Daily Archives

August 22, 2022

ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ, ଚାଲିଛି ବନ୍ୟା ବିତ୍ପାତ: ୮ରାଜ୍ୟରେ ବର୍ଷା ସାଙ୍ଗକୁ ବନ୍ୟା ବିଭୀଷୀକା

କନକ ବ୍ୟୁରୋ: ଉତରଭାରତରେ ବର୍ଷା ସାଙ୍ଗକୁ ବନ୍ୟା କାଳ । ତାହୀମାମ୍ ଡାକୁଛି ଜନଜୀବନ । ୮ଟି ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା, ଭୁସ୍ଖଳନ ଓ ବାଦଲଫଟା ବର୍ଷା ଯୋଗୁଁ ଦିନକୁ ଦିନ ସ୍ଥିତି ସଂଗୀନ ହୋଇପଡିଛି । ୩ଦିନ ଭିତରେ ୫୦ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ନିଖୋଜ ରହିଛନ୍ତି…

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଦାବି: କହିଲେ ବିଜେପି ଦେଇଛି ବଡ ଅଫର, ପାଲଟା ଜବାବ ରଖିଲା ବିଜେପି

କନକ ବ୍ୟୁରୋ: ସୋମବାର ସକାଳୁ ନିଜର ଟ୍ୱିଟର ପେଜରେ ଏଭଳି କିଛି କଥା ଲେଖି ନୂଆ ଦାବି କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ । ବିଜେପିକୁ ଟାର୍ଗେଟ କରିଛନ୍ତି ମନିଷ ସିସୋଦିଆ । ସିସୋଦିଆ ସ୍ପଷ୍ଟ ଶଦ୍ଧରେ ଲେଖିଛନ୍ତି କି ବିଜେପିଠୁ ତାଙ୍କୁ ମିଳିଛି ବଡ ଅଫର । ଆମ ଆଦମୀ ପାର୍ଟି ଛାଡି ବିଜେପିରେ…

ଦିଲ୍ଲୀ ଜନ୍ତରମନ୍ତରରେ ପୁଣି ଚାଷୀଙ୍କ ମହାମେଳି: ୯ଦଫା ଦାବି ଜଣାଇ ପ୍ରଦର୍ଶନ କଲେ ଶହ ଶହ ସଂଖ୍ୟକ ଚାଷୀ

କନକ ବ୍ୟୁରୋ: ପୁଣି ଦିଲ୍ଳୀ ମୁହାଁ ହୋଇଛନ୍ତି ଚାଷୀ । ଦିଲ୍ଲୀର ଜନ୍ତରମନ୍ତରରେ କୃଷକମାନେ ଦିନକ ପାଇଁ ମହାମେଳି କରିଛନ୍ତି । ଏଥିରେ ସାମିଲ ହୋଇଛନ୍ତି ପାଖାପାଖି ୪୦ ସଂଗଠନ । ବିଭିନ୍ନ ଦାବି ନେଇ ଚାଷୀମାନେ ଏହି ମହାମେଳି କରିଛନ୍ତି । ଚାଷୀଙ୍କ ମୁଖ୍ୟ ଦାବି ହେଉଛି ଏମଏସପି ପାଇଁ ନୂଆ ଆଇନ୍…

ବୁଦ୍ଧ ମୂର୍ତ୍ତି ପଛର ହିଂସ୍ର ବାଘକୁ ନେଇ ତେଜିିଲା ବିବାଦ । ବୌଦ୍ଧ, ବାଘଗୁଡା ଛକରେ ଜିଲ୍ଲା ପ୍ରଶାସନ ତରଫରୁ ହୋଇଛି…

କନକ ବ୍ୟୁରୋ: ବୁଦ୍ଧଦେବଙ୍କ ମୂର୍ତ୍ତି ନିକଟରେ ବାଘକୁ ବିରୋଧ । ଆଉ ଏହି ବାଘ ପାଇଁ ମାମଲା ଅଦାଲତରେ ପହଞ୍ଚିଛି । ବୌଦ୍ଧ ବାଘଗୁଡା ଛକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଦ୍ଧ ପୁର୍ଣ୍ଣିମାରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଏହି ମୂର୍ତ୍ତି ପଛରେ ଏକ ବାଘ ବସିଥିବା ମୂର୍ତ୍ତି…

ମଙ୍ଗ ଧରିବାକୁ ଅରାଜି ରାହୁଲ ଗାନ୍ଧି? ଅଣଗାନ୍ଧି ସଦସ୍ୟ ହେବେ କି କଂଗ୍ରେସ ସଭାପତି?

କନକ ବ୍ୟୁରୋ:୧୩୭ ବର୍ଷ ପୁରୁଣା ଦଳ କଂଗ୍ରେସର ନୂଆ ସଭାପତି କିଏ ହେବ । ଏହାକୁ ନେଇ କଂଗ୍ରେସରେ ମନ୍ଥନ ଆରମ୍ଭ ହୋଇଯାଇଛି । ଆସନ୍ତା ମାସରେ ଦଳ ନୂଆ ସଭାପତି ପାଇବ । ଖବର ଅନୁସାରେ, ବରିଷ୍ଠ ନେତାଙ୍କ ଅନୁରୋଧ ସତ୍ୱେ ରାହୁଲ ଗାନ୍ଧୀ କଂଗ୍ରେସର ସଭାପତି ହେବାକୁ ଚାହୁଁନାହାନ୍ତି । ଅନ୍ୟପଟେ…

ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତାଙ୍କ ମୃତ୍ୟୁ ମାମଲାରେ ଭିନ୍ନ ମୋଡ । ବ୍ଲାକମେଲ କରି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତା…

କନକ ବ୍ୟୁରୋ: ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତାଙ୍କ ମୃତ୍ୟୁ ରହସ୍ୟର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ଶ୍ୱେତା କାହିଁକି ଆତ୍ମହତ୍ୟା କଲେ, ସେନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତିି ପରିବାର । କୁହାଯାଇଛି, ବ୍ଲାକମେଲ ଯୋଗୁଁ ଶ୍ୱେତା ଆତ୍ମହତ୍ୟା କରିଛନ୍ତି ।…