Daily Archives

August 4, 2022

ଆଖିଡୋଳା ଓ ରେଟିନା ସ୍କାନ ସହ ସଂରକ୍ଷିତ ରଖାଯିବ ଅପରାଧିକ ଜୈବିକ ନମୁନା । ଡାଟାବେସରୁ ସହଜରେ ଚିହ୍ନଟ ହୋଇପାରିବେ…

କନକ ବ୍ୟୁରୋ: ଆଖି କହିବ ଦୋଷୀ କିଏ? ଆଖିରୁ ମିଳିବ ଅପରାଧୀଙ୍କ ସୂଚନା । ଅପରାଧୀ ଚିହ୍ନଟ ହେବେ ଆଖିର ‘ଆଇରିସ୍ ବା ଆଖି ଡୋଳା’ ଏବଂ ରେଟିନାରୁ । ଗତ ଏପ୍ରିଲ ମାସରେ କ୍ରିମିନାଲ୍ ପ୍ରୋସେଡୁୟର (ଆଇଡେଂଟିଫିକେସନ୍) ଆକ୍ଟ-୨୦୨୨ରେ ପାରିତ ହେବା ପରେ ଆଜିଠାରୁ ଏହା କାର୍ଯ୍ୟକାରୀ ହୋଇଛି ।…

ବହୁ ପୁରୁଣା ଚୀନ୍-ତାଇୱାନ୍ ବିବାଦ । ପଢନ୍ତୁ, ଏହି ବିବାଦ କେତେ ପୁରୁଣା ଓ ଏହା ପଛର କାରଣ କଣ?

କନକ ବ୍ୟୁରୋ: ପୁଣି ଥରେ ମୁହାଁମୁହିଁ ସ୍ଥିତିରେ ଚୀନ ଓ ତାଇୱାନ । ତେବେ ଦୁଇ ଦେଶ ମଧ୍ୟରେ ଏହି ବିବାଦ କିଛି ନୂଆ ନୁହେଁ ବଂର ବେଶ ପୁରୁଣା । ବହୁ ବର୍ଷ ପୂର୍ବରୁ ଚୀନରେ କୁଇଙ୍ଗ ରାଜବଂଶ ଶାସନ କରୁଥିଲା । କ୍ୱିଙ୍ଗ ରାଜବଂଶ ଦୁର୍ବଳ ହେବାରୁ ଜାପାନ ଚୀନ ଉପରେ ଆଖି ପକାଇଥିଲା । ଏହାପରେ…

ସ୍ୱାଧୀନତା ଦିବସ ପାଇଁ ହାଇଆଲର୍ଟ। ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି।

କନକ ବ୍ୟୁରୋ: ଆଗକୁ ସ୍ୱାଧୀନତା ଦିବସ ଓ ଏହି ସମୟରେ ଦେଶର ସମ୍ବେଦନଶୀଳ ସ୍ଥାନରେ ହୋଇପାରେ ବଡ ଧରଣର ଆତଙ୍କୀ ଆକ୍ରମଣ । ଗୁଇନ୍ଦା ବିଭାଗର ସୂଚନା ମିଳିବା ପରେ ଏବେ ଆଲର୍ଟରେ ପୂରା ଦେଶ । ରାଜଧାନୀ ଦିଲ୍ଲୀର ଭିଡ ସ୍ଥାନଗୁଡିକରେ ଦିଲ୍ଲୀ ପୋଲିସ୍ ସୁରକ୍ଷା ବ୍ୟବସ୍ଥା ବଢାଇବା ବିଶେଷ ନଜର…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବୈଷ୍ଣବ ମହାନ୍ତିଙ୍କ ପୁସ୍ତକ ଉନ୍ମୋଚିତ । କ୍ଷୁଦ୍ର ଗଳ୍ପ ସଂକଳନ ‘ଶେଷ ଚିଠି’ ଓ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ଲିଖିତ ଦୁଇଟି ପୁସ୍ତକ ଶେଷ ଚିଠି ଓ ଭାଗବତ କଥାମୃତ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀ ବୈଷ୍ଣବ ମହାନ୍ତିଙ୍କୁ ତାଙ୍କର ସାରସ୍ବତ କୃତି ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ ଆଗାମୀ ଦିନରେ ଏହା ଜାରି…

ସୋସିଆଲ ମିଡିଆ: ବିଜ୍ଞାପନ ଦେବାରେ କିଏ ଏକ ନମ୍ବର?  କିଏ ଦେଉଛି କେତେ ବିଜ୍ଞାପନ ପଢନ୍ତୁ …

କନକ ବ୍ୟୁରୋ:  ସୋସିଅ।।ଲ ମିଡିଆ ସାଇଟରେ ବିଜ୍ଞାପନ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଭାରତୀୟ କମ୍ପାନୀ । ହାଇଦ୍ରାବାଦର ଏକ ଡିଜିଟାଲ ମାର୍କେଟିଂ କମ୍ପାନୀ ପାଇରାଇଟ୍ ଟେକ୍ନୋଲଜିସ ଏହାକୁ ନେଇ ଏକ ବଡ ସର୍ଭେ କରିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ମେଟାର ଫେସବୁକ ଓ…

ଗିରଫ ହେବେନି ଅଭିନେତା ବାବୁସାନ । ତଦନ୍ତରେ ସହଯୋଗ କରୁଥିବାରୁ ଜାମିନ ଆବେଦନକୁ ରଫାଦଫା କଲେ ହାଇକୋର୍ଟ ।

କନକ ବ୍ୟୁରୋ: ବାବୁସାନ-ତୃପ୍ତି ବିବାଦରେ ପଡ଼ିପାରେ ପୂର୍ଣ୍ଣଛେଦ । ଜୁଲାଇ ୨୩ ତାରିଖରେ ଆରମ୍ଭ ହୋଇଥିବା ବିବାଦକୁ ପ୍ରାୟ ୨ ସପ୍ତାହ ସରିବାକୁ ବସିଲାଣି । ଏହାରି ମଧ୍ୟରେ ହାଇକୋର୍ଟ ବାବୁସାନଙ୍କୁ ଆଶ୍ୱସ୍ତ କରିଛନ୍ତି ଯେ, ତାଙ୍କୁ ଗିରଫ କରାଯିବ ନାହିଁ । ତଦନ୍ତରେ ବାବୁସାନ ସହଯୋଗ କରୁଥିବା…