Monthly Archives

August 2022

ରେଶମ ସହରରେ ବଢୁଛି ନକଲି କାରବାର। ବ୍ରହ୍ମପୁର ସଦର ଥାନା ପୋଲିସ ଦ୍ୱାରା ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ।

କନକ ବ୍ୟୁରୋ: ବ୍ରହ୍ମପୁର ସଦର ଥାନା ପୋଲିସ ଦ୍ୱାରା ବିପୁଳ ପରିମାଣର ନକଲି ଗୁଟଖା ଜବତ । ଥାନାଠାରୁ ମାତ୍ର ୧କିଲୋମିଟର ଦୂର ବାଉଁସିଆପଲ୍ଲୀ ଗାଁରେ ଚଳାଇଥିଲେ ଫ୍ୟାକ୍ଟ୍ରି । ସ୍ଥାନୀୟ ଗୁଟଖା ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କ ୩ଟି ଗୋଦାମରେ ଚଢ଼ାଉ କରିଛି ପୋଲିସ । ଏହି ଚଢ଼ାଉରେ ୧ ଶହରୁ ଉର୍ଦ୍ଧ…

ଅଗ୍ରପୂଜ୍ୟ ଗଜାନନଙ୍କ ଆରାଧନା। ବାଲେଶ୍ୱରରେ ଆଡମ୍ବରରେ ପାଳିତ ହେଉଛି ଗଣେଶ ପୂଜା। 

କନକ ବ୍ୟୁରୋ: ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ଆରାଧନା । ଦୁଇବର୍ଷ ପରେ ମହାଆଡମ୍ବରରେ ପାଳନ ହେଉଛି ଗଣେଶ ପୂଜା । ସିଦ୍ଧି ଓ ବୁଦ୍ଧିର ଦେବତାଙ୍କ ଆବାହନ କରାଯାଇଛି । ପ୍ରତିଟି ଗଳିକନ୍ଦିରେ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ତୋରଣ ସମସ୍ତଙ୍କ ମନମୋହୁଛି । କରୋନା ଯୋଗୁଁ ଦୁଇ ବର୍ଷ ଧରି ଗଣେଶ ପୂଜା…

ନୂଆଁଖାଇକୁ ଭିନ୍ନ ଢଙ୍ଗରେ ପାଳନ କରନ୍ତି ସୁନ୍ଦରଗଡର ଆଦିବାସୀ । ପୂର୍ବପୁରୁଷଙ୍କ ପାଖରେ ଲାଗି କରନ୍ତି ନବାନ୍ନ ।

କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲାର ଆଦିବାସୀମାନଙ୍କ ନୂଆଁଖାଇରେ ରହିଥାଏ କିଛିଟା ଭିନ୍ନତା । ଆଜିଠାରୁ ସୁନ୍ଦରଗଡରେ ଆରମ୍ଭ ହୋଇଗଲାଣି ପର୍ବ । ଆଦିବାସୀ ସମ୍ପ୍ରଦାୟର ଲୋକେ ନୂଆଁଖାଇର ଗୋଟିଏ ଦିନ ପୂର୍ବରୁ ହିଁ ଉତ୍ସବ ପାଳନ ଆରମ୍ଭ କରିଦେଇଥାନ୍ତି । ସାରା ପଶ୍ଚିମ ଓଡିଶା ନିଜ ଇଷ୍ଟ…

ନୂଆଁଖାଇ ପାଇଁ ସରିଛି ପ୍ରସ୍ତୁତି। ସମ୍ବଲପୁର ସମଲେଇ ମନ୍ଦିରରେ ସିନ୍ଦୁର ଲଗେଇଲେ ପାଶ୍ୱର୍ ଦେବାଦେବୀ।

କନକ ବ୍ୟୁରୋ: ରାତି ପାହିଲେ ପଶ୍ଚିମ ଓଡିଶାର ଗଣପର୍ବ ନୂଅଖାଇ । ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ଆସନ୍ତାକାଲି ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ପାଳନ ହେବ ନୂଆଁଖାଇ । ଏଥିପାଇଁ ସମ୍ବଲପୁର ସମଲେଇ ମନ୍ଦିରରେ ନବାନ୍ନ ଲାଗି ପାଇଁ ଆଜି ସମସ୍ତ ୧୧୫ ପାଶ୍ୱର୍…

ଭଦ୍ରକ ଧାମନଗରରେ ବିବାଦ ଯୋଗୁଁ ମଣ୍ଡପରେ ପଡିଲା ତାଲା, ବନ୍ଦ ରହିଲା ପୂଜା। 

କନକ ବ୍ୟୁରୋ: ପୂଜା ଆଗରୁ ମଣ୍ଡପରେ ପଡିଲା ତାଲା । ଗଣେଷ ମୂର୍ତି ରଖି ପୂଜା କରିବା ବଦଳରେ ମଣ୍ଡପ ଆଗରେ ଜଗି ରହିଲା ପୁଲିସ । ପୂଜା ପୂର୍ବ ରାତିରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଯୋଗୁଁ ଆଜି ଏଭଳି ସ୍ଥିତି ସୃ୍ଷ୍ଟି ହୋଇଛି । ପୂଜା ମଣ୍ଡପରେ ୧୪୪ ଧାରା ଜାରି କରାଯାଇଛି । ଭଦ୍ରକ ଜିଲ୍ଲା ଧାମନଗର…

ବିବାଦ ଯୋଗୁଁ ପୂଜାମଣ୍ଡପରେ ୧୪୪ ଧାରା ଜାରି। ଅସ୍ତରଙ୍ଗରେ ଥାନା ଅଧିକାରୀ ଓ ତହସିଲଦାରଙ୍କ ଉପସ୍ଥିତିରେ ହେଲା ଗଣେଷ…

କନକ ବ୍ୟୁରୋ: କଟକଣା ଭିତରେ ଗଣେଷ ପୂଜା । ବିବାଦ ପରେ ପୂଜାମଣ୍ଡପରେ ଲାଗିଛି ୧୪୪ ଧାରା । ପାର୍କ ଭିତରେ ହେଲା ଗଣେଶ ପୂଜା । ବିବାଦ ଭିତରେ ୧୪୪ ଧାରା ବଳତ୍ତର ରହିଛି । କଟକଣା ଯୋଗୁଁ ପୁଲିସ ଛାଉଣୀ ଭିତରେ ଅଗ୍ରପୂଜ୍ୟଙ୍କ ପୂଜା କରାଯାଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗରେ ନୂଆଗଡ ପଞ୍ଚାୟତ…