Daily Archives

August 24, 2022

ଛାତ୍ରଛାତ୍ରୀଙ୍କୁ ୫ ଘଂଟା ତାଲା ପକାଯିବା ଘଟଣା: ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍

କନକ ବ୍ୟୁରୋ: ନିଜ ପିଲାମାନଙ୍କୁ ୫ ଘଂଟା ତାଲା ପକାଯିବା ପ୍ରତିବାଦରେ ଏହି ଅଭିଭାବକମାନେ ଧାରଣା ଜାରି ରଖିଛନ୍ତି । ଆପିିଜେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ୫ ଘଂଟା ତାଲା ପକାଯିବା ଘଟଣା ଏକ ବଡ଼ ବିବାଦ ସୃଷ୍ଟି କରିଥିବା ବେଳେ ଖୋଳତାଡ଼ ଆରମ୍ଭ କରିଛି ଶିକ୍ଷା ବିଭାଗ । ସ୍କୁଲ ଓ ଗଣଶିକ୍ଷା…

ସେପ୍ଟେମ୍ବର ୨ରୁ ଜଳସୀମାରେ ପହରା ଦେବ ଆଇଏନଏସ ବିକ୍ରାନ୍ତ: ଯୁଦ୍ଧପୋତର ରହିଛି ୧୬ ଶର୍ଯ୍ୟାବିଶିଷ୍ଟ ଡାକ୍ତରଖାନା

କନକ ବ୍ୟୁରୋ: ଖୁବଶିଘ୍ର ସ୍ୱଦେଶୀ କୌଶଳରେ ନିର୍ମିତ ଏୟାରକ୍ରାପ୍ଟ କ୍ୟାରିୟର ଆଇଏନଏସ ବିକ୍ରାନ୍ତ ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି । ସେପ୍ଟେମ୍ବର ୨ରେ ନøସେନାକୁ ଏହି ଉପହାର ଦେବେ ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ପୁରୁଣା ଆଇଏନଏସ ବିକ୍ରାନ୍ତର ଅବସର…

ଆଧ୍ୟାତ୍ମିକ ଗୁରୁଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ପ୍ରଧାନମନ୍ତ୍ରୀ: ସୁପରସ୍ପେଶାଲିଷ୍ଟ ହସପିଟାଲ ଉଦଘାଟନୀ ବେଳେ…

କନକ ବ୍ୟୁରୋ: ମଂଚରେ ଜୋତା ଖୋଲି ମୁଣ୍ଡିଆ ମାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀ-ଏସଆରସ୍ଥିତ ଫରିଦାବାଦରେ ମାତା ଅମୃତାନନ୍ଦମୟୀ ମଠ ଦ୍ୱାରା ପରିଚାଳିତ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏହି ହସ୍ପିଟାଲର ଉଦଘାଟନ କରିଛନ୍ତି । ଏହି ମଂଚରେ…

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଠିକଣାରେ ସିବିଆଇ ଚଢାଉକୁ ନେଇ ଆପ୍ ଓ ବିଜେପି ମଧ୍ୟରେ ଚାଲିଛି ବୟାନବାଜି ।

କନକ ବ୍ୟୁରୋ: ମୋଡ ବଦଳୁଛି କି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ? ଗୋଟିଏ ପଟେ ସିବିଆଇ ତଦନ୍ତ କରୁଛି । ବିଜେପି ଏହି ପ୍ରସଙ୍ଗରେ ଆପର ସ୍ପଷ୍ଟୀକରଣ ମାଗୁଛି । ତେବେ କୌଣସି ଦୁର୍ନୀତି ହୋଇନି ବୋଲି କହି ଆପ୍ ନିରବ ରହିଛି । କିନ୍ତୁ ବିଜେପି ତଦନ୍ତର ଭୟ ଦେଖାଇ ବିଧାୟକଙ୍କୁ କିଣିବାକୁ…

ଅଶୋକ ଗେହଲଟ ହୋଇପାରନ୍ତି କଂଗ୍ରେସ ଅଧ୍ୟକ୍ଷ: ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା 

କନକ ବ୍ୟୁରୋ: ବଦଳିବେ କଂଗ୍ରେସ ଅଧ୍ୟକ୍ଷ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅସୁସ୍ଥତା ପାଇଁ ସୋନିଆ ଗାନ୍ଧୀ ଏବଂ ରାହୁଲ ଦ୍ୱିତୀୟ ଥର ପାଇଁ ଏହି ପଦରେ ବସିବାକୁ ରାଜି ହେଉ ନାହାନ୍ତି । ତେଣୁ ସାଧାରଣ ନିର୍ବାଚନ ଏବଂ ହିନ୍ଦୀ ହାର୍ଟଲ୍ୟାଣ୍ଡର ବିଧାନସଭା ନିର୍ବାଚନକୁ ଦେଖି କଂଗ୍ରେସ ବଡ…

ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ: ନିରାଶ ହେଲେ ଆଶାୟୀ ବାବୁ, ପାୱାର କରିଡରରେ ହଲଚଲ୍

କନକ ବ୍ୟୁରୋ: ସୁରେଶ ମହାପାତ୍ରଙ୍କ ପରେ ରାଜ୍ୟରେ କିଏ ହେବ ପରବର୍ତୀ ମୁଖ୍ୟ ଶାସନ ସଚିବ, ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଥିଲା । ନୂଆ ମୁହଁକୁ ସୁଯୋଗ ଦେବେ ନା ସୁରେଶଙ୍କ ଉପରେ ପୁଣି ଭରସା କରିବେ । ଆଉ ଶେଷରେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳକୁ ଦ୍ୱିତୀୟ ଥର ପାଇଁ ଆଉ ୬…