Daily Archives

August 19, 2022

ସ୍ଥଳଭାଗ ଛୁଇଁଲା ଗଭୀର ଅବପାତ, ପ୍ରଭାବରେ ବାଲେଶ୍ୱର, ମୟୂରଭଞ୍ଜରେ ପ୍ରବଳ ବର୍ଷା: ଏସଆରସି

କନକ ବ୍ୟୁରୋ: ବାନ୍ୟା ନେଇ ଏସଆରସିଙ୍କ ପ୍ରେସମିଟ୍ । ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିଛି । ୭ଟାରୁ ୮ଟା ଭିତରେ ଏହା ପଶ୍ଚିମବଙ୍ଗ ଦୀଘା ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି । ଏହାର ପ୍ରଭାବରେ ଉତ୍ତର ବାଲେଶ୍ୱରରେ ବର୍ଷା ଲାଗିରହିଛି । ମୟୂରଭଞ୍ଜ ଓ ଭଦ୍ରକରେ ମଧ୍ୟ…

ଭାରତ-ଚୀନ ସର୍ମ୍ପକକୁ ନେଇ ଭାରତୀୟ ବୈଦେଶିକମନ୍ତ୍ରୀଙ୍କ ବଡ ବୟାନ: କହିଲେ କଠିନ ସମୟ ଦେଇ ଗତି କରୁଛି ଦୁଇ ଦେଶର…

କନକ ବ୍ୟୁରୋ: ଭାରତ-ଚୀନ ସର୍ମ୍ପକକୁ ନେଇ ବଡ ବୟାନ ରଖିଛନ୍ତି ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଦୁଇ ଦେଶର ସର୍ମ୍ପକ କଠିନ ସ୍ଥିତି ଦେଇ ଗତି କରୁଥିବା ସ୍ପଷ୍ଟ ଶଦ୍ଧରେ କହିଛନ୍ତି ଏସ ଜୟଶଙ୍କର । ଭାରତ ଓ ଚୀନ ମଧ୍ୟରେ ଅନେକ ଥର ସାମରିକ ଓ କୁଟିନୀତିସ୍ତରରେ ଆଲୋଚନା ପରେ ସମାଧାନର ବାଟ…

ଅଷ୍ଟ୍ରେଲିଆରେ ବିଶାଳ ମିଳିତ ସମରାଭ୍ୟାସ ଆରମ୍ଭ: ଭାରତ ସମେତ ୧୭ ଦେଶ ସେନା ସାମିଲ

କନକ ବ୍ୟୁରୋ: ଚୀନ-ତାଇୱାନ ବିବାଦ ଭିତରେ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି ବିଶାଳ ମିଳିତ ଯୁଦ୍ଧାଭ୍ୟାସ । ଏହି ସମରାଭ୍ୟାସରେ ଭାରତ ସମେତ ୧୭ ଦେଶ ସାମିଲ ହୋଇଛନ୍ତି । ୧୭ ଦେଶର ୧୦୦ଟି ଯୁଦ୍ଧ ବିମାନ ଉଚ୍ଚ ଆକାଶରେ ନିଜର ପରାକ୍ରମ ଦେଖାଉଛନ୍ତି । ଏହି ମିଲିଟାରୀ ଡ୍ରିଲ ଅଗଷ୍ଟ ୧୯ରୁ ଆରମ୍ଭ ହୋଇ…

ଭାରତ ମହାସାଗରରେ ଚୀନର ୩ ନୌସେନା ଘାଟି: ସାଟେଲାଇଟ ଜରିଆରୁ ସ୍ପଷ୍ଟ ହେଲା ଚିତ୍ର

କନକ ବ୍ୟୁରୋ: ପୁଣି ଥରେ ଧରା ପଡିଛି ଚୀନର ଚାଲ । ଏଲଏସିରେ ଭାରତ ବିରୋଧୀ ଗତିବିଧି କରୁଥିବା ଚୀନ ଏବେ ଗଭୀର ସମୁଦ୍ର ଭିତରେ ନୂଆ ଷଡଯନ୍ତ୍ର କରୁଛି । ଯାହାକୁ ଧରିଛି ସାଟେଲାଇଟ ଫଟୋ । ଭାରତ ମହାସାଗରରେ ଚୀନର ୩ ନୌସେନା ଘାଟି ଥିବା ସାଟେଲାଇଟ ଫଟୋରୁ ଜଣାପଡିଛି । କେବଳ ସେତିକି ନୁହେଁ…

ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଲା ଦିଲ୍ଲୀ ସ୍କୁଲ ମଡେଲ: ବିଜେପି କହିଲା ଟଙ୍କା ଦେଇ ଏକାଧିକ ଗଣମାଧ୍ୟମରେ ରିପୋର୍ଟ…

କନକ ବ୍ୟୁରୋ: ଦିଲ୍ଲୀ ଶିକ୍ଷା ମଡେଲକୁ ନେଇ ଆମେରିକାରର ସବୁଠୁ ବଡ ଖବରକାଗଜ ନ୍ୟୁ ୟର୍କ ଟାଇମ୍ସରେ ଏକ ଖବର ପ୍ରକାଶ ପାଇଛି । ଖବରକାଗଜର ପ୍ରଥମ ପୃଷ୍ଠାରେ ଦିଲ୍ଲୀ ଶିକ୍ଷା ମଡେଲର ଭୁରି ଭୁରି ପ୍ରଂଶସା ମଧ୍ୟ କରାଯାଇଛି । ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନିଷ ଶିସୋଦିଆଙ୍କ ଏକ ଫଟୋ ମଧ୍ୟ ସ୍ଥାନିତ…