ଦେଓମାଳି କାହାର ସେ ନେଇ ଆରମ୍ଭ ହେଲା ଚର୍ଚ୍ଚା: ମନ୍ତ୍ରୀ କହିଲେ, ରାଜସ୍ୱ ଓ ଜଙ୍ଗଲ ବିଭାଗ ରେକର୍ଡରେ ନାହିଁ ତଥ୍ୟ
କନକ ବ୍ୟୁରୋ: ଦେଓମ।ଳିକୁ ନେଇ ପୁଣି ମୁହଁ ଖୋଲିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ଦେଓମାଳି ନେଇ ଓଡିଶାରେ କୌଣସି ସୀମା ବିବାଦ ନାହିଁ । ରେକର୍ଡ କହୁଛି, ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗ ଖାତାରେ ତଥ୍ୟ ନାହିଁ । ତେବେ ପର୍ବତମାଳ ପରେ ଥିବା ଗାଁଗୁଡିକ ଓଡିଶାରେ ଅଛି । କିଭଳି…