Daily Archives

August 17, 2022

ଦେଶର ବିଭିନ୍ନ ସ୍ଥାନରେ ପାଣି ଘେରରେ ଲୋକ। ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡରେ ସ୍ଥିତି ସଙ୍ଗୀନ।

କନକ ବ୍ୟୁରୋ: ପ୍ରବଳ ବର୍ଷା, ବନ୍ୟା ଓ ତାର ପ୍ରଳୟଙ୍କାରୀ ରୂପ । ଦେଶର ବିଭିନ୍ନ ସ୍ଥାନରେ ଏବେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହା ସହ ଜଳବନ୍ଦୀରେ ଜୀବନ କାଟୁଛନ୍ତି ଅଧିକାଂଶ ଲୋକେ । ଯେଉଁ ଆଡ଼େ ଦେଖିବ ପାଣି ହିଁ ପାଣି । ଘରଦ୍ୱାର, ରାସ୍ତାଘାଟ ସବୁଠି ଜଳମୟ ।…

ଜ୍ୟାକଲିନଙ୍କ ବଢିଲା ଅଡୁଆ। ଅଭିନେତ୍ରୀଙ୍କୁ ଅଭିଯୁକ୍ତ କହିଲା ଇଡି।

କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢିଛି । କନମ୍ୟାନ ସୁକେଶ ଚନ୍ଦ୍ର ଶେଖର ମାମଲାରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୨୧୫କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକଲିନ ଜଣେ ହିତାଧିକାରୀ ଥିଲେ ବୋଲି କୋର୍ଟରେ କହିଛି ଇଡି । ଇଡି…

ବିଲକିସ ବାନୋ ମାମଲାରେ ଦୋଷୀଙ୍କୁ ମିଳିଲା ଜାମିନ। ଗୁଜରାଟ ସରକାରଙ୍କୁ ଘେରିଲେ ବିରୋଧୀ। 

କନକ ବ୍ୟୁରୋ: ବହୁଚର୍ଚ୍ଚିତ ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଜାମିନ ଦେବା ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । କଂଗ୍ରେସ ଏ ପ୍ରସଙ୍ଗରେ ଲଗାତର କେନ୍ଦ୍ର ସରକାରକୁ ଟାର୍ଗେଟ୍ କରିଆସୁଛି । ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ସରକାରଙ୍କ ଉପରେ ଜୋରଦାର ହମଲା କରିଛନ୍ତି…

ଘରେ ପାଣି ପଶିଯିବା ପରେ ଜୀବନ ବିକଳରେ ଘର ଛାଡିଲେ ଲୋକ: ସାରାରାତି ରହିଲେ ବନ୍ୟା ଘେରରେ

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାର ତଳିଆ ଅଂଚଳରେ ରାଜୁଆ ନଦୀର ପାଣି ପଶିବାରୁ ପାଖାପାଖି ୩ଟି ପଂଚାୟତ ପ୍ରଭାବିତ ହୋଇଛି । ୧୦ରୁ ୧୫ ହଜାର ଲୋକ ବନ୍ୟା ପାଣି ଘେରରେ ରହିଥିବାବେଳେ ଉରୁମି ଗାଁରେ ପହଂଚିଥିଲା କନକ ନ୍ୟୁଜ । ଆଉ ରାତିରେ କିଭଳି ଜୀବନ ବିକଳରେ ଲୋକ ଘର ଛାଡୁଛନ୍ତି ତାହା ଦେଖିବାକୁ…

ଆଜି ରାତି ଗୁରୁତ୍ୱପୂର୍ଣ୍ଣ, ସମସ୍ତେ ରୁହନ୍ତୁ ସତର୍କ : ଏସଆରସି 

କନକ ବ୍ୟୁରୋ: ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନା ବିସ୍ତୁତ ସୂଚନା ଦେଇଛନ୍ତି । ମୁଣ୍ଡଳୀରେ ଧିରେ ଧିରେ ହ୍ରାସ ପାଉଛି ଜଳସ୍ତର । ୪ଟି ଜିଲ୍ଲାରେ ପିକ୍ ଫ୍ଲଡ କମିବା ଆରମ୍ଭ ହୋଇସାରିଛି । କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଜିଲ୍ଲାର ତଳିଆ ଅଞ୍ଚଳରେ ପିକ୍ ଫ୍ଲଡ କମିବାରେ…