Daily Archives

August 8, 2022

ଏସିଆ କପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ପଢନ୍ତୁ, ଦଳରେ ସ୍ଥାନ ପାଇଲେ କେଉଁ କେଉଁ ଖେଳାଳି…

କନକ ବ୍ୟୁରୋ: ଏସିଆ କପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୬ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ତେବେ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଓ ହର୍ଷଲ ପଟେଲଙ୍କୁ ଦଳରେ ସାମିଲ କରାଯାଇନି । ଆହତ ଜନିତ ସମସ୍ୟା କାରଣରୁ ଦୁହିଁଙ୍କୁ ଦଳଠାରୁ ଦୂରରେ ରଖାଯାଇଛି । ଅନ୍ୟପଟେ…

ଦିଲ୍ଲୀ ଆସି ମୋଦୀଙ୍କୁ ଭେଟିଲେ ମମତା । ହେଲେ ବିରୋଧୀ ନେତାଙ୍କୁ ଦେଖାକଲେନି ଦିଦି । ଇଡି ଭୟରେ ମୁଣ୍ଡ ନୁଆଁଇଲେ କି…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ବିରୋଧୀ ମମତା ବାନାର୍ଜୀ । ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟିକା ଟିପ୍ପଣୀ କରୁଥିବା ଦୁଇ ନେତା ପ୍ରଥମେ ପରସ୍ପରକୁ ସାକ୍ଷାତ କରିଥିଲେ । ଏହାପରେ ରବିବାର ନୀତି ଆୟୋଗ ବୈଠକରେ ଯୋଗ ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଯଦିଓ…

ଦୁଷ୍କର୍ମ ମାମଲାକୁ ନେଇ ଗେହଲଟଙ୍କ ବିବାଦୀୟ ବୟାନ । ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲା ବିଜେପି ।

କନକ ବ୍ୟୁରୋ: ଦେଶରେ ଦୁଷ୍କର୍ମ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ଦୁଷ୍କର୍ମକୁ ନେଇ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ବିଜେପି ତାଙ୍କୁ ଖୁବ୍ ସମାଲୋଚନା କରିଛି । ମୁଖ୍ୟମନ୍ତ୍ରୀ ଗେହଲଟ୍ କହିଛନ୍ତି, ନିର୍ଭୟା କାଣ୍ଡ ପରେ ସବୁ…

ବିଜେଡି ଫୋକସରେ ମୟୂରଭଞ୍ଜ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ବିଜେପିକୁ ଚେକ୍ ଦେବାକୁ ବିଜେଡିର ରଣନୀତି ।

କନକ ବ୍ୟୁରୋ: ବିଜେଡି ଓ ବିଜେପିର ଫୋକସରେ ମୟୂରଭଞ୍ଜ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜରେ ସମରସଜ୍ଜା ଆରମ୍ଭ କରିଛନ୍ତି ଉଭୟ ବିଜେଡି ଓ ବିଜେପି । ୨୦୨୪ରେ ମୟୂରଭଞ୍ଜରେ ବିଜେପି ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଥିବା ବେଳେ ଏହାକୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତ କରିଛି…

ଭାରତକୁ ବଡ ଝଟକା: ଏସିଆ କପରୁ ବାଦ ପଡିଲେ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରାହ!

କନକ ବ୍ୟୁରୋ: ଏସିଆ କପ ପୂର୍ବରୁ ଭାରତୀୟ କ୍ରିକେଟ ଟିମକୁ ବଡ ଝଟକା ଲାଗିଛି । ଏସିଆ କପରୁ ବାଦ ପଡିଛନ୍ତି ଭାରତୀୟ ଷ୍ଟାର ପେସ ବୋଲର ଯଶପ୍ରୀତ ବୁମହାର । ଏନେଇ ଏକ ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଛି । ପିଠିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଏସିଆ କପରୁ ବାହାର ହେବାକୁ ପଡିଥିବା ଜଣାପଡିଛି ।…