Daily Archives

August 15, 2022

ମହାନଦୀରେ ଆସୁଛି ବନ୍ୟା: ବଢୁଛି ଜଳସ୍ତର, ଜାଣନ୍ତୁ କେଉଁ ଜିଲ୍ଲାରେ କଣ ରହିଛି ସ୍ଥିତି?

କନକ ବ୍ୟୁରୋ: ମହାନଦୀରେ ଆସୁଛି ବନ୍ୟା । ପ୍ରଥମେ ଛୋଟ ବନ୍ୟାର ଆକଳନ କରାଯାଇଥିଲା, ପରେ ମଧ୍ୟମ ଧରଣର ବନ୍ୟା ଆକଳନ କରିଥିଲେ ସରକାର । ଏବେ ଅଧିକ ବନ୍ୟା ଜଳ ହୀରାକୁଦକୁ ପ୍ରବେଶ କରୁଛି, ଅବଶ୍ୟ ପୂର୍ବରୁ ୩୪ଟି ଗେଟରେ ପାଣି ଛଡ଼ାଯାଉଥିଲା, ବନ୍ୟା ପରିଚାଳନା କରିବା ପାଇଁ ୮ଟି ଗେଟକୁ ବନ୍ଦ…

ମହାନଦୀରେ ଜଳସ୍ତର ବୃଦ୍ଧି, ତିର୍ତ୍ତୋଲରେ ଲୋକଙ୍କୁ ସ୍ଥାନାନ୍ତରଣ ଆରମ୍ଭ

କନକ ବ୍ୟୁରୋ: ଫୁଲୁଛି ମହାନଦୀ, ଲୋକଙ୍କୁ ଆରମ୍ଭ ହେଲା ସ୍ଥାନାନ୍ତରଣ । ତିର୍ତ୍ତୋଲ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ଆରମ୍ଭ ହୋଇଛି । ପ୍ରାୟ ୪ ଶହ ଲୋକଙ୍କୁ ସ୍ଥାନାନ୍ତର କରିଛି ଜିଲ୍ଲା ପ୍ରଶାସନ । ମହାନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଆଗୁଆ ପଦକ୍ଷେପ ନେଲା ଜିଲ୍ଲା ପ୍ରଶାସନ ।

ସୁସ୍ଥ ହେଉଛନ୍ତି ସଲମାନ ରୁଶଦି, ଶୁକ୍ରବାର ଛୁରାମାଡର ହୋଇଥିଲେ ଶିକାର

କନକ ବ୍ୟୁରୋ: ପ୍ରଖ୍ୟାତ ଲେଖକ ସଲମାନ ରୁଶଦିଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଧୀରେଧୀରେ ସୁଧୁରୁଛି । ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିବା ସଲମାନ ରୁଶଦିଙ୍କୁ ଏବେ ଭେଣ୍ଟିଲେଟରରୁ କଢାଯାଇଛି । ଏବେ ସେ କଥା କହିବାକୁ ସକ୍ଷମ ବୋଲି ମଧ୍ୟ କୁହାଯାଉଛି । ତେବେ ସୁସ୍ଥ ହେବାରେ କିଛି ବିଳମ୍ବ ହେଇପାରେ…

ଧମକର ୮ଘଂଟା ପରେ ଗିରଫ ହେଲା ଦୁର୍ବୃତ୍ତ: ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀ ଓ ପରିବାରକୁ ଦେଇଥିଲା ହତ୍ୟା ଧମକ

କନକ ବ୍ୟୁରୋ: ଧମକ ଦେଇ ଦୁର୍ବୃତ୍ତ ଗିରଫ । ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ସୋମବାର ସକାଳୁ ଧମକ ମିଳିଥିଲା । ମୋଟ ୮ଥର ଫୋନ କରି ଦୁର୍ବୃତ୍ତ ହତ୍ୟା ଧମକ ଦେଇଥିଲା । ଘଟଣାକୁ ନେଇ ମୁମ୍ବାଇ ପୁଲିସ ଆକ୍ସନ ନେବା ସହ ଦୁର୍ବୃତ୍ତକୁ ଗିରଫ କରିପାରିଛି । ଗିରଫ ପରେ…

ଲାଲକିଲ୍ଲାରୁ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ, ଉଠାଇଲେ ବଂଶବାଦ ଓ ଦୁର୍ନୀତି ପ୍ରସଙ୍ଗ

କନକ ବ୍ୟୁରୋ: ଲାଲକିଲ୍ଲାରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୁର୍ନୀତିକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ଦୁର୍ନୀତିକୁ ସମର୍ଥନ କରୁଥିବା ଲୋକଙ୍କ ଉପରେ ସେ ପ୍ରଶ୍ନ ଉଠାଇବା ସହ ଏହା ବିରୋଧରେ ଲଢିବା ପାଇଁ ଦେଶବାସୀଙ୍କଠୁ ସମର୍ଥନ ଲଢିଛନ୍ତି…

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ୫ ପ୍ରତିଜ୍ଞା ନେଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଆଗାମୀ ୨୫ବର୍ଷ ପାଇଁ ଦେଶବାସୀଙ୍କୁ ପାଞ୍ଚପ୍ରଣ ବା ୫ ସଂକଳ୍ପ ଉପରେ ଧ୍ୟାନ ଦେବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ଦେବା ସମୟରେ ପାଞ୍ଚପ୍ରଣକୁ ନେଇ…