କେନାଲରୁ ଟ୍ରକକୁ ଉଠାଇବାକୁ ଖସିପଡିଲା କ୍ରେନ: ଅଳ୍ପକେ ବର୍ତ୍ତିଗଲେ କ୍ରେନ ଅପରେଟର
କନକ ବ୍ୟୁରୋ: କେନାଲ ଭିତରକୁ ଏକ ଟ୍ରକ ଖସି ପଡ଼ିଥିଲା । ପାଣି ଅଧିକ ଥିବାରୁ ଏହାର ଅଧାରୁ ଅଧିକ ଭାବେ ବୁଡ଼ି ଯାଇଥିଲା । ଟ୍ରକକୁ ଉଠାଇବାକୁ ଯାଇ ଫିଲ୍ମ ଷ୍ଟାଇଲରେ କେନାଲ ଭିତରକୁ ଖସି ପଡିଲା କ୍ରେନ୍ । ପୂରା ଦୃଶ୍ୟ କଏଦ ହୋଇଯାଇଛି କ୍ୟାମେରାରେ । ଏହି ଘଟଣା ଘଟିଛି ତାଳଚେରରେ । ତାଳଚେର…