Daily Archives

August 26, 2022

ମୁଖ୍ୟମନ୍ତ୍ରୀଙ୍କ ମିଛ ଭିଡିଓକୁ ନେଇ ବିଜେଡି ଖପ୍ପା । ଖୋଖୋ ମ୍ୟାଚ ଦେଖି ତାଳି ମାରୁଥିଲେ ନବୀନ । ହେଲେ ମିଛ ଭିଡିଓରେ…

କନକ ବ୍ୟୁରୋ: ଅନେକ ଭିଡିଓକୁ ବେଆଇନ ଭାବେ ଏଡିଟିଂ କରି ସୋସିଆଲ୍ ମିଡିଆରେ ଭାଇରାଲ କରାଯାଉଥିବା ଆପଣ ଦେଖିଥିବେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ଏଡିଟିଂ କରି ଭାଇରାଲ କରାଯାଉଛି । ଅଲଟିମେଣ୍ଟ ଖୋଖୋ ମ୍ୟାଚ୍ ଦେଖି ମୁଖ୍ୟମନ୍ତ୍ରୀ ତାଳି ମାରୁଥିଲେ । କିନ୍ତୁ ମିଛ…

ରାଜନୈତିକ ଦଳକୁ ଅଜଣା ସ୍ରୋତରୁ ହେଉଛି ଟଙ୍କା ବର୍ଷା । ୧୬ ବର୍ଷରେ ଜାତୀୟ ଦଳକୁ ମିଳିଛି ୧୫ ହଜାର କୋଟିରୁ ଅଧିକ

କନକ ବ୍ୟୁରୋ: ରାଜନୈତିକ ଦଳକୁ ଅଜଣା ସ୍ରୋତରୁ କେତେ ଟଙ୍କା ମିଳିଛି, ଏ ନେଇ ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ ବା ଏଡିଆର୍ ରିପୋର୍ଟ ପ୍ରକାଶ କରିଛି । ନିର୍ବାଚନ କମିସନଙ୍କ ନିକଟରେ ରାଜନୈତିକ ଦଳ ଦାଖଲ କରିଥିବା ଆଇଟି ରିଟର୍ଣ୍ଣସ ଓ ଡୋନେସନ୍ ଷ୍ଟେଟମେଣ୍ଟ ଆଧାରରେ ଏହି ତଥ୍ୟ…

ଏମ୍ସ ନାମ ପରିବର୍ତ୍ତନ କରିବାକୁ ନେଇ ବିବାଦ । ୨୦୦୩ରେ ନେତାଜୀଙ୍କ ନାମରେ କରାଯାଇଥିଲା ନାମିତ । ଏବେ ନୂଆ ନାମ ରହିବ…

କନକ ବ୍ୟୁରୋ: ଭୁବନେଶ୍ୱର ଏମ୍ସର ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ପ୍ରସ୍ତାବ ମାଗିବା ପରେ ବଢିବାରେ ଲାଗିଛି ବିବାଦ । ୨୦୦୩ରେ ଏମ୍ସ ପ୍ରତିଷ୍ଠା ହେଲା ବେଳେ ଏହାକୁ ନେତାଜୀ ସୁବାଷ ବୋଷଙ୍କ ନାମରେ କରାଯାଇଥିଲା । ହେଲେ କଂଗ୍ରେସ ସରକାର କାଳରେ ନେତାଜୀଙ୍କ ନାଁକୁ ହଟାଇ କେବଳ ଏମ୍ସ…

ରାଜଧାନୀରେ ସ୍ତ୍ରୀ ଆତ୍ମହତ୍ୟା ମାମଲାରେ ସନ୍ଦେହ ଘେରରେ ସ୍ୱାମୀ । ସିସିଟିଭ୍ ଫୁଟେଜ ସାମ୍ନାକୁ ଆସିବା ପରେ ବଢିଲା…

କନକ ବ୍ୟୁରୋ: ପ୍ରଜ୍ଞା ପାରମିତାଙ୍କ ଆତ୍ମହତ୍ୟା ପୂର୍ବର ସିସିଟିଭି ଭିଡିଓ, ତାଙ୍କ ସ୍ୱାମୀ ସତ୍ୟ ଧଳଙ୍କୁ ସନ୍ଦେହ ଘେରକୁ ଟାଣି ଆଣିଛି । ରାତିରେ ପଡୋଶୀଙ୍କ ଘରକୁ ଭୋଜି କରିବାକୁ ଯାଇ ସକାଳୁ ଘରକୁ ଫେରିଥିଲେ ପ୍ରଜ୍ଞା । ପରେ ପରେ ପଡୋଶୀ ମହିଳା ବାରମ୍ବାର ତାଙ୍କ ଘରକୁ ଆସୁଥିବା ଚିତ୍ର…

ବ୍ରହ୍ମପୁର ବଡ ମେଡିକାଲରେ ଲାଗିଲା ନିଆଁ । ରୋଗୀ ହେଲେ ଛାନିଆ । ସାମନାକୁ ଆସିଲା ଗୁରୁତର ରୋଗୀଙ୍କ ଅସହାୟ ଚିତ୍ର ।

କନକ ବ୍ୟୁରୋ: ବ୍ରହ୍ମପୁର ବଡ ମେଡିକାଲ ଏମକେସିଜିର ସୁପରସ୍ପେଶାଲିଟି କୋଠାର ପଞ୍ଚମ ମହଲାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଧୂଆଁ ଦେଖିବା ପରେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସୁରକ୍ଷାକର୍ମୀ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁଙ୍କୁ ଆୟତ୍ତ କରିବା କାର୍ଯ୍ୟରେ…