Daily Archives

August 13, 2022

ସଚିନ ନିଜ ଘରେ ଉଡାଇଲେ ତ୍ରିରଙ୍ଗା । କହିଲେ, ସବୁବେଳେ ତ୍ରିରଙ୍ଗା ମୋ ହୃଦୟରେ ରହିଛି ।

କନକ ବ୍ୟୁରୋ : ଦେଶ ପାଳିବ ୭୫ ତମ ସ୍ୱାଧୀନତା ଦିବସ । ଆଉ ଏହି ୭୫ତମ ସ୍ୱାଧୀନତା ଦିବସକୁ ସ୍ୱତନ୍ତ୍ର କରିବାକୁ ଦେଶରେ ଏବେ ଅମୃତ ମହୋତ୍ସବ ପାଳନ କରାଯାଉଛି । ହର ଘର ତ୍ରିରଙ୍ଗା ଅଭିଯାନ ଏହି ମହୋତ୍ସବର ଅଂଶ । ଯେଉଁଥିରେ କୋଟି କୋଟି ଭାରତୀୟ ସାମିଲ ହୋଇ ନିଜ ଘରେ ତ୍ରିରଙ୍ଗା ପତାକା…

ଶୂନରେ ଆଉଟ ହୋଇଥିଲି ବୋଲି… ରାଜସ୍ଥାନ ରୟାଲ୍ସ ମାଲିକ ମାରିଥିଲେ ଚାପୁଡା । ଆତ୍ମଜୀବନୀରେ ସାଂଘାତିକ ଅଭିଯୋଗ…

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ରସ୍ ଟେଲର ନିଜର ବାୟୋଗ୍ରାଫି ବ୍ଲାକ ଆଣ୍ଡ ହ୍ୱାଇଟରେ ଏକ ସାଂଘାତିକ ଖୁଲାସା କରିଛନ୍ତି । ଟେଲର ଏହି ବହିରେ ଲେଖିଛନ୍ତି ଯେ, ଆଇପିଏଲ ଫ୍ରାଞ୍ଚଇଜ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବା ବେଳେ ଶୂନରେ ଆଉଟ ହେବା କାରଣରୁ ଟିମର ମାଲିକ ମୋତେ…

ପ୍ରବଳ ବର୍ଷା ଓ ଆସନ୍ନ ବନ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଅଗ୍ନିଶମ ବିଭାଗର ଛୁଟି ବାତିଲ କଲେ ସରକାର । ଉଦ୍ଧାର କାର୍ଯ୍ୟ…

କନକ ବ୍ୟୁରୋ: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ସତର୍କ ହୋଇଛି ଅଗ୍ନିଶମ ବିଭାଗ । ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ୧୪ଟି ଜିଲ୍ଲାର ଅଗ୍ନିଶମ ଅଧିକାରୀ ଓ କର୍ମଚାରୀଙ୍କୁ ଛୁଟି ବାତିଲ କରାଯାଇଛି । ଏହି ସୂଚନା ଦେଇଛନ୍ତି ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ…

ସୁରଜ୍ ପୁରସ୍କାର-୨୦୨୨ ପାଇଲେ ଗଞ୍ଜାମର ସ୍ୱର୍ଗତ ସୁଶୀଲ ସାହୁ ଓ ସିଦ୍ଧି ସମୃଦ୍ଧି । ଉଭୟଙ୍କ ପରିବାରକୁ ମିଳିଲା ୫…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମର ଜଗନ୍ନାଥ ପ୍ରସାଦ ଅଞ୍ଚଳର ଆଲାଡ଼ି ଗ୍ରାମର ସ୍ଵର୍ଗତ ସୁଶୀଲ ସାହୁ ଓ ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ କନିଶି ବ୍ଲକ୍ ନୀଳାଚଳ ନଗରର ସିଦ୍ଧି ସମୃଦ୍ଧିଙ୍କୁ ୨୦୨୨ ପାଇଁ ସୁରଜ୍ ପୁରସ୍କାର ପ୍ରଦାନ କରିଛନ୍ତି। ଭିଡିଓ କନଫରେନ୍ସ…

ଏବେ ବି ସଂକଟାପନ୍ନ ରହିଛି କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥା: କୌଣସି ଚିକିତ୍ସାକୁ ତାଙ୍କ ଶରୀର ଗ୍ରହଣ…

କନକ ବ୍ୟୁରୋ: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁନାହିଁ । ଏନେଇ ଅଭିନେତାଙ୍କ ପରିବାର ତରଫରୁ ସ୍ପଷ୍ଟ କରାଯାଇଛି । ସେହିପରି ଚିକିତ୍ସା ର ରେସପଣ୍ଡ କରୁନଥିବା ନେଇ ହସ୍ପିଟାଲ ସୁତ୍ରରୁ କୁହାଯାଇଛି । ରାଜୁ ଶ୍ରୀବାସ୍ତବ ଗତ କିଛି ଦିନ…