Daily Archives

August 27, 2022

ଟି-୨୦ ବିଶ୍ୱକପ ପରାଜୟର ପ୍ରତିଶୋଧ ନେଇପାରିବ ତ ଟିମ୍ ଇଣ୍ଡିଆ ? ଆସନ୍ତାକାଲି ଏସିଆ କପରେ ଭେଟାଭେଟି ହେବେ…

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ୍ ହାରର ବଦଲା । ପଡିଆ ମଝିରେ ପୂର୍ବ ପରାଜୟର ପ୍ରତିଶୋଧ । ଆସନ୍ତାକାଲି ଏସିଆ କପରେ ପାକିସ୍ତାନକୁ ଧୂଳି ଚଟେଇବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ । ଆଉ ଏକ ବଡ ବିଜୟରୁ ଏସିଆ କପ୍ ଅଭିଯାନ ଆରମ୍ଭ କରିବାକୁ ଟାର୍ଗେଟ କରିଛି ରୋହିତ ବାହିନୀ । ଦୀର୍ଘ ୧୦ ମାସ…

ସାବଧାନ! ବନ୍ୟା ଛାଡିଛି ବନ୍ୟାବିପନ୍ନଙ୍କ ପାଇଁ ଜରୁରୀ ସୂଚନା…

କନକ ବ୍ୟୁରୋ: ବନ୍ୟାରେ ବୁଡିଛି ଅଧା ଓଡିଶା । ବନ୍ୟା ଜଳର ତାଣ୍ଡବ ଟିକେ କମିଥିଲେ ହେଁ ଏବେବି କମିନି ଲୋକଙ୍କ ଦୁର୍ଦ୍ଦଶା । ନାହିଁ ନଥିବା ଦୁଃଖରେ ଦିନ କାଟୁଛନ୍ତି ବନ୍ୟା ବିପନ୍ନ । କେଉଁଠି ଗାଁ ଦାଣ୍ଡରେ ଛାତିଏ ପାଣି ଥିବାରୁ ଲୋକେ ଛାତରେ ରହିଛନ୍ତି ତ କେଉଁଠି ଘରଦ୍ୱାର ଏବେବି ଜଳ ଘେରରେ…

ଖୋଲୁଛି ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ରହସ୍ୟ । ମୃତ୍ୟୁ ପଛରେ ସମ୍ପତ୍ତି ହଡ଼ପର ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ…

କନକ ବ୍ୟୁରୋ: ଘନଉଛି ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାର ସୋନାଲି ଫୋଗାଟଙ୍କ ମୃତ୍ୟୁ ରହସ୍ୟ । ୨୩ ଅଗଷ୍ଟକୁ ଗୋଆରେ ହୃଦଘାତରେ ହୋଇନଥିଲା ସୋନାଲିଙ୍କ ମୃତ୍ୟୁ ବରଂ ତାଙ୍କ ମୃତ୍ୟୁ ଏକ ପ୍ରାୟୋଜିତ ହତ୍ୟା । ସୋନାଲିଙ୍କ ମୃତ୍ୟୁର ତଦନ୍ତ ଯେତିକି ଆଗଉଛି, ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠି…

ସ୍ମାର୍ଟ ଇଣ୍ଡିଆ ହାକାଥନରେ ବାଜି ମାରିଲା ‘ସ୍ପାର୍କ ଅଫ୍ ଫ୍ୟୁଚର’ ଟିମ୍ । ହେଲିଅସ୍ ପ୍ରକଳ୍ପକୁ ଉଚ୍ଚ ପ୍ରଶଂସା

କନକ ବ୍ୟୁରୋ : ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଯାଇଛି ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୨ । ଏଥିରେ ‘ସ୍ପାର୍କ ଅଫ୍ ଫ୍ୟୁଚର’ ଟିମ୍ ବିଜେତା ହେବାର ଗୌରବ ହାସଲ କରିଛି । ଏହି ଦଳର ସଦସ୍ୟ ନିଶାନ୍ତ କାର୍ତ୍ତିର୍କ ନାୟକ, ଶିବମ୍ ସୁନ୍ଦର ମହାକୁଡ ଏବଂ ସୀମରନ ମିଶ୍ରଙ୍କ ଦ୍ୱାରା ପ୍ରସ୍ତୁତ…

କନ୍ଧମାଳ ଜି-ଉଦୟଗିରି ଥାନା ଏସଆଇ ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘନେଇଲା ସବ୍ ଇନ୍ସପେକ୍ଟରଙ୍କ…

କନକ ବ୍ୟୁରୋ: କନ୍ଧମାଳ ଜି ଉଦୟଗିରି ଥାନା ମହିଳା ଏସଆଇଙ୍କ ମୃତଦେହ ଉଦ୍ଧାର । ସରକାରୀ କ୍ୱାଟର୍ସରୁ ଝୁଲନ୍ତା ଅବସ୍ଥାରେ ସବ ଇନସପେକ୍ଟର ସ୍ୱାଗତିକା ବେହେରାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ସ୍ୱାଗତିକା ଏକା ରହୁଥିବା ବେଳେ କେଉଁ କାରଣରୁ ଏଭଳି ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟ…