ଼ ଅଭିଯୋଗ ଆଣିଛି । ବିଧାୟକଙ୍କୁ କିଣିବା ପାଇଁ ବିଜେପି…