ଦିଲ୍ଲୀରେ ମୋଦୀଙ୍କୁ ଭେଟିଲେ ମମତା । ଇଡି ତନଘନା ବେଳେ ଦିଦିଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ।
କନକ ବ୍ୟୁରୋ: ନୂଆଦିଲ୍ଲୀରେ ମୋଦୀଙ୍କୁ ଭେଟିଛନ୍ତି ମମତା । ପଶ୍ଚିମବଙ୍ଗରେ ମମତାଙ୍କ ଏକଦା ଘନିଷ୍ଠ ସହଯୋଗୀ ଥିବା ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି ଏବଂ ଶିକ୍ଷକ ନିଯୁକ୍ତି ସ୍କାମର ତଦନ୍ତ କରୁଛି । ଏହାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ଉଠୁଥିବା ପଡ଼ୁଥିବା ବେଳେ ଦିଲ୍ଲୀରେ…