Daily Archives

August 16, 2022

ରାଜ୍ୟରେ ବନ୍ୟା ସ୍ଥିତି: ଜଳଘେରରେ ୧ ଲକ୍ଷ ୨୦ ହଜାର ଲୋକ । ୪୯ଟି ବ୍ଲକ୍, ୩୬୯ ଗ୍ରାମ ପଞ୍ଚାୟତ, ୧୩୬୬ଟି ଗାଁ…

କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ବନ୍ୟା ସ୍ଥିତି । ଏବେ ବି ଜଳଘେରରେ ବିତୁଛି ଜୀବନ । ଏହାରି ଭିତରେ ଏସଆରସି ପ୍ରଦୀପ ଜେନା ରାଜ୍ୟରେ ବନ୍ୟା ସ୍ଥିତି ନେଇ ତାଜା ଅପଡେଟ୍ ଦେଇଛନ୍ତି । ଏସଆରସିଙ୍କ କହିବା ମୁତାବକ ରାଜ୍ୟ ପ୍ରାୟ ୨ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବନ୍ୟା…

ହୀରାକୁଦରେ ଜଳସ୍ତର ୬୨୬. ୮୭ ଫୁଟ, ୪୦ ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ।

କନକ ବ୍ୟୁରୋ:  ହୀରାକୁଦର ଜଳସ୍ତର ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୬. ୮୭ ଫୁଟ ରହିଛି । ଜଳଭଣ୍ଡାରକୁ ୬ ଲକ୍ଷ ୩୬ ହଜାର ୬୦୨ କ୍ୟୁସେକ ଜଳ ପ୍ରବେଶ କରୁଛି । ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ୬ ଲକ୍ଷ ୭୪ ହଜାର ୭୨୨ କ୍ୟୁସେକ ଜଳ ।…

ମହାନଦୀରେ ପିକ୍ ଫ୍ଲୋ, ମୁଣ୍ଡଳୀରେ ୬ରୁ ୭ ଘଣ୍ଟା ରହିବ ଏହି ପିକ୍ ଫ୍ଲୋ: ଏସଆରସି 

କନକ ବ୍ୟୁରୋ:  ରାଜ୍ୟର ବନ୍ୟା ସ୍ଥିତି ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ବର୍ତ୍ତମାନ ପିକ ଫ୍ଲୋ ଚାଲିଛି । ମୁଣ୍ଡଳୀରେ ୬ରୁ ୭ ଘଣ୍ଟା ରହିବ ଏହି ପିକ୍ ଫ୍ଲୋ । ରାତି ୩ ଘଣ୍ଟା ଯାଏ ଏହି ଫ୍ଲୋ ରହିବା ନେଇ ଆଶା କରାଯାଉଛି । ସେହିଭଳି ଏହା ଡେଲଟାରେ ପହଞ୍ଚିବା ବେଳକୁ…

ଜାମ୍ମୁକାଶ୍ମୀରର ପହଲଗାମରେ ନଦୀକୁ ଖସିଲା ଆଇଟିବିପି ଯବାନଙ୍କ ବସ୍ । ବ୍ରେକ ଫେଲ ହେବାରୁ ଦୁର୍ଘଟଣା । ୭ ଯବାନ ସହିଦ ।

କନକ ବ୍ୟୁରୋ: ଜାମ୍ମୁ-କାଶ୍ମୀରର ପହଲଗାମରେ ଆଇଟବିପି ଯବାନଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅମରନାଥ ଯାତ୍ରା ଡ୍ୟୁଟି ସାରି ଫେରୁଥିବା ଆଇଟବିପି ଯବାନଙ୍କ ବସଟି ଭାରସାମ୍ୟ ହରାଇ ନଦୀକୁ ଖସି ପଡିଥିଲା । ଦୁର୍ଘଟଣାସ୍ଥଳରେ ୬ ଯବାନ ସହିଦ ହୋଇଥିବା ବେଳେ ୨୫ ଯବାନ ଓ ୨ ପୁଲିସ କର୍ମଚାରୀ ଆହତ…

ବନ୍ୟା ବେଳେ ବି ବାବୁଙ୍କ ଦେଖାନାହିଁ । ଛୁଟିରେ ଗୁରୁତ୍ୱପୂର୍ଣ୍ଣ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ।

କନକ ବ୍ୟୁରୋ: ରାଜ୍ୟରେ ବନ୍ୟା ସ୍ଥିତ ଦେଖା ଦେଇଛି । ମୁକାବିଲା ପାଇଁ ଘନ ଘନ ବୈଠକ ହେଉଛି, ହେଲେ ଅଧିକ ଦାୟିତ୍ୱ ତୁଲାଉଥିବା ଜଳ ସଂପଦ ବିଭାଗର ପ୍ରମୁଖ ସଚିବଙ୍ଗ ଦେଖା ନାହିଁ । କେବଳ ଜଳସମ୍ପଦ ବିଭାଗ ନୁହେଁ ଆହୁରି ୪ରୁ ୫ଟି ବିଭାଗର ସଚିବ ଛୁଟିରେ ଅଛନ୍ତି । ବନ୍ୟା ସ୍ଥିତିରେ ରାଜ୍ୟ…