Daily Archives

August 30, 2022

ଭାରତ-ବ୍ରାଜିଲ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ। ମିଳିତଭାବେ କାମ କଲେ ଶିକ୍ଷା ଓ ଦକ୍ଷତାର ପୁନଃରୁଦ୍ଧାର ହେବ: ଧର୍ମେନ୍ଦ୍ର…

କନକ ବ୍ୟୁରୋ: ଭାରତ-ବ୍ରାଜିଲ ମଧ୍ୟରେ ଶିକ୍ଷା ଓ ଗବେଷଣାକୁ  ଅଧିକ ମଜଭୁତ କରାଯିବ ।  ଇଣ୍ଡୋନେସିଆର ବାଲିରେ  ବ୍ରାଜିଲର ଶିକ୍ଷାମନ୍ତ୍ରୀ  ଭିକ୍ଟୋର  ଗୋଡୋଏ ୱେଗାଇସ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ପରେ ଏ ନେଇ ସହମତି ପ୍ରକାଶ ପାଇଛି । ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ମିଳିତ ୱାର୍କିଂ ଗ୍ରୁପର…

ଝାଡ଼ଖଣ୍ଡ ସରକାରଙ୍କୁ ଘୋଡା ବେପାର ଭୟ। ରାଞ୍ଚିରୁ ରାୟପୁର ଗଲେ ମେଣ୍ଟ ସରକାରର ବିଧାୟକ।

କନକ ବ୍ୟୁରୋ: ବିଧାୟକଙ୍କୁ ନେଇ ଛତିଶଗଡ ଯାଉଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ମଙ୍ଗଳବାର ମେଣ୍ଟ ସରକାରର ବିଧାୟକଙ୍କ ସହ ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ସୋରେନ । ପରେ ମୁଖ୍ୟମନ୍ତ୍ରୀ ଆବାସରୁ ବସ ଯୋଗେ ସିଧା ରାଞ୍ଚି ବିମାନବନ୍ଦରରେ ପହଁଚିଛନ୍ତି ମେଣ୍ଟ ସରକାରର ୪୦ ବିଧାୟକ ।…

ଦେଶରେ ବୃଦ୍ଧି ପାଉଛି ଆତ୍ମହତ୍ୟା ମାମଲା। ୨୦୨୦ ତୁଳନାରେ ୨୦୨୧ରେ ୭.୨ ପ୍ରତିଶତ ମାମଲା ବୃଦ୍ଧି।

କନକ ବ୍ୟୁରୋ: ଦେଶରେ ବଢୁଛି ଆତ୍ମହତ୍ୟା ମାମଲା । ବିଭିନ୍ନ ସମସ୍ୟା, ମାନସିକଚାପ ଦେଇ ଗତି କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଯେତିକି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି ସେତିକି ମାନସିକ ଅସୁସ୍ଥତା ମଧ୍ୟ ପରିଲିକ୍ଷିତ ହେଉଛି । ଏହା ଭିତରେ ନ୍ୟାଶନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ଏକ ଚାଞ୍ଚଲ୍ୟକର…

ରୋଚକ ମୋଡରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା। ସିବିଆଇ ସ୍କାନରରେ ସିସୋଦିଆଙ୍କ ବ୍ୟାଙ୍କ ଆକାଉଣ୍ଟ

କନକ ବ୍ୟୁରୋ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘର ଓ କାର୍ଯ୍ୟାଳୟ ଉପରେ ସିବିଆଇ ଚଢାଉ ପରେ ଏବେ ବ୍ୟାଙ୍କ ଆକାଉଣ୍ଟରେ କରିଛି ଚଢାଉ । ସବୁଠୁ ବଡ କଥା ହେଉଛି ଯାଞ୍ଚ ସମୟରେ ସିବିଆଇ ଟିମ ସହ ନିଜେ ସିସୋଦିଆ ଓ ତାଙ୍କ ପତ୍ନୀ ବ୍ୟାଙ୍କରେ ପହଁଚିଥିଲେ । ୩ଘଣ୍ଟାର ଖୋଲତାଡ ପରେ ଖାଲି…

ଝାଡ଼ଖଣ୍ଡ ଦୁମକା ହତ୍ୟା ମାମଲାର ତଦନ୍ତ କରିବ ଏସଆଇଟି: ମୃତ ନାବାଳିକାଙ୍କ ପରିବାରକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ଝାଡ଼ଖଣ୍ଡ ଦୁମକା ନାବାଳିକା ହତ୍ୟା ମାମଲାର ତଦନ୍ତ କରିବ ଏସଆଇଟି । ରାଜ୍ୟ ସରକାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କରିଛନ୍ତି । ସେପଟେ ଘଟଣାସ୍ଥଳରେ ପହଁଚି ସୁରାକ ସଂଗ୍ରହ କରିଛି ଏଫଏସଏଲ ଟିମ୍ । ମାମଲା ଉପରେ ମଙ୍ଗଳବାର ଶୁଣାଣୀ କରିଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ । ହତ୍ୟା ମାମଲାର…