Daily Archives

August 6, 2022

ରାଜ୍ୟଗୋଷ୍ଠୀ କ୍ରୀଡାରେ କୁସ୍ତିରେ ପୁଣି ଚମକିଲା ଭାରତ । ରବି ଦହିୟା, ବିନେଶ ଫୋଗଟ ଜିତିଲେ ସ୍ୱର୍ଣ୍ଣ ପଦକ ।

କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ କୁସ୍ତି ଖେଳାଳି ମାନେ ନିଜର ଚମକ ବଜାଇ ରଖିଛନ୍ତି । ଆଜି ପୁଣି କୁସ୍ତିରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି । ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତର ଷ୍ଟାର ରେସଲର ରବି କୁମାର ଦାହିୟା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୫୩ କିଲୋ ବର୍ଗରେ…

ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁଣି ବଢିଲା ଭାରତର ପଦକ ସଂଖ୍ୟା । ସୁନା ଜିତିଲେ ରବି, ପୂଜା ଆଣିଲେ ବ୍ରୋଞ୍ଜ୍

କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁଣି ବଢିଲା ଭାରତର ପଦକ ସଂଖ୍ୟା । ୫୭ କିଗ୍ରା ପୁରୁଷ ବର୍ଗରେ ଭାରତର ଖେଳାଳି ରବି ଦହିୟା ସ୍ୱର୍ଣ୍ଣପଦକ ଜିତିଛନ୍ତି । ତେବେ ଶନିବାର ଦହିୟାଙ୍କ ମୁକାବିଲା ଫାଇନାଲ ମ୍ୟାଚରେ ନାଇଜେରିଆ ଖେଳାଳିଙ୍କ ସହିତ ଥିଲା । ଯେଉଁଥିରେ ସେ ତାଙ୍କୁ ପରାଜିତ କରିବା…

କୋଲକାତାର ଜାତୀୟ ମ୍ୟୁଜିୟମରେ ସିଆଇଏସଏଫ କନେଷ୍ଟବଳଙ୍କ ଉନ୍ମତକାଣ୍ଡ । ଉପରିସ୍ଥ ଅଫିସରଙ୍କ ଉପରେ ଆଖିବୁଜା ଗୁଳିମାଡ…

କନକ ବ୍ୟୁରୋ : କୋଲକାତାରେ ଥିବା ଦେଶର ସର୍ବପୁରାତନ ମ୍ୟୁଜିୟମରେ ସିଆଇଏସଏଫର ଜଣେ ଓଡିଆ କନଷ୍ଟେବଳ ଆଖିବୁଜା ଗୁଳିମାଡ କରିଛନ୍ତି । ଏଥିରେ ସିଆଇଏସଏଫର ଜଣେ ଏଏସଆଇ ପ୍ରାଣ ହରାଇଥିବାବେଳେ ଜଣେ ଆହତ ହୋଇଛନ୍ତି । ଗୁଳିମାଡ କରିଥିବା କନଷ୍ଟେବଳ ଓଡିଆ ହୋଇଥିବାବେଳେ ପ୍ରାଣ ହରାଇଥିବା ଏଏସଆଇ ବି…

ଆଜାଦୀର ଅମୃତ ମହୋତ୍ସବରେ ଲଞ୍ଚ୍ ହେବ ଇସ୍ରୋ ଆଜାଦୀ ସାଟେଲାଇଟ । ସ୍କୁଲ ପିଲାଙ୍କ ଦ୍ୱାରା କରାଯାଇଛି ପ୍ରସ୍ତୁତ ।

କନକ ବ୍ୟୁରୋ: ଆଜାଦୀର ଅମୃତ ମହୋତ୍ସବରେ ଲଞ୍ଚ୍ ହେବ ଇସ୍ରୋ ଆଜାଦୀ ସାଟେଲାଇଟ । ସବୁଠୁ ବଡ କଥା ହେଉଛି ଏହାକୁ କୌଣସି ବୈଜ୍ଞାନିକ ତିଆରି କରିନାହାଁନ୍ତି ବଂର ସ୍ମୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଇଛି । ଦେଶର ୭୫ଟି ସ୍କୁଲର ମୋଟ ୭୫୦ଜଣ ଛାତ୍ରୀମାନେ ଏହି ଆଜାଦୀ ସାଟେଲାଇଟି ପ୍ରସ୍ତୁତ…

ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ । ଚାଲିଗଲା ୧୦ ଜଣଙ୍କ ଜୀବନ ।

କନକ ବ୍ୟୁରୋ: ଗୋଟିଏ ପଟେ ତାଇୱାନ ଚୀନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଘନୋଉଥିବା ବେଳେ ଇସ୍ରାଏଲ୍ ଗାଜା ଉପରେ ଆକାଶମାର୍ଗରୁ ଏୟାରଷ୍ଟ୍ରାଇକ୍ କରିଛି । ତେବେ ଏୟାର ଷ୍ଟ୍ରାଇକ୍ କାରଣରୁ ଗାଜାର ୧୦ ଜଣଙ୍କ ଜୀବନ ଯାଇଛି । ପାଲେଷ୍ଟାଇନ ଅଧିକାରୀଙ୍କ ତରଫରୁ ମିଳିଥିବା ସୂଚନା ମୁତାବକ ଏହି ଆକ୍ରମଣ…

ପୁରୀଘାଟ ଓ ରାମଦାସପୁରରେ ଖୋଲିଲା ରୁଚି-ଫ୍ରୋଜିଟର ନୂଆ ଫୁଡ୍ ଆଉଟଲେଟ୍

କନକ ବ୍ୟୁରୋ: କଟକ ସ୍ଥିତ ପୁରୀଘାଟ ଓ ରାମଦାସପୁରରେ ପୂର୍ବ ଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ତଥା ଓଡ଼ିଶାର ୧ନଂ ମସଲା ଉଦ୍ୟୋଗ ରୁଚିଦ୍ୱାରା ପରିଚାଳିତ ଫ୍ରୋଜିଟର ୨ଟି ନୂଆ ଫୁଡ୍ ଆଉଟଲେଟର ଶୁଭଘାଟନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ନୂଆ ଫୁଡ୍ ଆଉଟଲେଟଦ୍ୱୟକୁ ଉଦଘାଟନ…